Latest Odisha News

BREAKING NEWS

ପ୍ରେକ୍ଷାଳୟରେ ୫୦ ଦିନରେ ପହଞ୍ଚିଲା ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା’

ଭୁବନେଶ୍ୱର: ବହୁଦିନ ପରେ ଓଡିଶାରେ ଓଡ଼ିଆ ସିନେମାର ସ୍ୱର୍ଣ୍ଣୀମ ଯୁଗ ଫେରିଛି । ରାଜ୍ୟରେ ପୂର୍ଣ୍ଣ ପ୍ରେକ୍ଷାଳୟ ସହ ୫୦ ଦିନ ସମ୍ପୂର୍ଣ୍ଣ କରିଛି ସୁପରହିଟ୍ ଓଡ଼ିଆ ଚଳଚ୍ଚିତ୍ର ‘ପ୍ରତୀକ୍ଷା\' । ଦୀର୍ଘ ଦିନର ବ୍ୟବଧାନ ପରେ ଏହି ଚଳଚ୍ଚିତ୍ର ସାରା ରାଜ୍ୟରେ ଦର୍ଶକଙ୍କୁ ପ୍ରେକ୍ଷାଳୟ ମୁହାଁ…

ଟ୍ରକ ପଛରେ ପିଟିଲା ବାଇକ୍ , ଆରୋହୀ ମୃତ

ରାୟଗଡ଼ା: ରାୟଗଡା ଜିଲ୍ଲା ବିଷମକଟକ ଥାନା ଅନ୍ତର୍ଗତ ଭାତପୁର ପଞ୍ଚାୟତର ବୃନ୍ଦାବାଡ଼ି ଗ୍ରାମ ନିକଟରେ ଟ୍ରକ ପଛରେ ପିଟି ହେଲା ବାଇକ୍ । ଫଳରେ ଘଟଣାସ୍ଥଳରେ ବାଇକ୍ ଆରୋହୀଙ୍କ ମୃତ୍ୟୁ ଘଟିଛି । ମୃତ ଯୁବକଙ୍କ ପରିଚୟ ମିଳି ପାରି ନ ଥିବା ବେଳେ ତାଙ୍କ ଘର ବୃନ୍ଦାବାଡ଼ି ଗ୍ରାମର ବୋଲି ଜଣା ପଡ଼ିଛି…

ପୁଣି ପିତାତଲି ଗାଁ ଅଶାନ୍ତ; ୨ ଯୁବକଙ୍କୁ ଆକ୍ରମଣ

ଗଞ୍ଜାମ: ରବିବାର ଦୁଇ ଗୋଷ୍ଠୀ ଭିତରେ ସଂଘର୍ଷ ହେବାରୁ ଗଞ୍ଜାମ ଜିଲ୍ଲା ଚିକିଟି ବ୍ଲକ୍ ଓ ଗୋଳନ୍ଥରା ଥାନା ଅଧୀନ ପିତାତଲି ଗ୍ରାମ ଅଶାନ୍ତ ହୋଇପଡ଼ିଛି । ଫଳରେ ଦୁଇ ଜଣ ଆହତ ହୋଇଛନ୍ତି । ସେମାନେ ହେଲେ କେ. ଲୋକନାଥ ଓ କେ.ରାବଣା । ସେମାନଙ୍କୁ ଚିକିଟି ପ୍ରାଥମିକ ଚିକିତ୍ସାଳୟରେ ଭର୍ତ୍ତି…

ନକଲି ଆକ୍ୱାଗାର୍ଡ କାରଖାନା ଠାବ

କଟକ: ନକଲି ତେଲ, ଘିଅ, ମସଲା,ସସ୍‌, ଡିଟରଜେଣ୍ଟ, ଜର୍ଦ୍ଦା କାରଖାନା ଠାବ ହେବା ପରେ ଏବେ ନକଲି ଆକ୍ୱାଗାର୍ଡ କାରଖାନା ଠାବ କରିଛି ପୋଲିସ । କଟକ ବାଦାମବାଡ଼ିର ଜଗନ୍ନାଥ ଲେନ୍‌ରେ ଦୀର୍ଘ ଦିନରୁ ଚାଲିଥିବା ଏହି କାରଖାନାରୁ ନକଲି ଆକ୍ୱାଗାର୍ଡ ସହ ନକଲି ଯନ୍ତ୍ରାଂଶ ଜବତ କରିଛି । କୌଣସି…

ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି ଆରଡ଼ବ୍ଲ୍ୟୁଏସଏସ କ୍ୱାଟର୍ସ

କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରରେ କୋଟି କୋଟି ଟଙ୍କା ବ୍ୟୟରେ ନିର୍ମିତ ଆରଡ଼ବ୍ଲ୍ୟୁଏସଏସ କ୍ୱାଟର୍ସ ଓ ସେକ୍ସନ ଅଫିସ ଅସାମାଜିକ ଯୁବକଙ୍କ ଆଡ୍ଡାସ୍ଥଳୀ ପାଲଟିଛି । ଏବେ ଏହା ଅନୈତିକ କାର୍ଯ୍ୟ ଓ ଅପରାଧିକ କାର୍ଯ୍ୟ ପାଇଁ ବେଶ ଉପଯୋଗୀ ହୋଇଛି । ଏଠାରେ ଯେଉଁଆଡ଼େ ଦେଖିଲେ ମଦ…

ବଳାତ୍କାରୀଙ୍କୁ ପିଟି ପିଟି ହତ୍ୟା କଲେ ପୀଡ଼ିତା

ବାରିପଦା: ବାରିପଦା ଥାନା ଅର୍ନ୍ତଗତ ଗୁଞ୍ଜସାହି ଅଞ୍ଚଳରେ ଜଣେ ବଳାତ୍କାରୀଙ୍କୁୁ ପିଟି ିପିଟି ହତ୍ୟା କରିଛନ୍ତି ପୀଡ଼ିତା । ମୃତକ ଜଣକ ହେଲେ ମଙ୍ଗଲ ମୁର୍ମୁ । ସେ ଗତ ୧୫ ତାରିଖରେ ସ୍ଥାନୀୟ ଅଞ୍ଚଳର ଜଣେ ମହିଳାଙ୍କୁ ବଳାତ୍କାର କରିଥିଲେ । ଏହାପରେ ପୀଡ଼ିତା ମଙ୍ଗଲକୁ ପିଟିପିଟି ହତ୍ୟା…

ଦୋକାନ ଉପରକୁ ବୋମାମାଡ଼,ଦୋକାନୀ ଆହତ

ଯାଜପୁର: ଯାଜପୁର ଜିଲ୍ଲା ବରୀ ଥାନା ଅନ୍ତର୍ଗତ ଚମ୍ପାପୁରଠାରେ ଥିବା ଏକ ଦୋକାନ ଉପରକୁ ବୋମାମାଡ଼ ହୋଇଛି । ଫଳରେ ଦୋକାନୀ ଗୁରୁତର ଆହତ ହୋଇଛନ୍ତି । ଦୁଇ ଜଣ ଦୁର୍ବୃତ୍ତ ବାଇ ରେ ଆସି ଚମ୍ପାପୁରଠାରେ ଥିବା ଗୋପାଳନାଥଙ୍କ ଭେରାଇଟି ଷ୍ଟୋର ଉପରକୁ ଦୁଇଟି ବୋମା ପକାଇ ଫେରାର ହୋଇଯାଇଥିଲେ ।…

୧୫ ବର୍ଷ ପରେ ଘରକୁ ଫେରିଲା ହଜିଲା ପୁଅ

ସୁବର୍ଣ୍ଣପୁର: ବାଜୁଛି ବାଜା । ତାଳେ ତାଳେ ନାଚୁଛନ୍ତି ଲୋକେ । ଆଉ ସେମାନଙ୍କ ଭିତରେ ବେକରେ ଫୁଳମାଳ ପକାଇ ପ୍ରତ୍ୟେକ ଲୋକଙ୍କୁ ଜୁହାର କରି ଆଗକୁ ଚାଲିଛନ୍ତି ଜଣେ ଯୁବକ । ଏହା କୌଣସି ନିର୍ବାଚନୀ ପ୍ରଚାର ନୁହେଁ ବା ସେ ନେତା ନୁହଁନ୍ତି । ଦିର୍ଘ ୧୫ ବର୍ଷ ତଳେ ହଜିଯାଇଥିବା ପୁଅ ଘରକୁ…

କଳିଙ୍ଗା ଘାଟିରେ ବାଇକ୍ ଦୁର୍ଘଟଣାଗ୍ରସ୍ତ; ଜଣେ ମୃତ

ଫୁଲବାଣୀ: ଆଜି ସନ୍ଧ୍ୟାରେ କଳିଙ୍ଗା ଘାଟିରେ ଏକ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଫଳରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ହୋଇଛନ୍ତି । ସନ୍ଧ୍ୟାରେ ଦୁଇ ଜଣ ଯୁବକ ଏକ ବାଇକ୍‌ରେ କଳିଙ୍ଗାରୁ ଭଞ୍ଜନଗର ଅଭିମୁଖେ ଯାଉଥିଲେ । ଅନ୍ଧାରକୋଟ ନିକଟରେ ବାଇକ୍‌ଟି ରାସ୍ତା ପାର୍ଶ୍ୱ…

ରଥ ନିର୍ମାଣ ପାଇଁ ପୁରୀରେ ପହଞ୍ଚିଲା ପ୍ରଥମ କାଠ

ପୁରୀ: ଆସନ୍ତା ରଥ ନିର୍ମାଣ ପାଇଁ ଶନିବାର ପୁରୀରେ ପ୍ରଥମ ପର୍ଯ୍ୟାୟ କାଠ ପହଞ୍ôଚଛି । ନୟାଗଡର ଦଶପଲ୍ଲା ରେଞ୍ଜରୁ ଆସିଛି ଏହି କାଠ । ୩ଟି ଟ୍ରକ୍‌ରେ ୧୦୪ ଟି କାଠ ଆସିଛି । ୧୨ ଫୁଟ୍ ଓ ୨୦ ଫୁଟ୍‌ର ଅସନ ଓ ଧଉରା କାଠ ଆସିଛି । ଏଥିରୁ ୩ ଟି ଧଉରା କାଠ ଆସନ୍ତା ସରସ୍ୱତୀ ପୂଜାରେ ରଥଖଳାରେ…