Latest Odisha News

BREAKING NEWS

ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ଶାହନାଜଙ୍କୁ ଇଗ୍‌ନୋର କଲେ ରଶ୍ମୀ

ମୁମ୍ବାଇ: ବାବା ସିଦ୍ଦିକିଙ୍କ ଇଫତାର ପାର୍ଟିରେ ବଲିଉଡର ଅନେକ ସେଲିବ୍ରିଟି ଯୋଗ ଦେଇଥିଲେ । ଏହି ପାର୍ଟିର ଏକ ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ ହେଉଛି,ଯେଉଁଥିରେ ଅଭିନେତ୍ରୀ ଶାହନାଜ ଗିଲଙ୍କୁ ଅଭିନେତ୍ରୀ ରଶ୍ମି ଦେଶାଇ ଇଗ୍‌ନୋର କରୁଥିବା ଦେଖିବାକୁ ମିଳିଛି । ରଶ୍ମି ଏପରି…

ଫାଶିଦଣ୍ଡ ପୂର୍ବରୁ ଅପରାଧି ମାଗିଥିଲେ ୨୯ ହଜାର କ୍ୟାଲୋରୀଯୁକ୍ତ ଖାଦ୍ୟ: ଯେଉଁ ଖାଦ୍ୟକୁ ୭୨ ଜଣ ଖାଇଥାନ୍ତେ

ନ୍ୟୁୟର୍କ:ଦୁନିଆରେ ଏପରି ଅନେକ ଦେଶ ଅଛି ଯେଉଁଠାରେ ଫାଶିଦଣ୍ଡ ବନ୍ଦ ହୋଇଗଲାଣି । ଏଠାରେ ଅପରାଧୀଙ୍କୁ କେବଳ ଆଜୀବନ କାରାଦଣ୍ଡ ଦିଆଯାଏ । କିନ୍ତୁ ଆଜି ବି ଅନେକ ଦେଶ ଅଛି ଯେଉଁଠାରେ ଅପରାଧକୁ ଦୃଷ୍ଟିରେ ରଖି ଫାଶିଦଣ୍ଡ ଦିଆଯିବାର ବ୍ୟବସ୍ଥା ରହିଛି । ଫାଶିଦଣ୍ଡ ପୂର୍ବରୁ ଏହି…

‘କିସି କା ଭାଇ କିସି କି ଜାନ’ ଫିଲ୍ମର ଆଡ଼ଭାନ୍ସ ଟିକେଟ ବୁକିଂ ଆରମ୍ଭ, ଦୁଇ ଦିନରେ ରେକର୍ଡ଼ ସଂଖ୍ୟକ ବୁକ୍‌

ମୁମ୍ବାଇ: ବଲିଉଡ଼ର ଭାଇଜାନ୍ ସଲମାନ ଖାନ ତାଙ୍କର ଫିଲ୍ମ ‘କିସି କା ଭାଇ କିସି କି ଜାନ'କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଏହି ଫିଲ୍ମଟି ଆସନ୍ତା ୨୧ ତାରିଖ ଇଦ୍ ଅବସରରେ ମୁକ୍ତିଲାଭ କରିବ । ଏଥିସହିତ ଏହାର ଆଡ଼ଭାନ୍ସ ଟିକେଟ ବୁକିଂ ମଧ୍ୟ ଆରମ୍ଭ ହୋଇଯାଇଛି, ଯାହା ବକ୍ସ ଅଫିସରେ ଭଲ…

ଜାଲରେ ଫସିଲା ବିରାଟକାୟ ମାଛ : ଲୋକେ ଦେଖି ଆଶ୍ଚର୍ଯ୍ୟ

ବ୍ରିଟେନ: ଜଳାଶୟ ଭିତରେ ଅନେକ ପ୍ରକାରର ପ୍ରଜାତିର ଜଳଚର ଜୀବଜନ୍ତୁ ଅଛନ୍ତି, ସେମାନଙ୍କ ମଧ୍ୟରୁ ଅଧାରୁ ଅଧିକ ଜୀବଜନ୍ତୁକୁ କେହି ଜାଣନ୍ତି ନାହିଁ । ବେଳେବେଳେ ଭୁଲରେ ଏହି ଜୀବମାନେ ମଣିଷ ସାମ୍ନାକୁ ଆସିଥାନ୍ତି,ଯାହାକୁ ଦେଖି ଲୋକେ ଆଶ୍ଚର୍ଯ୍ୟ ହୋଇଯାଆନ୍ତି । ସେହିଭଳି ବ୍ରିଟେନର ଜଣେ…

ଏମିତି ଏକ ମନ୍ଦିର: ଯେଉଁଠି ଜୋତା, ଟୋପି, ଚଷମା କରାଯାଏ ପୂଜା

ଭୋପାଳ: ଲୋକେ ମନସ୍କାମନା ପୂରଣ ପାଇଁ କ’ଣ ନାହିଁ କ’ଣ କରିଥାନ୍ତି । କେହି ମିଠା, ପ୍ରସାଦ ଦେଉଥିବା ବେଳେ ଆଉ କେହି ଶାଢି,ଚୁଡ଼ି ଠାକୁରଙ୍କ ପାଖରେ ଅର୍ପଣ କରିଥାନ୍ତି । କିନ୍ତୁ ଏମିତି ଏକ ମନ୍ଦିର ଅଛି ଯେଉଁଠି ନିଜର ମାନସିକ ପୂରଣ କରିବାକୁ ଏକ ଅଜବ ପରମ୍ପରା ଚଳି ଆସୁଛି । ଶ୍ରଦ୍ଧାଳୁ ନିଜର…

ଅଫିସରେ ଆୟୋଜନ ହେଲା ଲଟେରୀ: କର୍ମଚାରୀ ଜିତିଲେ ବର୍ଷକର ଛୁଟି ସହ ପୁରା ଦରମା

ଚୀନ: ସରକାରୀ ହେଉ ବା ବେସରକାରୀ ଅଫିସରେ କର୍ମଚାରୀମାନଙ୍କୁ କିଛି ଦିନ ଛୁଟି ମିଳିଥାଏ । ଶରୀର ଅସୁସ୍ଥ ହେଉ ବା କୌଣସି ବ୍ୟକ୍ତିଗତ କାମ ପାଇଁ କର୍ମଚାରୀମାନେ ଛୁଟି ନେଇଥାନ୍ତି । କିନ୍ତୁ ଚୀନ୍‌ର ଏମିତି ଜଣେ ବ୍ୟକ୍ତିଙ୍କ ଭାଗ୍ୟ ବଦଳି ଯାଇଛି । ତାଙ୍କୁ କମ୍ପାନୀ ପକ୍ଷରୁ ବର୍ଷକ ପାଇଁ ଛୁଟି…

ଛୁଟି କାଟିବାକୁ ଏକାଠି ଗଲେ ଜାହ୍ନବୀ,ଶିଖର

ମୁମ୍ବାଇ: ଅଭିନେତ୍ରୀ ଜାହ୍ନବୀ କପୁର ଏବଂ ତାଙ୍କ ବୟଫ୍ରେଣ୍ଡ ଶିଖର ପହାଡିଆଙ୍କୁ ନେଇ ଏବେ ଖୁବ୍ ଚର୍ଚ୍ଚା । ଉଭୟଙ୍କ ମଧ୍ୟରେ ପ୍ରେମ ସମ୍ପର୍କ ଥିବା ନେଇ ଚର୍ଚ୍ଚା ଜୋର ଧରିଛି । କାରଣ ଉଭୟ ବିଭିନ୍ନ କାର୍ଯ୍ୟକ୍ରମରେ ଏକାଠି ନଜର ଆସୁଛନ୍ତିି । ରବିବାର ସକାଳେ ଜାହ୍ନବୀ ଓ ଶିଖରଙ୍କୁ ମୁମ୍ବାଇ…

ରାତି ଅଧରେ ହଠାତ୍ ମନ୍ଦିରରେ ବାଜିଲା ଘଣ୍ଟି ଓ ଡ଼୍ରମ୍‌, ଲୋକେ ଭୟଭୀତ

ନୈନିତାଲ: ଏକ ମନ୍ଦିରରେ ହଠାତ୍ ଅଧରାତିରେ ଅଚାନକ ଘଣ୍ଟି ଓ ଡ଼୍ରମ ବାଜି ଉଠିଲା । ଏହା ଶୁଣି ଲୋକେ ଆଶ୍ଚର୍ଯ୍ୟ ହୋଇଗଲେ । ଏତେ ରାତିରେ କିଏ ଘଣ୍ଟି ଓ ଡ଼୍ରମ ପିଟୁଛି ଭାବି ଗ୍ରାମବାସୀ ମନ୍ଦିରରେ ଆସି ପହଞ୍ôଚଲେ । ଆଉ ସେଠାରେ ଯାହା ଦେଖିଲେ ଦୀର୍ଘ ନିଶ୍ୱାସ ନେଲେ । ନୈନିତାଲର ଥାଣ୍ଡି…

ବିବାହ ମଣ୍ଡପରେ କନ୍ୟାକୁ ଚାପୁଡ଼ା ମାରିଲେ ବର, ଲୋକେ ଦେଖି ତାଜୁବ୍

ଉଜବେକିସ୍ତାନ: ଜଣେ ପୁରୁଷ ମହିଳାଙ୍କୁ ସର୍ବସାଧାରଣରେ ଅପମାନିତ କରିବା କିମ୍ବା ସେମାନଙ୍କ ଉପରକୁ ହାତ ଉଠାଇବା ବର୍ତ୍ତମାନ ସାଧାରଣ କଥା ହୋଇଗଲାଣି । ଏପରି ଏକ ଭିଡିଓ ଭାଇରାଲ ହେଉଛି ଯେଉଁଥିରେ ଗୋଟେ ବର ବିବାହ ମଣ୍ଡପରେ ସମସ୍ତଙ୍କ ସାମ୍ନାରେ କନ୍ୟାକୁ ଚାପୁଡ଼ା ମାରିଛନ୍ତିି । ଯାହାକୁ ଦେଖି…

ପୋଷାକ ପରିଧାନକୁ ନେଇ ଉର୍ଫିଙ୍କୁ ହତ୍ୟା ଧମକ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ଅଭିନେତ୍ରୀ ଉର୍ଫି ଜାଭେଦ୍‌ଙ୍କୁ ହତ୍ୟା ଧମକ ଦିଆଯାଇଛି । ଏନେଇ ସେ ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି । ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ନୀରଜ ପାଣ୍ଡେଙ୍କ କାର୍ଯ୍ୟାଳୟରୁ ତାଙ୍କୁ ହତ୍ୟା ଧମକ ଦିଆଯାଇଥିବା ସେ ଅଭିଯୋଗ କରିଛନ୍ତି । ଏନେଇ ଉର୍ଫି…