Latest Odisha News

ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେବା ପରେ ରାନିଲ ବିକ୍ରମ ସିଂଘେଙ୍କ ବଡ଼ ଘୋଷଣା

କଲମ୍ବୋ: ଗୋଟାବାୟାଙ୍କ ଇସ୍ତଫା ପରେ ଶ୍ରୀଲଙ୍କାର କାମଚଳା ରାଷ୍ଟ୍ରପତି ଭାବେ ଶପଥ ନେଇଛନ୍ତି ରାନିଲ ବିକ୍ରମ ସିଂଘେ । ଶ୍ରୀଲଙ୍କା ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଜୟନ୍ତ ଜୟସୁରିଆ ରାନିଲଙ୍କୁ ଶପଥ ପାଠ କରାଇଛନ୍ତି । ଦେଶରେ ଆର୍ଥିକ ସଂକଟ ଓ ରାଜନୈତିକ ଅସ୍ଥିରତା ମଧ୍ୟରେ ମଙ୍ଗଳବାର ରାତିରେ…

ନିର୍ମାଣାଧୀନ ଗୋଦାମ ଘର କାନ୍ଥ ଭୁଶୁଡ଼ି ୬ ଶ୍ରମିକ ମୃତ

ନୂଆଦିଲ୍ଲୀ: ଶୁକ୍ରବାର ରାଷ୍ଟ୍ରୀୟ ରାଜଧାନୀ ଦିଲ୍ଲୀରେ ବଡ଼ ଅଘଟଣ ଘଟିଛି । ଅଲିପୁରରେ ନିର୍ମାଣାଧୀନ ଏକ ଗୋଦାମ ଘରର କାନ୍ଥ ଭୁଶୁଡ଼ିବାରୁ ୬ ଶ୍ରମିକଙ୍କ ମୃତ୍ୟୁ ହୋଇଛି । ଆଉ କିଛି ଜଣ ଶ୍ରମିକ ଭଙ୍ଗା କାନ୍ଥ ତଳେ ଫସିଥିବା ଅନୁମାନ କରାଯାଉଛି । କୁହାଯାଉଛି କାନ୍ଥ ଭୁଶୁଡ଼ିବା ବେଳେ ସେଠାରେ…

ପୁଣି ଥରେ ଓଡ଼ିଶାରେ ଏକ ନମ୍ବର ସ୍ଥାନ ବଜାୟ ରଖିଲା ସୋଆ

ଭୁବନେଶ୍ୱର: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ୨୦୨୨ ବର୍ଷ ଲାଗି (National Institutional Ranking Framework) ରାଙ୍କିଂ ପ୍ରକାଶ ପାଇଛି । ସମଗ୍ର ବର୍ଗରେ ଆଇଆଇଟି ମାଡ୍ରାସ ପ୍ରଥମ ସ୍ଥାନ ଅଧିକାର କରିଥିବା ବେଳେ ଦ୍ୱିତୀୟ ସ୍ଥାନରେ ରହିଛି ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ସାଇନ୍ସ,…

ରାଜ୍ୟରେ ବଢ଼ୁଛି କରୋନା ସଂକ୍ରମଣ, ୨୮ ଜିଲ୍ଲାରୁ ୧୦୪୩ ସଂକ୍ରମିତ ଚିହ୍ନଟ

ଭୁନେଶ୍ୱର: ରାଜ୍ୟରେ କୋଭିଡ୍ ସଂକ୍ରମଣ ମାମଲା ବଢ଼ି ବଢ଼ି ଚାଲିଛି । ଗତ ୨୪ ଘଣ୍ଟାରେ ଆଉ ୧୦୪୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଶୂନରୁ ୧୮ ବର୍ଷ ମଧ୍ୟରେ ଶହେ ଜଣ ସଂକ୍ରମିତ ଚିହ୍ନଟ ହୋଇଛନ୍ତି । କ୍ୱାରେଣ୍ଟାଇନରୁ ୬୦୯ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୪୩୪ଟି ମାମଲା ସ୍ଥାନୀୟ…

ଏଜୁକେସନ୍ ପରେ ଫିଜିକ୍ସ ପ୍ରଶ୍ନପତ୍ର ଲିକ୍, ବାତିଲ୍ ହେଲା ପରୀକ୍ଷା

ସମ୍ବଲପୁର: ପୁଣି ଲିକ୍ ହେଲା ପ୍ରଶ୍ନପତ୍ର । ଗତକାଲି ଏଜୁକେସନ୍, ଆଜି ଫିଜିକ୍ସ । ସମ୍ବଲପୁର ବିଶ୍ୱବିଦ୍ୟାଳୟରେ ଆଜି ପୁଣି ପ୍ରଶ୍ନପତ୍ର ଲିକ୍ ହୋଇଛି । ଯୁକ୍ତ ୩ ଶେଷ ବର୍ଷର ଫିଜିକ୍ସ ପ୍ରଶ୍ନପତ୍ର ଲିକ୍ ହୋଇଥିବା ବେଳେ ଭାଇରାଲ ହୋଇଥିବା ପ୍ରଶ୍ନପତ୍ର ଅସଲି ବୋଲି ସ୍ୱୀକାର କରିଛନ୍ତି…

କରୋନା ପରେ କେରଳରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଆକ୍ରାନ୍ତ ଜଣଙ୍କ କେରଳର ବୋଲି ଜଣାପଡ଼ିଛି । କେରଳର କୋଲ୍ଲାମରୁ ଦେଶର ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ମାମଲା ଆସିଛି । ଏନେଇ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ପ୍ରଥମ ମଙ୍କିପକ୍ସ ଆକ୍ରାନ୍ତ ଚିହ୍ନଟ…

ଲଘୁଚାପ ସକ୍ରିୟ, ଆସନ୍ତା ୫ ଦିନ ଯାଏ ଲାଗି ରହିବ ବର୍ଷା

ଭୁବନେଶ୍ୱର: ସ୍ପଷ୍ଟ ଚିହ୍ନିତ ଲଘୁଚାପ କ୍ଷେତ୍ର ଉତ୍ତର ଓଡ଼ିଶା ଓ ତତସଂଲଗ୍ନ ଅଞ୍ଚଳରେ ଲଘୁଚାପ ଭାବେ ସକ୍ରିୟ ରହିଛି । ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଲାଗି ରହିଛି ବିଜେପି । ଆସନ୍ତା ୫ ଦିନ ଯାଏ ରାଜ୍ୟର ବିଭିନ୍ନ ଜିଲ୍ଲାରେ ବର୍ଷା ଲାଗି ରହିବା ନେଇ ଆକଳନ କରିଛି ଆଞ୍ଚଳିକ ପାଣିପାଗ…

କାନ୍ଥ ଭୁଶୁଡ଼ି ମାଆ ଓ ଝିଅ ମୃତ, ପୁଅ ଗୁରୁତର

ଫୁଲବାଣୀ: ରାଜ୍ୟର ବିଭିନ୍ନ ସ୍ଥାନରେ ଲଘୁଚାପ ଜନିତ ଲଗାଣ ବର୍ଷା ଲାଗି ରହିଛି । ଏହାରି ଭିତରେ କନ୍ଧମାଳ ଜିଲ୍ଲାରୁ ଆସିଛି ଦୁଃଖ ଦାୟକ ଖବର । ଫୁଲବାଣୀ ସହରରେ ଲଗାଣ ବର୍ଷାରେ କାନ୍ଥ ଭୁଶୁଡ଼ି ମାଆ ଓ ୫ ବର୍ଷର ଝିଅର ମୃତ୍ୟୁ ହୋଇଛି । ଗୁରୁତର ଆହତ ହୋଇଛି ପୁଅ । ମଧ୍ୟାହ୍ନରେ ପ୍ରବଳ ବର୍ଷା…

୧୮ ବର୍ଷରୁ ଅଧିକ ବୟସ୍କଙ୍କୁ ମାଗଣାରେ ଦିଆଯିବ କରୋନା ଭ୍ୟାକ୍ସିନର ବୁଷ୍ଟର ଡୋଜ୍  

ନୂଆଦିଲ୍ଲୀ: ଦେଶରେ ପୁଣି ଥରେ କୋଭିଡ୍ ସଂକ୍ରମଣ ବଢ଼ୁଥିବା ବେଳେ କେନ୍ଦ୍ର ସରକାର ନେଇଛନ୍ତି ବଡ଼ ନିଷ୍ପତ୍ତି । କେନ୍ଦ୍ରର ମୋଦି ସରକାର ସମସ୍ତଙ୍କ ଲାଗି ବୁଷ୍ଟର ଡୋଜ୍ ମାଗଣାରେ ଯୋଗାଇ ଦେବେ । ୧୮ ବର୍ଷରୁ ଅଧିକ ବୟସ୍କ ମାଗଣାରେ ନେଇ ପାରିବେ କୋଭିଡ୍ ଭ୍ୟାକ୍ସିନର ବୁଷ୍ଟର ଡୋଜ୍ । ଏନେଇ…

ଜଳୁଛି ଶ୍ରୀଲଙ୍କା, ଅଧ ରାତିରେ ଲୁଚି କରି ମାଳଦ୍ୱୀପ ପଳାଇଲେ ଗୋଟାବାୟା  

କଲମ୍ବୋ: ଶ୍ରୀଲଙ୍କାରେ ସଂହାର ଲୀଳା । ରାଷ୍ଟ୍ରପତି ଗୋଟାବାୟା ରାଜପକ୍ଷେ ଦେଶ ଛାଡ଼ି ଚାଲିଯିବା ପରେ ଅଶାନ୍ତ ଶ୍ରୀଲଙ୍କାରେ ହିଂସାର ସୁନାମି ମାଡ଼ି ଆସିଛି । ପ୍ରଧାନମନ୍ତ୍ରୀଙ୍କ ଆୱାସ, ସଂସଦ ଭବନ କବଜା କରିବା ପରେ ଆନ୍ଦୋଳନକାରୀ ସରକାରୀ ନ୍ୟୁଜ୍ ଚ୍ୟାନେଲରେ ପଶିଛନ୍ତି । ଏପରିକି ନ୍ୟୁଜ୍…