Latest Odisha News

BREAKING NEWS

ସରକାରଙ୍କ ନିଷ୍ପତ୍ତି: ଦ୍ୱୀପରେ ରହିଲେ ମିଳିବ ୭୧ ଲକ୍ଷ ଟଙ୍କା

ଇରିଶ: କରୋନା ମହାମାରୀ ପରି କିଛି ବିପତ୍ତି ଆସିଲେ ଲୋକେ ଭୟରେ ଅନ୍ୟତ୍ର ପଳାଇ ଯାଆନ୍ତି । ଏହି କାରଣରୁ ବିଭିନ୍ନ ଦେଶର ସରକାର ଉକ୍ତ ଅଞ୍ଚଳଗୁଡିକର ପୁନରୁଦ୍ଧାର ପାଇଁ ଉଦ୍ୟମ କରନ୍ତି । ତେବେ ନିକଟରେ ଏକ ୟୁରୋପିଆନ୍ ଦ୍ୱୀପୀୟ ଦେଶ ଆୟର୍ଲାଣ୍ଡ ସରକାର ଦେଶରେ କିଛି ଦ୍ୱୀପ କରିବାକୁ…

ଟିଭି,ସାଇକେଲ,ଏରୋପ୍ଲେନ ଖାଇ ବିଶ୍ୱ ରେକର୍ଡ଼

ଫ୍ରାନ୍ସ: ସାଧାରଣ ଭାବେ କକରୋଜ୍ ବା ଅସରପାକୁ ସର୍ବଭକ୍ଷୀ ବୋଲି କୁହାଯାଏ । ଅର୍ଥାତ୍ ମାଟି,ଗୋଡ଼ି,କାଠ,ପଥର,ସିମେଣ୍ଟ ଆଦି ଖାଇପାରେ ଅସରପା । କିନ୍ତୁ ଏଭଳି ସର୍ବଭକ୍ଷୀ ମଣିଷ ବି ଅଛନ୍ତି, ଯିଏ ଧରାପୃଷ୍ଠରେ ମିଳୁଥିବା ଯେ କୌଣସି ପ୍ରକାର ସାମଗ୍ରୀକୁ ଖାଇପାରିବାର କ୍ଷମତା ରଖନ୍ତି । ଏଭଳି…

ମଡ଼େଲ କେବେ କରନ୍ତି ନାହିଁ ଆଇବ୍ରୋ ସେଭ୍‌, ଲୋକେ ଦେଖି ଡ଼ରନ୍ତି

ଲଣ୍ଡନ: ଆଜିକାଲି ଯୁବତୀମାନେ ନିଜକୁ ଫିଟ୍ ଓ ସୁନ୍ଦର କରିବା ପାଇଁ ପାର୍ଲର ଯିବାସହିତ ସର୍ଜରୀ ମଧ୍ୟ କରିଥାନ୍ତି । ଏଥିଲାଗି ପାଣି ପରି ଟଙ୍କା ଖର୍ଚ୍ଚ କରନ୍ତି । ସାଧାରଣତଃ ଯୁବତୀମାନେ ମୁହଁର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ଆଇବ୍ରୋ ସେଭ୍ କରିଥାନ୍ତି । କିନ୍ତୁ ଜଣେ ମଡ଼େଲ ନିଜର ସୌନ୍ଦର୍ଯ୍ୟ…

‘ଆଦିପୁରୁଷ’ର ସୀତା ଭୂମିକାକୁ ପ୍ରତ୍ୟାଖାନ କରିଥିଲେ ଅନୁଷ୍କା

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଏହି ଫିଲ୍ମ ରିଲିଜ୍ ହେଉ ହେଉ ଦେଖାଦେଇଛି ବିବାଦ । ଏଥିରେ ସାଉଥ ସୁପରଷ୍ଟାର ପ୍ରଭାସ ରାମ ଭୂମିକାରେ ଅଭିନୟ କରିଥିବା ବେଳେ ସୀତା ଭୂମିକାରେ ଅଭିନେତ୍ରୀ କ୍ରିତି ସାନନ ନଜର ଆସିଛନ୍ତି । କ୍ରିତି…

କବର ପାଇଁ ଦେବାକୁ ପଡେ ଭଡ଼ା

ନ୍ୟୁୟର୍କ: ଦୁନିଆର ବିଭିନ୍ନ ସ୍ଥାନରେ ଭିନ୍ନ ରୀତିନୀତି ରହିଥାଏ । ସେଥିମଧ୍ୟରୁ କିଛି ରୀତିନୀତି ବହୁତ ଅଜବ ହୋଇଥିବା ଦେଖିବାକୁ ମିଳେ । ଏମିତି କି ଅଜବ ରୀତିନୀତିକୁ ପାଳନ କରିବା ପାଇଁ ପିଢୀ ପରେ ପିଢୀ ବିନା ପ୍ରଶ୍ନରେ ସମସ୍ତେ ତାଙ୍କୁ ମାନିଥାନ୍ତି । ମଧ୍ୟ ଆମେରିକାରେ ଏମିତି ଏକ ପ୍ରଥା…

ରାମଙ୍କ ଚରିତ୍ର ପାଇଁ ଦିନକୁ ୧୫ଟି ଅଣ୍ଡା ଖାଉଥିଲେ ପ୍ରଭାସ

ମୁମ୍ବାଇ: ‘ରାମାୟଣ’ କାହାଣୀ ଆଧାରିତ ଫିଲ୍ମ ‘ଆଦିପୁରୁଷ’ ଶୁକ୍ରବାର ରିଲିଜ ହୋଇଯାଇଛି । ଫିଲ୍ମ ରିଲିଜ୍‌ର ପ୍ରଥମ ଦିନରେ ହିଁ ଭଲ ବ୍ୟବସାୟ କରିଛି । ଏହି ଫିଲ୍ମଟି ହିନ୍ଦୀ ବ୍ୟତୀତ ତେଲୁଗୁ, ମାଲାୟାଲମ୍ , ତାମିଲ, ଏବଂ କନ୍ନଡ ଭାଷାରେ ରିଲିଜ୍ ହୋଇଛି । କିନ୍ତୁ ରିଲିଜ୍ ହେଉ ହେଉ ଏହି…

୧୦୦ ବର୍ଷ ପୁୁରୁଣା କୁଟୀର: ଏହା ପଛରେ ରହିଛି ଅନେକ ରହସ୍ୟ

ରାଜସ୍ଥାନ: ରାଜସ୍ଥାନର ନାଗୋରସ୍ଥିତ ରାୟଧନୁ ଗ୍ରାମରେ ଏକ ପାହାଡ଼ ରହିଛି । ଏହି ପାହାଡ ଉପରେ ଏକ କୁଟୀର ଅଛି । ଯାହାକୁ ୧୦୦ ବର୍ଷ ପୂର୍ବେ ଜଣେ ସାଧୁ ନିର୍ମାଣ କରିଥିଲେ । ଏଠାରେ କୌଣସି ବ୍ୟକ୍ତି ରାତିରେ ରହିପାରନ୍ତି ନାହିଁ ଏବଂ କୌଣସି ସାଧୁ ତପସ୍ୟା ବି କରିପାରନ୍ତି ନାହିଁ । ଏହି ପାହାଡ…

ବିବାହ ବନ୍ଧନରେ ବାନ୍ଧି ହେଲେ କରନ ଦେଓଲ

ମୁମ୍ବାଇ: ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ ସୁପରଷ୍ଟାର ସନ୍ନି ଦେଓଲଙ୍କ ପୁଅ କରଣ ଦେଓଲ । ସେ ତାଙ୍କ ପ୍ରେମିକା ଦ୍ରିଶା ଆଚାର୍ଯ୍ୟଙ୍କୁ ବିବାହ କରିଛନ୍ତି । ରବିବାର ମୁମ୍ବାଇର ତାଜ ଲ୍ୟାଣ୍ଡସ ଆଣ୍ଡ ହୋଟେଲରେ ଧୁମ୍‌ଧାମ୍‌ରେ ଏହି ବିବାହ ଆୟୋଜିତ ହୋଇଛି । ଏହି ବିବାହ ଆର୍ଯ୍ୟ…

ଏମିତି ଏକ ଦେଶ ଯେଉଁଠି ୧୧ ବର୍ଷ ବୟସର ପିଲା ବି ଡ଼ାଏପର ପିନ୍ଧି ସ୍କୁଲ ଯାଆନ୍ତି

ସ୍ୱିଜରଲ୍ୟାଣ୍ଡ: ସାଧାରଣତଃ ଛୋଟ ପିଲାମାନଙ୍କୁ ଡାଏପର ପିନ୍ଧାଯାଇଥାଏ । ବଡ଼ ହେବା ପରେ ସେମାନେ ଡ଼ାଏପର ଛାଡ଼ି ସ୍କୁଲ ଯିବାକୁ ଲାଗନ୍ତି । କୌଣସି ପିଲା ଡାଏପର ପିନ୍ଧି ସ୍କୁଲ ଯିବାକୁ ପସନ୍ଦ କରନ୍ତି ନାହିଁ । କିନ୍ତୁ ଆଜିକାଲି ସ୍ୱିଜରଲ୍ୟାଣ୍ଡରେ ଏକ ବଡ ସମସ୍ୟା ଦେଖାଦେଇଛି । ଏଠାରେ…

ବାଥ୍‌ରୁମ ସାୱାର ଉପରେ ବସିଥିଲା ବିରାଟକାୟ ଅଜଗର

ଅଷ୍ଟ୍ରେଲିଆ: ସାପ ବିଷଧର ହେଉ ବା ବିଷହୀନ, ସାପର ନାଁ ଶୁଣିଲେ ଯେ କେହି ଲୋକ ଭୟଭୀତ ହୋଇପଡ଼ନ୍ତି । ଯଦି ଆପଣ ଅପ୍ରସ୍ତୁତ ଅଛନ୍ତି ଓ ଏତିକି ବେଳେ କୌଣସି ସାପ ଆପଣଙ୍କ ସାମ୍ନାକୁ ଆସିଗଲା, ହଠାତ୍ କ’ଣ କରିବେ ଆପଣ ? ଏ କ୍ଷେତ୍ରରେ ଅନେକ ଲୋକ ପ୍ରାଣବିକଳରେ ଦୌଡ଼ିଥାନ୍ତି । ତାଛଡ଼ା ଅନେକ ସମୟରେ…