Latest Odisha News

BREAKING NEWS

ମୋଟି ଝିଅକୁ ପସନ୍ଦ କରନ୍ତି ଯୁବକ

ଓଡ଼ିଶା ସମ୍ବାଦ ବ୍ୟୁରୋ: ସାଧାରଣତଃ ଅଧିକାଂଶ ଯୁବକଙ୍କର ସ୍ୱପ୍ନ ଥାଏ, ସେମାନେ ଯାହାକୁ ଜୀବନସାଥୀ କରିବେ ସେ ପତଳା ଓ ସୁନ୍ଦରୀ ଝିଅଟିଏ ହୋଇଥିବା ଦରକାର । ଏମିତି କି ଅନେକ ସ୍ଥାନରେ ମୋଟି ଝିଅକୁ ବିବାହ କରିବାକୁ ପୁଅମାନେ ନାପସନ୍ଦ କରିଥାନ୍ତି । ହେଲେ ଏମିତି ଏକ ଅଞ୍ଚଳ ଅଛି ଯେଉଁଠି…

ଅଜବ ଶିଶୁ, ଦେହ ପଥର ଭଳି ଟାଣ

ଚେହେରା ଶିଶୁ ଭଳି, ହେଲେ ପାଖରୁ ଦେଖିଲେ ଚେହେରା ପଛରେ ଥିବା ବାସ୍ତବତା ଅତ୍ୟନ୍ତ କଷ୍ଟଦାୟକ । ପୁରା ଦେହ ପଥର ଭଳି ଟାଣ । ଯେତେ ଔଷଧ ସେବନ କଲେ ବି ସେ ପଥରର ଚେହେରାରେ ପରିବର୍ତନ ଆସୁନାହିଁ । ଏମିତି ଏକ ଅଜବ ଶିଶୁ ହେଉଛି ମହେନ୍ଦି ହସନ । ବାଙ୍ଗଲାଦେଶର ଦୋନା ସେନାନଗରରେ ରୁହନ୍ତି…

୭.୩ କିଲୋର ଶିଶୁ ଜନ୍ମ

ସାଧାରଣତଃ ଏକ ସୁସ୍ଥ ସବଳ ଶିଶୁ ଜନ୍ମ ଦେବା ପାଇଁ ପ୍ରତ୍ୟେକ ବାପାମାଆ ସବୁ ପ୍ରକାର ଚେଷ୍ଟା କରିଥାନ୍ତି । ହେଲେ ବ୍ରାଜିଲରେ ଏମିତି ଏକ ଶିଶୁ ଜନ୍ମ ହୋଇଛି, ଯାହାକୁ ନେଇ ଏବେ ଚାରିଆଡ଼େ ଚର୍ଚ୍ଚା । ଶୁଣିଲେ ଆଶ୍ଚର୍ଯ୍ୟ ହେବେ ଯେ, ଏହି ନବଜାତ ଶିଶୁର ଓଜନ ୭ କିଲୋ ୩ ଶହ ଗ୍ରାମ । ଦୁନିଆର…

ଏମିତି ସ୍କୁଲ ଯେଉଁଠି ଜଣେ ଛାତ୍ରକୁ ଜଣେ ଶିକ୍ଷକ

ସରକାରୀ ଶିକ୍ଷା ବ୍ୟବସ୍ଥାକୁ ନେଇ ଉଭୟ ରାଜ୍ୟ ଓ କେନ୍ଦ୍ର ସରକାର ଅନେକ ଯୋଜନା କରୁଛନ୍ତି । ସ୍କୁଲ ପ୍ରତି ଛାତ୍ରଛାତ୍ରୀଙ୍କୁ ଆକୃଷ୍ଟ କରିବା ପାଇଁ ସରକାରୀସ୍ତରରେ ଅନେକ ବ୍ୟୟ ଅଟକଳ ମଧ୍ୟ କରାଯାଉଛି । ମଧ୍ୟାହ୍ନଭୋଜନଠାରୁ ଆରମ୍ଭ କରି ସ୍କୁଲ ୟୁନିଫର୍ମ, ଜୋତା, ମୋଜା, ପାଠ୍ୟସାମଗ୍ରୀ ଆଦି…

ଜେସିବିରେ କନିଆ ଘର ଗଲା ବର

ଆଜିକାଲି ବିବାହ କରିବାକୁ ବର କାର, ହାତୀ, ଘୋଡ଼ାଗାଡ଼ି, ବାଇକ୍‌, ହେଲିକପ୍ଟରରେ ଆସୁଥିବା ଦେଖିଥିବେ । ଏବେ ପୁଣି ଫେଶନ ହେଲାଣି ପାଲିଙ୍କିରେ ପୁରୁଣା ଢଙ୍ଗରେ କନିଆ ଘର ଯାଉଛି ବର । କିନ୍ତୁ ଜଣେ ବର ଜେସିବିରେ ବସି ବିବାହ କରିବାକୁ ଆସିଛନ୍ତି, ଯାହା ଏବେ ସୋସିଆଲ ମିଡ଼ିଆରେ ଖୁବ୍ ଚର୍ଚ୍ଚା ।…

ବିଶ୍ୱର ସବୁଠୁ ବଡ଼ ଅଣ୍ଡରୱାଟର ସାଇକେଲ ପାର୍କିଂ

ବିଶ୍ୱର ବଡ଼ ବଡ଼ ଦେଶଗୁଡ଼ିକରେ ନାମିଦାମୀ ଗାଡ଼ି ଚଢିବା ଅନେକ ଲୋକଙ୍କ ସଉକ । କିନ୍ତୁ ଆମଷ୍ଟରଡାମ ଏପରି ଏକ ସହର, ଯେଉଁଠାରେ ଲୋକେ ଯାତାୟାତ ପାଇଁ ସାଇକେଲର ବ୍ୟବହାର ବହୁଳ ମାତ୍ରାରେ କରିଥାନ୍ତି । ଏହାର କାରଣ ହେଲା ଲୋକ ସଂସ୍କୃତି । ନିଜ ପରିବେଶକୁ ସୁରକ୍ଷିତ ରଖିବା ପାଇଁ ଏଠାରେ ବହୁ…

ହାତ ଗୋଡ଼ ନ ଥାଇ ବି ମଡ଼େଲ

ଓଡ଼ିଶା ସମ୍ବାଦ ବ୍ୟୁରୋ: ଆମ ଭିତରେ ଏମିତି ଅନେକ ଅଛନ୍ତି, ଯେଉଁମାନେ ନିଜ ଭିତରେ ଥିବା ଛୋଟ ଛୋଟ ଅଭାବକୁ ନେଇ ଭାଗ୍ୟ ଓ ଭଗବାନଙ୍କୁ ଦୋଷ ଦେଇଥାନ୍ତି । କଥା କଥାକେ ନିଜର ଅକ୍ଷମତା ବା ଅସର୍ମଥତାକୁ ନିନ୍ଦି ଥାନ୍ତି । ହେଲେ ଆଉ ଏମିତି ବି ଅନେକ ଅଛନ୍ତି ଯେଉଁମାନେ ନିଜର ଅକ୍ଷମତାକୁ…

ରାମ୍ପରେ ଜଲୱା ଦେଖାଇଲେ ଦିବ୍ୟାଙ୍ଗ

ଭୁବନେଶ୍ୱର : ରାମ୍ପରେ ଚାଲିଲେ ଦିବ୍ୟାଙ୍ଗ । ବାଣ୍ଟିଲେ ସଚେତନତାର ବାର୍ତ୍ତା । ରବିବାର ସନ୍ଧ୍ୟାରେ ଏମିତି ଏକ କାର୍ଯ୍ୟକ୍ରମ ଦେଖିବାକୁ ମିଳିଥିଲା ଭୁବନେଶ୍ୱର ସ୍ଥିତ ଗଲ୍‌ଫ୍ କ୍ଲବ୍‌ରେ । ମୁଖ୍ୟତଃ ସମାଜର ମୁଖ୍ୟସ୍ରୋତରେ ଦିବ୍ୟାଙ୍ଗକୁ ସାମିଲ କରିବା ଓ ସେମାନଙ୍କ ମନୋବଳ ବୃଦ୍ଧି କରିବା…

ନ ଦେଖିଲେ ବିଶ୍ୱାସ ହେବନି, ନଈର ପାଣି ଠିକ୍ କାଚ ଭଳି ସ୍ୱଚ୍ଛ

ଭାରତ ଏପରି ଏକ ଦେଶ ଯେଉଁଠାରେ ପାଣିପାଗ ଅନୁସାରେ ପରିବେଶକୁ ଉପଭୋଗ କରିହେବ । ଯେତେବେଳେ ଦକ୍ଷିଣରେ ଗରମ ଅନୁଭୂତ ହୁଏ ସେତେବେଳେ ପାହାଡ଼ିଆ ଅଞ୍ଚଳରେ ଶୀତକୁ ନେଇ ଖୁବ୍ ମଜା ଅନୁଭବ ହୁଏ । ଭାରତୀୟ ସଂସ୍କୃତି ଏବଂ ବାର ମାସରେ ତେର ପର୍ବ କାରଣରୁ ଭାରତରେ ବହୁ ବିଦେଶୀ ପର୍ଯ୍ୟଟକ ଡ଼େରା…

୨୫ ବରକନ୍ୟା ଯୋଡ଼ିଙ୍କ ସାମୂହିକ ବିବାହ

ଭୁବନେଶ୍ୱର: ରାତିରୁ ପ୍ରସ୍ତୁତ ହୋଇସାରିଥିଲା ବେଦୀ । ସକାଳ ହେବାକ୍ଷଣି ସଜେଇ ହୋଇଥିଲେ କନ୍ୟା । ଗୋଟିଏ କି ଦୁଇଟି ନୁହେଁ ଏକାଥରେ ୨୫ ଜଣ କନ୍ୟା । ଅପେକ୍ଷା ଥିଲା କେତେବେଳେ ପହଞ୍ଚିବ ବର । ମଧ୍ୟାହ୍ନରେ ବରଯାତ୍ରୀ ସହ ରୋଷଣୀରେ ଆସି ପହଞ୍ଚିଲେ ଏକାଥରେ ୨୫ ବର । ଏହା ପରେ ଆରମ୍ଭ ହେଲା…