Latest Odisha News

BREAKING NEWS

ସୁନ୍ଦର ଦେଖାଯିବା ପାଇଁ ଅସ୍ତ୍ରୋପଚାର କରି ଓଠକୁ କଲେ ମୋଟା , ଏବେ ମିଳୁନାହାନ୍ତି ବଏଫ୍ରେଣ୍ଡ

ବୁଲଗେରିଆ: ସୁନ୍ଦର ଦେଖାଯିବା ପାଇଁ କାହାର ବା ଆଗ୍ରହ ନ ଥାଏ । ଏଥିପାଇଁ ଶରୀରର ବିଭିନ୍ନ ସ୍ଥାନରେ ଅସ୍ତ୍ରୋପଚାର କରିବା ସହିତ ପାଣି ପରି ଟଙ୍କା ବି ଖର୍ଚ୍ଚ କରନ୍ତି । କିନ୍ତୁ ଅନେକ ଲୋକ ସଫଳ ହୋଇଥିବା ବେଳେ ଆଉ କିଛି କ’ଣ କରିବେ ଜାଣି ନ ପାରି ଅସୁବିଧା ଭୋଗିଥାନ୍ତି । ଏମିତି ଅନେକ…

ନଈ ପାଣିରେ ଶହ ଶହ ମଦ ବୋତଲ, ମାଛ ଧରାଳୀ ଖୁସ୍‌

ନ୍ୟୁୟର୍କ: ସବୁଦିନ ଭଳି ସେଦିନ ସକାଳୁ ନଈକୁ ମାଛ ଧରିବାକୁ ଯାଇଥିଲେ ଲୋକେ । ହେଲେ ସେମାନେ କେବେ ଭାବି ନ ଥିଲେ ଯେ, ତାଙ୍କୁ ଏମିତି କିଛିଜିନିଷ ମିଳିବ ଯାହାକୁ ପାଇଁ ସେମାନେ ଖୁସିରେ ନାଚିଯିବେ । ନଈକୂଳରେ ପହଞ୍ôଚବା ବେଳକୁ ସେମାନଙ୍କ ନଜରକୁ ଆସିଲା ଶହ ଶହ ମଦ ବୋତଲ । ତାହା ପୁଣି ସିଲ୍…

କୁକୁର କରୁଛି କ୍ୟାଟୱାକ୍

କୁକୁର ପାଳିବାକୁ ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ସେଥିଲାଗି ନିଜ ସଉକ ଅନୁସାରେ ଭିନ୍ନ ଭିନ୍ନ ପ୍ରଜାତିର କୁକୁର ବି ରଖିଥାନ୍ତି । କିନ୍ତୁ ଏବେ ସୋସିଆଲ ମିଡ଼ିଆରେ ଏକ କୁକୁର କ୍ୟାଟୱାକ୍ କରୁଥିବା ଦେଖିବାକୁ ମିଳିଛ, ଯାହା ଉଭୟ କୁକୁର ଓ ଏହାର ମାଲିକଙ୍କୁ ଚର୍ଚ୍ଚାର ପରିଧିକୁ ଟାଣି ଆଣିଛି…

ଘର କାମ ବେଳେ ବାହାରିଲା ପୁରୁଣା ବାକ୍ସ: ସେଥିରେ ଯାହା ଥିଲା ଲୋକେ ଦେଖି ତାଜୁବ

ହାଇଦ୍ରାବାଦ: ଆଗରୁ ବ୍ୟାଙ୍କର ସୁବିଧା ନ ଥିବାରୁ ଲୋକମାନେ ସୁନା,ରୂପା, ଟଙ୍କା ତଥା ମୂଲ୍ୟବାନ ଜିନିଷସବୁ ବାକ୍ସରେ ପୁରାଇ ମାଟି ତଳେ ପୋତିକି ରଖୁଥିଲେ । ଯଦି ଏମିତି ଏକ ବାକ୍ସ କେହି ପାଆନ୍ତି, ସେତେବେଳେ ସେମାନଙ୍କର ଭାଗ୍ୟ ଖୋଲିଥାଏ । ଆନ୍ଧ୍ରପ୍ରଦେଶର ଏକ ଛୋଟିଆ ଗ୍ରାମରେ ପୁରୁଣା ଘର…

ଯୁବତୀଙ୍କୁ ସୁରକ୍ଷା ଦେଉଛି କୁକୁଡ଼ା: ରାତିରେ ଏକୁଟିଆ ଗଲେ ସାଙ୍ଗରେ ବି ଯାଏ କୁକୁଡ଼ା

ଲଣ୍ଡନ: ଘର ଓ ବ୍ୟକ୍ତିଗତ ସୁରକ୍ଷା ପାଇଁ ଅନେକ ଲୋକେ ଘରେ କୁକୁର ରଖିଥାନ୍ତି । ଏହି ଧାରା ସବୁଠି ଲୋକମାନେ ଅନୁପାଳନ କରିଥାନ୍ତି । କିନ୍ତୁ ଭାବନ୍ତୁ, ଯଦି କେହି ଏକାକୀ ବାହାରକୁ ଗଲାବେଳେ ସାଙ୍ଗରେ କୁକୁର ବଦଳରେ କୁକୁଡ଼ା ନେଇ ଯାଆନ୍ତି,ତେବେ ଲୋକଙ୍କ ଧାରଣା କ’ଣ ହେବ । କୁକୁର ବଦଳରେ…

ଭଉଣୀ ହେବ ତ ଏମିତ: ଯାହା କରନ୍ତି ସବୁ ଏକାଭଳି

ନ୍ୟୁୟର୍କ: ଅନେକ ସମୟରେ ଦେଖାଯାଏ, ଭାଇ-ଭାଇଙ୍କ ଅପେକ୍ଷା ଭଉଣୀ -ଭଉଣୀଙ୍କ ସମ୍ପର୍କ ଅତି ନିବିଡ଼ । ମଲା ପର୍ଯ୍ୟନ୍ତ ସେମାନଙ୍କ ଭିତରେ ଏ ସମ୍ପର୍କ ସାଇତା ହୋଇ ରହିଥାଏ । କେବଳ ଭାରତରେ ନୁହେଁ ସବୁଠି ସମାନ ମାନସିକତା ଦେଖିବାକୁ ମିଳେ । ନ୍ୟୁୟର୍କର ଏପରି ୩ ଭଉଣୀ ଅଛନ୍ତି ଯେଉଁମାନେ…

ବିଶାଳ ମାଛ ଉଦ୍ଧାର, ଯାହାର ଓଜନ ଜାଣିଲେ ଆପଣ ହେବେ ଆଶ୍ଚର୍ଯ୍ୟ

ନ୍ୟୁୟର୍କ: ଗଭୀର ସମୁଦ୍ରରେ ଅନେକ ପ୍ରଜାତିର ପ୍ରାଣୀ ଅଛନ୍ତି, ଯାହା ବିଷୟରେ ଆମେ ଅଜ୍ଞ । ନିକଟରେ କିଛି ଯୁବକ ସମୁଦ୍ର ଭିତରେ ନୌଯାତ୍ରା କରିବା ସମୟରେ ଧରିଛନ୍ତି ବିଶାଳକାୟ ମାଛ । ଯାହାର ଓଜନ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଏବେ ଏହି ବିଶାଳକାୟ ମାଛର ଫଟୋ ସୋସିଆଲ ମିଡିଆରେ ଖୁବ୍…

ଖତୋରୋ କେ ଖିଲାଡ଼ିରେ ନଜର ଆସିବେ ଛୋଟ ପରଦାର ହିଟ୍ ଯୋଡ଼ି

ମୁମ୍ବାଇ: ରୋହିତ ଶେଟ୍ଟୀ ତାଙ୍କ ରିଅଲିଟି ଶୋ’ ଖତୋରୋ କେ ଖିଲାଡି ପାଇଁ ଆଜିକାଲି ବେଶ୍ ଚର୍ଚ୍ଚାରେ ଅଛନ୍ତି । ପ୍ରଶଂସକମାନେ ଉତ୍ସାହର ସହିତ ଖତୋରୋ କେ ଖିଲାଡି ସିଜିନ ୧୩ କୁ ଅପେକ୍ଷା କରିଛନ୍ତି । ଛୋଟପରଦାରେ ଏହା ସବୁଠାରୁ ଲୋକପ୍ରିୟ ରିଅଲିଟି ଶୋ । ବିଗ୍ ବସ୍ ପରି ଏହି ଶୋ’ର ନିଜସ୍ୱ…

ହୋଟେଲର ଅଜବ ନିୟମ: ଖାଦ୍ୟ ଖାଇବା ସମୟରେ ମୋବାଇଲ ଦେଖିପାରିବେ ନାହିଁ ଗ୍ରାହକ

ଟୋକିଓ: ଖାଦ୍ୟ ଖାଇବା ସମୟରେ ଟିଭି ଦେଖିବା ଅନୁଚିତ୍ ବୋଲି ସମସ୍ତେ ପିଲାମାନଙ୍କୁ ପରାମର୍ଶ ଦେଇଥାନ୍ତିି । ଆଜିର ସମୟରେ ପିଲାମାନେ ଟିଭି ଅପେକ୍ଷା ମୋବାଇଲ ଏବଂ ଟାବଲେଟରେ ବ୍ୟସ୍ତ ରହୁଛନ୍ତି । କେବଳ ପିଲାମାନେ ନୁହଁନ୍ତି, ବୟସ୍କମାନେ ମଧ୍ୟ ଏଥିରେ ସମ୍ପୃକ୍ତ । ଖାଇବା ସମୟରେ ମୋବାଇଲ୍…

ସବାଙ୍କ ଜୋତା ଧରି ବୁଲିଲେ ହ୍ରିତିକ୍

ମୁମ୍ବାଇ: ବଲିଉଡ୍ ଅଭିନେତା ହ୍ରିତିକ୍ ରୋଶନ ଓ ସବା ଆଜାଦଙ୍କ ପ୍ରେମ ସମ୍ପର୍କକୁ ନେଇ ଚର୍ଚ୍ଚା ଜୋର ଧରିଥିବା ବେଳେ ଏବେ ହ୍ରିତିକଙ୍କ ଏକ ଫଟୋ ସୋସିଆଲ ମିଡ଼ିଆରେ ଖୁବ୍ ହଇଚଇ ସୃଷ୍ଟି କରିିଛିି । ମୁମ୍ବାଇରେ ଏକ କାର୍ଯ୍ୟକ୍ରମରେ ସବାଙ୍କ ଜୋତା ଧରି ହ୍ରିତିକ୍ ବୁଲୁଥିବାର ଦେଖିବାକୁ ମିଳିଛି ।…