ହଲିଉଡ ଫିଲ୍ମରେ ନଜର ଆସିବେ ବିଗ୍ବସ ପ୍ରତିଯୋଗୀ ସୌନ୍ଦର୍ଯ୍ୟା ଶର୍ମା
ମୁମ୍ବାଇ: ହଲିଉଡ ଫିଲ୍ମରେ ନଜର ଆସିବେ ବିଗ୍ବସ ସିଜନ ୧୬ରେ ପ୍ରତିଯୋଗୀ ସାଜିଥିବା ସୌନ୍ଦର୍ଯ୍ୟା ଶର୍ମା । ଏହାକୁ ନେଇ ସେ ବହୁତ ଉତ୍ସାହିତ ଅଛନ୍ତି । ବିଗ୍ବସ ଘରୁ ବାହାରିବା ପରେ ସୌନ୍ଦର୍ଯ୍ୟାଙ୍କ ଲୋକପ୍ରିୟତା ବଢିବାରେ ଲାଗିଛି । ବଲିଉଡରେ ଅନେକ ଅଫର ମିଳିବା ପରେ ଏବେ ତାଙ୍କୁ ହଲିଉଡ…