Latest Odisha News

BREAKING NEWS

ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ନଦୀରେ ବୁଡ଼ିଗଲେ ୨ ଯୁବକ, ଜଣେ ମୃତ , ଜଣେ ଗୁରୁତର

ଯାଜପୁର: ଯାଜପୁର ଜିଲା ବରୀ ବ୍ଲକ ତିନିମୁହାଣୀ ବ୍ରାହ୍ମଣୀ ନଦୀରେ ଶୁକ୍ରବାର ସରସ୍ୱତୀ ମୂର୍ତ୍ତି ବିସର୍ଜନ ବେଳେ ୨ ଜଣ ଯୁବକ ବୁଡ଼ିଯାଇଥିଲେ । ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଅଛନ୍ତି । ମୃତ ଯୁବକ ଜଣକ ହେଲେ ରଜତ କୁମାର ସାହୁ । ଉଭୟଙ୍କ ଘର ବରୀ ଦରଘା…

୪୫ ବର୍ଷରୁ ଅଧିକ ହେଲାଣି ଗାଁରେ ପଶିନି ରସୁଣ, ପିଆଜ

ପିଆଜ ଓ ରସୁଣର ମୂଲ୍ୟ ବୃଦ୍ଧି ଏବଂ ହ୍ରାସ ନେଇ ସବୁବେଳେ ଚର୍ଚ୍ଚା । କୁହାଯାଏ, ଗରିବଙ୍କ ଘରେ ପ୍ରତ୍ୟେକ ଦିନ ପିଆଜ ଦରକାର ପଡ଼ିଥାଏ । ପିଆଜ ଓ ରସୁଣ ଖାଇଲେ ଶରୀରରେ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିଥାଏ । ତଥାପି ଏମିତି ଏକ ଗାଁ ଅଛି ଯେଉଁଠି ବର୍ଷ କି ଦୁଇ ବର୍ଷ ନୁହେଁ ୪୫ ବର୍ଷରୁ ଅଧିକ…

ଗଛରେ ଲାଇବ୍ରେରୀ

ଗଛ ଉପରେ ତିଆରି ହୋଇଛି ସୁନ୍ଦର ଲାଇବ୍ରେରୀ । ଆଉ ସେଠାକୁ ପାଠକୀୟ ରୁଚି ରଖୁଥିବା ଲୋକମାନେ ମଧ୍ୟ ପଢିବାକୁ ଆସୁଛନ୍ତି । ଏହା ପଡିଲେ ଯେ କେହି ଆଶ୍ଚର୍ଯ୍ୟ ହୋଇଯିବ ନିଶ୍ଚୟ । ଏମିତି ଏକ ଅଜବ ଲାଇବ୍ରେରୀ ରହିଛି ଆମେରିକାରେ । କୌଣସି ଘର ଭିତରେ ନୁହେଁ, ଘର ବାହାରେ ଶୁଖିଲା ଗଛରେ ରହିଛି…

ଅନୁ କପୁର ଅସୁସ୍ଥ: ହସପିଟାଲରେ ଭର୍ତ୍ତି

ମୁମ୍ବାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତା ତଥା ଆଙ୍କର ଅନୁ କପୁର ଅସୁସ୍ଥ । ଗୁରୁବାର ସକାଳେ ସେ ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ପରିବାର ଲୋକ ସଙ୍ଗେ ସଙ୍ଗେ ତାଙ୍କୁ ଗଙ୍ଗା ରାମ ହସ୍ପିଟାଲରେ ଭର୍ତ୍ତି କରିଥିଲେ । ଏବେ ତାଙ୍କ ଅବସ୍ଥା ସ୍ଥିର ଥିବା ଡ଼ାକ୍ତର ଅଜୟ ସ୍ୱରୂପ…

ବାଇକ୍ ପଛକୁ ଧକ୍କା ଦେଲା ଟ୍ରଲର, ସ୍ତ୍ରୀ ମୃତ,ସ୍ୱାମୀ ଗୁରୁତର

ଝାରସୁଗୁଡ଼ା: ଆଜି ଝାରସୁଗୁଡ଼ା ଜିଲ୍ଲା ବଡ଼ମାଲ ଥାନା ଅନ୍ତର୍ଗତ ସା ପଡ଼ା ଛକଠାରେ ଏକ ଟ୍ରଲର ବାଇକ୍‌କୁ ଧକ୍କା ଦେବାରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଆହତ ହୋଇଛନ୍ତି । ଖବରପାଇ ବଡ଼ମାଲ ପୋଲିସ ଘଟଣାସ୍ଥଳରେ ପହଞ୍ôଚ ମୃତଦେହକୁ ଜବତ କରି ବ୍ୟବଚ୍ଛେଦ ପାଇଁ ପଠାଇଛି । ଆଜି ସମ୍ବଲପୁର…

ଘରୁ ଟାଣି ଆଣି କଚାଡ଼ି ମାରିଲା ହାତୀ

ଖୋର୍ଦ୍ଧା: ନୟାଗଡ଼ ଜିଲା ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ଜଣେ ଯୁବକଙ୍କୁ ଘରୁ ଟାଣି ନେଇ କଚାଡ଼ି ମାରିଲା ହାତୀ । ମୃତ ଯୁବକଜଣକ ହେଲେ ଟାଙ୍ଗୀ ବନାଞ୍ଚଳ ରେଞ୍ଜ ଅଧୀନ ରଣ୍ଡା ଗ୍ରାମର ଦିଲ୍ଲୀପ ଜେନା । ଟାଙ୍ଗୀ ବନାଞ୍ଚଳ ରେଞ୍ଜରେ ହାତୀ ଉତ୍ପାତ କରୁଥିବାରୁ ଲୋକେ ଘରେ ତାଟି କବାଟ ପକାଇ ରହିଛନ୍ତି ।…

ମୃତ୍ୟୁର ୧୭ ବର୍ଷ ପରେ ଧୁମ୍‌ଧାମ୍‌ରେ ପାଳିତ ହେଲା ବିବାହ

ନୂଆଦିଲ୍ଲୀ: ବାଜା ବାଜୁଥିଲା । ନାଚଗୀତ ମଧ୍ୟ ହେଉଥିଲା । ବରବେଶରେ ସଜ୍ଜେଇ ମଧ୍ୟ ହୋଇଥିଲେ ବର । ଠିକ୍ ସମୟରେ ମଣ୍ଡପରେ ପହଞ୍ôଚଥିଲେ ବର ସହ ବରଯାତ୍ରୀ । ସେଠାରେ କନ୍ୟା ଘର ପକ୍ଷରୁ ବରକୁ ସ୍ୱାଗତ ମଧ୍ୟ କରାଗଲା । ହେଲେ ବର ବଦଳରେ ଥିଲା ବରଙ୍କ ଫଟୋ ଚିତ୍ର । ଏମିତି ଏକ ଅଜବ ବିବାହ ଉତ୍ସବ…

ହାତ ଘଣ୍ଟାରେ ଖଞ୍ଜା ଯାଇଛି ୧୭,୫୨୪ଟି ହୀରା: ଗିନିଜ୍ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ

ନୂଆଦିଲ୍ଲୀ: ଦୃଢ ଇଛାଶକ୍ତି ଥିଲେ ସବୁକିଛି ସମ୍ଭବ । ଏମିତି ଜଣେ ଯୁବକ ହୀରାରେ ଏକ ହାତଘଣ୍ଟା ତିଆରି କରି ନିଜ ନାମକୁ ଗିନିଜ୍ ବୁକ୍ ଅଫ ୱାର୍ଲ୍ଡ ରେକର୍ଡ଼ରେ ସ୍ଥାନିତ କରିପାରିଛନ୍ତି । ସେ ଯେଉଁ ଘଣ୍ଟା ତିଆରି କରିଛନ୍ତି, ତାହା ଦେଖିବାକୁ କୌଣସି ଅଳଙ୍କାରଠାରୁ ବି କମ୍ ନୁହେଁ । ମିରଟରେ…

ମାଲିକ ଟଙ୍କା ନ ଦେବାରୁ ରୋଷେଇ ଘରେ ବିଷାକ୍ତ ଅସରପା ଛାଡ଼ିଲେ ରୋଷେୟା: ଭୋଗିଲେ ୧୭ ମାସ ଜେଲ ଦଣ୍ଡ

କଥାରେ ଅଛି କ୍ରୋଧ ମଣିଷର ବଡ଼ ଶତ୍ରୁ । ରାଗିଥିବା ସମୟରେ ମଣିଷ ତାର ବୁଦ୍ଧି, ବିବେକକୁ ହରାଇ ବସିଥାଏ । ବ୍ରିଟେନର ଜଣେ ରୋଷେୟା ତାଙ୍କ କ୍ରୋଧକୁ ନିୟନ୍ତ୍ରଣ କରି ନ ଏମିତି କିଛି କାରନାମା କରିଛନ୍ତି ଯେଉଁଥିପାଇଁ ତାଙ୍କୁ ୧୭ ମାସ ଜେଲ ଦଣ୍ଡ ଭୋଗିବାକୁ ପଡ଼ିଛି । ଏଭଳି ଏକ ରୋଚକ ଘଟଣା ଘଟିଛି…

ବେକରେ ମାଆଙ୍କ ମଙ୍ଗଳସୂତ୍ର ପିନ୍ଧନ୍ତି ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍

ମୁମ୍ବାଇ: ୯୦ ଦଶକର ପ୍ରସିଦ୍ଧ ଗାୟକ ପାଲାଶ୍ ସେନ୍‌ଙ୍କୁ ଲୋକେ ଏବେ ବି ମନେ ରଖିଛନ୍ତି । ‘କଭି ଆନା ତୁ ମେରୀ ଗଲି' ଏବଂ ‘ମାଏରୀ' ପରି ସୁପରହିଟ୍ ଗୀତରେ ଦର୍ଶକଙ୍କ ହୃଦୟ ଜିତିଥିଲେ ପାଲାଶ୍ । ଆଜି ବି ତାଙ୍କ ପ୍ରଶଂସକଙ୍କ ସଂଖ୍ୟା କମ୍ ନୁହେଁ । ଏକ ବିଶେଷ କାରଣ ପାଇଁ ସେ ଏବେ ବେଶ୍ ପରିଚିତ…