ଅମଙ୍ଗ ଝିଅକୁ ସ୍କୁଲ ପଠାଇବାକୁ ଦାମି ଉପହାର ଦେଲେ ବାପାମାଆ
ମାଲେସିଆ: ଧନୀ ଲୋକମାନେ ପ୍ରାୟତଃ ସେମାନଙ୍କ ଟଙ୍କା ଏବଂ ଧନରେ ଏତେ ବୁଡି ଯାଆନ୍ତି ଯେ ସେମାନଙ୍କ ଆଖିରେ ଟଙ୍କା ମୂଲ୍ୟ କମିଯାଏ । ସେମାନଙ୍କର ପିଲାମାନେ ମଧ୍ୟ ଏହିପରି ହୁଅନ୍ତି । ପିଲାଦିନରୁ ସେମାନେ ମହଙ୍ଗା ପୋଷାକ, ମହଙ୍ଗା ଖେଳନା, କାର, ବାଇକ୍, ଘଣ୍ଟା ଇତ୍ୟାଦି ବ୍ୟବହାର କରନ୍ତି ।…