Latest Odisha News

BREAKING NEWS

ଘର ଭିତରେ ଦମ୍ପତ୍ତି କରୁଥିଲେ ଗଞ୍ଜେଇ ଚାଷ: ପୋଲିସକୁ ଠକିବା ଉଦ୍ୟମ କରି ନିଜେ ଧରାପଡ଼ିଗଲେ

ଲଣ୍ଡନ: କଥାରେ ଅଛି, ଅପରାଧ ଛୋଟ ହେଉ କିମ୍ବା ବଡ, ଯିଏ କୌଣସି ଅପରାଧ କରେ, ସେ ଦିନେ ନା ଦିନେ ଧରାପଡ଼େ । ଏହାକୁ ଯେତେ ଲୁଚାଇବାକୁ ଉଦ୍ୟମ କଲେ ବି ଏହା ନିଶ୍ଚୟ ସାମ୍ନାକୁ ଆସିଥାଏ । ଏବେ ସେପରି ଏକ ଅପରାଧର ଖୁଲାସା ହୋଇଛି, ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି । ଲଣ୍ଡନର ଜଣେ ବ୍ୟକ୍ତି…

ଛେଳି ଖୋଜିବାକୁ ପୋଲିସ ଗଲା ୮୦୦ କିଲୋମିଟର ଦୂର

କାଲିଫର୍ଣ୍ଣିଆ: ଆପଣ ନିଶ୍ଚୟ ଏପରି ଅନେକ ମାମଲା ଶୁଣିଥିବେ, ଯେଉଁଥିରେ ପୋଲିସ ଅପରାଧୀଙ୍କୁ ଧରିବା ପାଇଁ ବହୁ କିଲୋମିଟର ଦୂର ଯାଇଥାଏ । ନିକଟରେ କାଲିଫର୍ଣ୍ଣିଆ ପୋଲିସ ଆଠ ଶହ କିଲୋମିଟର ଦୂରତା ଯାତ୍ରା କରିଛି । କିନ୍ତୁ କୌଣସିି ଅପରାଧୀଙ୍କୁ ଧରିବା ପାଇଁ ନୁହେଁ । ବରଂ ନିଖୋଜ ହୋଇଯାଇଥିବା…

ଏମିତି ଏକ ଷ୍ଟେସନ: ଯେଉଁଠି ଯାତ୍ରୀ କରନ୍ତି ଟିକେଟ, ହେଲେ ଯାତ୍ରା କରନ୍ତି ନାହିଁ

ୟୁପି: ବିନା ଟିକେଟରେ ଆପଣ ଟ୍ରେନରେ ଯାତ୍ରା କରିବା ବେଆଇନ । ସେଥିଲାଗି ଟ୍ରେନରେ ଯାତ୍ରା କରିବା ପାଇଁ ଟିକେଟ୍ ଜରୁରୀ । କିନ୍ତୁ ୟୁପିରେ ଏମିତି ଏକ ରେଳ ଷ୍ଟେସନ୍ ଅଛି ଯେଉଁଠାରେ ଲୋକମାନେ ଟିକେଟ୍ କିଣୁଛନ୍ତି କିନ୍ତୁ ଯାତ୍ରା କରନ୍ତି ନାହିଁ । ଏହା ପଛରେ ଥିବା କାହାଣୀ ଜାଣିଲେ ଆପଣ…

ଇଦ୍‌ରେ ରିଲିଜ୍ ହେବ ଫିଲ୍ମ ‘ଯୱାନ’ର ଟିଜର

ମୁମ୍ବାଇ: ଅଭିନେତା ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ବକ୍ସ ଅଫିସରେ ରେକର୍ଡ଼ କରିଛି । ଏଥିରେ କିଙ୍ଗ୍ ଖାନ୍‌ଙ୍କ ଜବରଦସ୍ତ ଅଭିନୟ ଦେଖିବା ପରେ ପ୍ରଶଂସକମାନେ ତାଙ୍କର ଆଗାମୀ ଫିଲ୍ମ ‘ଯୱାନ’କୁ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି । ଏହି ଫିଲ୍ମରେ ସେ ପୁଣି ଥରେ ଭିନ୍ନ ଚରିତ୍ରରେ ନଜର ଆସିବେ ।…

୪ ଘଣ୍ଟାରେ ୪୧ ଛୁଆ ଜନ୍ମ ଦେଲା ଘୁଷୁରି

ବ୍ରାଜିଲ: ମାଆ ହେବାର ଅନୁଭବ ସ୍ୱତନ୍ତ୍ର । ସେ ମଣିଷ ହୁଅନ୍ତୁ ବା ପଶୁ ସମସ୍ତଙ୍କ ପାଇଁ ଏହା ମହାର୍ଘ୍ୟ ଅନୁଭୂତି ଆଣେ । ମହାଭାରତର କଥା ଯଦି ଆମେ ଅବତାରଣା କରିବା ତେବେ ଗାନ୍ଧାରୀ ବି ଶହେ ସନ୍ତାନର ମାଆ ହୋଇପାରିଥିଲେ । ଏବେ ମଣିଷଙ୍କ କ୍ଷେତ୍ରରେ ଏହା ସମ୍ଭବ ନ ଥିବା ବେଳେ ପଶୁ ଓ…

ଆଗକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ପାରିକରିବେ ଭୋଳାଶଙ୍କର ୨’ : ଅଡିଓ ଲୋକାର୍ପିତ

ଭୁବନେଶ୍ୱର: ଆଗକୁ ଆସୁଛି ଭିନ୍ନ ସ୍ୱାଦର ଓଡ଼ିଆ ଫିଲ୍ମ ‘ପାରିକରିବେ ଭୋଳାଶଙ୍କର ୨’ । ଏହି ଫିଲ୍ମରେ ଲିପିକା ସେନାପତି ନାୟିକା ଭୂମିକାରେ ଅଭିନୟ କରୁଥିବାବେଳେ ନାୟକ ଭୂମିକାରେ ଅଛନ୍ତି ଅଭିନେତା ରାକେଶ ଦେଓ । ମୃତ୍ୟୁଞ୍ଜୟ ସାହୁ ଓ ସୁନିଲ କୁମାର ପଟ୍ଟନାୟକଙ୍କ ପ୍ରଯୋଜନାରେ ଏହି ଫିଲ୍ମ ର…

ଅଜବ ରୀତିନୀତି ଯୋଗୁ ରାଗିଯାଇ ବର ପଳାଇଲା: ବର ମୁହଁରେ ଲଗାଇଥିଲେ ପାଉଡ଼ର,ଲିପ୍‌ଷ୍ଟିକ୍‌, କଜଳ

ଆମ ଦେଶରେ ବିବାହକୁ ନେଇ ଭିନ୍ନ ଭିନ୍ନ ରୀତିନୀତି ପାଳନ କରାଯାଏ । କେଉଁଠି ଏମିତି କିଛି ରୀତିନୀତି ଅଛି, ଯାହାକୁ ଦେଖିବାକୁ ମଜା ଲାଗେ । ଏବେ ଏମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯେଉଁଠି ବିବାହ ସମୟରେ ଅଜବ ରୀତିନୀତି ପାଳନ ଯୋଗୁ ବର ରାଗିଯାଇ ବିବାହ ମଣ୍ଡପରୁ ଉଠି ପଳାଇଛି । ବିବାହ…

ଭଉଣୀ ଖୁସିଙ୍କ ସହ ତିରୁମାଳା ବାଲାଜୀ ମନ୍ଦିରରେ ପୂଜାର୍ଚ୍ଚନା କଲେ ଜାହ୍ନବୀ

ମୁମ୍ବାଇ: ବଲିଉଡ ଅଭିନେତ୍ରୀ ଜାହ୍ନବୀ କପୁର ନିଜର ଅଭିନୟ ପାଇଁ ବେଶ୍ ଲୋକପ୍ରିୟ ହୋଇପାରିଛନ୍ତି । ସୋମବାର ଜାହ୍ନବୀ ତାଙ୍କ ସାନ ଭଉଣୀ ଖୁସିଙ୍କ ସହ ଆନ୍ଧ୍ରପ୍ରଦେଶର ତିରୁମାଳା ବାଲାଜୀ ମନ୍ଦିର ପରିଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଉଭୟ ତେଲୁଗୁ ପୋଷାକରେ ନଜର ଆସିଥିଲେ । …

ତାଞ୍ଜାନିଆ ଭାଇ ଭଉଣୀ ଗାଇଲେ ‘ବନ୍ଦେ ଉତ୍କଳ ଜନନୀ’

ଭୁବନେଶ୍ୱର: ତାଞ୍ଜାନିଆର କିଲି ପଲ ଓ ତାଙ୍କ ଭଉଣୀ ନୀମା ପଲ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚିତ । ଏବେ ଏହି ଭାଇଭଉଣୀ ଉତ୍କଳ ଦିବସରେ ଓଡ଼ିଶାର ରାଜ୍ୟ ସଙ୍ଗୀତ ‘ବନ୍ଦେ ଉତ୍କଳ ଜନନୀ’ ଗାଇ ଚର୍ଚ୍ଚାକୁ ଆସିଛନ୍ତି । ଏହା ସୋସିଆଲ ମିଡ଼ିଆରେ ବେଶ୍ ଭାଇରାଲ ହେବାରେ ଲାଗିଛି । ଏହି ଗୀତ ଗାଇ ସେମାନେ…

ଫିଲ୍ମ ଦେଖିବାକୁ ମାଲିକ ସହ କୁକୁର ଯାଉଛନ୍ତି ହଲ

ଚୀନ: ଅନେକଙ୍କର ବିଭିନ୍ନ ପ୍ରଜାତିର କୁକୁର ପାଳିବା ଖୁବ୍ ସଉକ ଥାଏ । କାରଣ ସବୁ ପ୍ରାଣୀଙ୍କଠାରୁ କୁକୁର ସବୁଠାରୁ ବେଶୀ ବିଶ୍ୱସ୍ଥ ବୋଲି ଲୋକଙ୍କ ଧାରଣା । ସେମାନେ ମଧ୍ୟ ମାଲିକଙ୍କ ପ୍ରତି ଭାବପ୍ରବଣ ହୋଇଥାନ୍ତି । ଏହାର ଅନେକ କାହାଣୀ ଆମେ ଫିଲ୍ମରେ ବି ଦେଖିଛନ୍ତି । ପଡୋଶୀ ଦେଶ ଚୀନ୍‌ରେ…