Latest Odisha News

ବଦଳୁଛି କି ଦିଲୀପ ରାୟଙ୍କ ମୁଡ୍ ?

ଭୁବନେଶ୍ୱର: ହକି ବିଶ୍ୱକପ୍ ଆରମ୍ଭ ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ପୂର୍ବତନ ରାଉରକେଲା ବିଧାୟକଙ୍କୁ ନେଇ ପୁଣି ଚର୍ଚ୍ଚା ଜୋର୍ ଧରିଛି । ନିକଟରେ ଦିଲୀପଙ୍କ ଜନ୍ମଦିନରେ ଖଣ୍ଡପଡ଼ା ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ ଓ ପୂର୍ବତନ ମୋରଡ଼ା ବିଧାୟକ ପ୍ରବୀଣ ଭଞ୍ଜଦେଓ ଏକାଠି ହୋଇଥିଲେ ।…

କମୁଛି ଶୀତ, ୩ ଦିନ ଘନ କୁହୁଡ଼ି ଆଶଙ୍କା

ଭୁବନେଶ୍ୱର: ମଧ୍ୟ ଭାରତରେ ସକ୍ରିୟ ରହିଥିବା ଗୁରୁଚାପ ବଳୟ ଏବେ ପୂର୍ବ ମୁହାଁ ହୋଇ ରାଜ୍ୟ ଉପରେ କାୟା ବିସ୍ତାର କରିଛି । ଫଳରେ ଜଳୀୟବାଷ୍ପ ପୂର୍ଣ୍ଣ ଉଷ୍ମ ସାମୁଦ୍ରିକ ବାୟୁର ପ୍ରଭାବ ବୃଦ୍ଧି ହେବା ସହ ଶୀତ କମୁଛି । ବାୟୁ ମଣ୍ଡଳରେ ଆଦ୍ରତା ବୃଦ୍ଧି ସହିତ ଆସନ୍ତା ୩ ଦିନ ରାଜ୍ୟର କିଛି…

ହକି ପାଇଁ ରାଜଧାନୀ ସୌନ୍ଦର୍ଯ୍ୟକରଣ କେତେ ସତ ? ମୁକୁଳା ଡ୍ରେନରେ ଖସି ପଡ଼ିଲେ ସାମ୍ବାଦିକ

ଭୁବନେଶ୍ୱର: ହକି ପାଇଁ ସଜେଇ ହୋଇଛି ଭୁବନେଶ୍ୱର । ରାସ୍ତାକଡ଼ ଉଠାଦୋକାନୀଙ୍କୁ ମଧ୍ୟ ବିଏମସି ଓ ବିଡିଏ ଉଠେଇ ଦେଇଛନ୍ତି । ସହର ପୂରା ଚମକୁଛି । ହକି ବିଶ୍ୱକପ୍ ପାଇଁ ବିଦେଶୀ ଖେଳାଳିଙ୍କ ସହ ଓଡ଼ିଶା ଆସିଛନ୍ତି ବିଦେଶରୁ ବହୁ ଅତିଥି । ରାଜଧାନୀର ରାସ୍ତାଘାଟ ଚକାଚକ ଦିଶୁଥିବା ବେଳେ…

ରସିଦ କହିବ ଚାଉଳ କାହାର ?

ଭୁବନେଶ୍ୱର: ମାଗଣା ଚାଉଳକୁ ନେଇ ଆଉ ଚଳିବନି ରାଜନୀତି । ମିଛରେ ନିଜର କହି ଆଉ ବାହାବାହା ନେଇ ପାରିବେନି ରାଜ୍ୟ ସରକାର । ମାଗଣା ଚାଉଳ କାହାର ? ରାଜ୍ୟ ଦେଉଛି ନା କେନ୍ଦ୍ର ? ଏନେଇ ବିବାଦ ପରେ ଚଳିତ ଜାନୁଆରୀ ମାସରୁ କେନ୍ଦ୍ର ସରକାର ନୂଆ ନିଷ୍ପତ୍ତି ନେଇଛନ୍ତି । କେନ୍ଦ୍ର ସରକାରଙ୍କ…

ଗତ ଜୁନରେ ଅଭିଯୋଗ କରିଥିଲେ, ଜାନୁଆରୀରେ ନିଜେ ଧରା ପଡ଼ିଲେ

ପୁରୀ: ପୋଲିସ ବଟି ନେଇ ନିଶା କାରବାରକୁ ପ୍ରୋତ୍ସାହନ ଦେଉଛି, ଅବକାରୀ ବିଭାଗ କଣ କରିବ ? ଗତବର୍ଷ ଜୁନ୍ ପ୍ରଥମ ସପ୍ତାହରେ ଏଭଳି ଏକ ଚିଠି ପୁରୀ ସମେତ ରାଜ୍ୟରେ ହଇଚଇ ସୃଷ୍ଟି କରିଥିଲା । ସେତେବେଳେ ଏ ଚିଠି ଅବକାରୀ କମିଶନରଙ୍କୁ ଲେଖିଥିଲେ ପୁରୀ ଅବକାରୀ ଇନ୍ସପେକ୍ଟର ସଞ୍ଜୟ କୁମାର ପଣ୍ଡା ।…

ହକି ବିଶ୍ୱକପ୍, କେନ୍ଦ୍ରକୁ କୃତଜ୍ଞତା ଜଣାଇଲେ ନବୀନ

କଟକ: ରଙ୍ଗାରଙ୍ଗ କାର୍ଯ୍ୟକ୍ରମରେ ଆଜି କଟକର ବାରବାଟୀ ଷ୍ଟାଡିୟମରେ ଉଦଘାଟିତ ହୋଇଛି ହକି ବିଶ୍ୱକପ୍ । ଆସନ୍ତା ୧୩ ତାରିଖରୁ ଭୁବନେଶ୍ୱରର କଳିଙ୍ଗ ଷ୍ଟାଡିୟମ୍ ସହ ରାଉରକେଲାର ବିର୍ସା ମୁଣ୍ଡା ଷ୍ଟାଡିୟମରେ ମ୍ୟାଚ୍ ଖେଳାଯିବ । ବୁଧବାର ଆୟୋଜିତ ଉଦଘାଟନୀ କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ…

ମୋଦିଙ୍କ ବନ୍ଦେ ଭାରତ ଟ୍ରେନ୍ ଫେଲ୍ ! ୩ ବର୍ଷରେ ଗଡ଼ିଛି ମାତ୍ର ୭ଟି

ନୂଆଦିଲ୍ଲୀ: ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପ୍ରଧାନମନ୍ତ୍ରୀ ମୋଦି କହିଥିଲେ, ଆଗାମୀ ୭୫ ସପ୍ତାହରେ ଦେଶର କୋଣ ଅନୁକୋଣକୁ ୭୫ଟି ବନ୍ଦେ ଭାରତ ଟ୍ରେନ୍ ଗଡ଼ିବ । ୨୦୨୩ ଅଗଷ୍ଟରେ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତିରେ ପାଳନ କରାଯାଉଥିବା ଆଜାଦୀ କି ଅମ୍ରିତ ମହୋତ୍ସବ ଶେଷ ହେବ । ହେଲେ…

ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନ ପାଇଁ ଡାକ୍ତରଙ୍କ ଚେତାବନୀ

ଭୁବନେଶ୍ୱର: ଆନ୍ଦୋଳନକୁ ଓହ୍ଲାଇବେ ସରକାରୀ ଡାକ୍ତର । ଫେବ୍ରୁଆରୀ ପହିଲାରୁ ଆନ୍ଦୋଳନକୁ ଓହ୍ଲାଇବା ନେଇ ଓଡ଼ିଶା ମେଡିକାଲ ସର୍ଭିସ୍ ଆସୋସିଏସନ୍ (ଓମସା) ପକ୍ଷରୁ ଚେତାବନୀ ଦିଆଯାଇଛି । ସରକାର ଦାବୀ ପୂରଣ ନ କରିବା ପର୍ଯ୍ୟନ୍ତ ରାଷ୍ଟ୍ରୀୟ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମରେ ଡାକ୍ତର ଯୋଗ ଦେବେ…

ପୋଲିସର ଲାଠିମାଡ଼କୁ ନେଇ ତାତିଲେ ଚାଷୀ, ଜାଳିଦେଲେ ପୋଲିସ ଗାଡ଼ି

ପାଟଣା: ପାୱାର ପ୍ଲାଣ୍ଟ ପାଇଁ କୃଷକ ଜମି ଦେଲେ । ହେଲେ ସରକାର ଉପଯୁକ୍ତ କ୍ଷତିପୂରଣ ଦେଲେନି । ଯାହାକୁ ନେଇ ବିହାର ବକ୍ସର ଜିଲ୍ଲା ଚୌସାର ଚାଷୀ ଆନ୍ଦୋଳନ କରୁଥିଲେ । ଆଉ ଆନ୍ଦୋଳନ ଦମନ ପାଇଁ ପୋଲିସ ଅଧରାତିରେ ଚାଷୀଙ୍କ ଘରେ ପଶି ମନ ଇଛା ମାଡ଼ ମାରିଥିଲା । ଯାହା ପରେ ଚାଷୀଙ୍କ…

HSRP ନଥିଲେ ନିସ୍ତାର ନାହିଁ, ୧୫ରୁ ଗଣିବେ ଫାଇନ୍

ଭୁବନେଶ୍ୱର: ଆପଣଙ୍କ ଗାଡ଼ିରେ ଲଗାଇଛନ୍ତି ତ ହାଇ ସିକ୍ୟୁରିଟି ରେଜିଷ୍ଟ୍ରେସନ୍ ପ୍ଲେଟ୍ । ଯଦି ଲଗାଇ ନାହାନ୍ତି ତାହେଲେ ଫାଇନ୍ ଦେବେ । ଆସନ୍ତା ୧୫ ତାରିଖରୁ ଗାଡ଼ିରେ HSRP ଲାଗି ନଥିଲେ ଫାଇନ୍ ଗଣିବାକୁ ପଡ଼ିବ । ଗାଡ଼ି ପଞ୍ଜିକରଣ ନମ୍ବର ଶେଷ ଅଙ୍କ ୧, ୨, ୩, ୪, ୫ ଓ ୬ ଲାଗି HSRP…