‘ଡେଲିଭରୀ ବୟ” ଙ୍କ କାହାଣୀକୁ ନେଇ ନିର୍ମାଣ ହେଲା ଚଳଚ୍ଚିତ୍ର
ଭୁବନେଶ୍ୱର:ଏବେ ସବୁକିଛି ଅନ୍ଲାଇନ୍ରେ ଉପଲବ୍ଧ । ଯେ କୌଣସି ଜିନିଷ ଅନ୍ଲାଇନ୍ରେ ମଗାଇବା ପରେ କମ୍ପାନୀରୁ ଗ୍ରାହକଙ୍କ ପାଖରେ ପହଞ୍ଚାଇବା ପାଇଁ ଡେଲିଭରି ବୟ ହିଁ ଏକମାତ୍ର ମାଧ୍ୟମ । ହେଲେ ଠିକ୍ ସମୟରେ, ଠିକ୍ ବ୍ୟକ୍ତି ପାଖରେ ଏବଂ ଠିକ୍ ଠିକଣାରେ ଜିନିଷ ପହଞ୍ଚାଇବାକୁ ହେଲେ ଡେଲିଭରି…