ପୋଲିସ କବ୍ଜାରେ ବ୍ରାଉନ ସୁଗାର ବେପାରୀ : ମାଆ ପରେ ପୁଅ ଗିରଫ
କାମାକ୍ଷନଗର: ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗର ପୋଲିସ ପୂର୍ବରୁ ବ୍ରାଉନ ସୁଗାର କାରବାର ଘଟଣାରେ ଜଣେ ମହିଳାଙ୍କୁ ଗିରଫ କରିଥିଲା । ଏବେ ତାଙ୍କ ପୁଅକୁ ଗିରଫ କରିଛି । ସ୍ଥାନୀୟ କଲେଜ ପାଖରୁ ତାଙ୍କୁ ଧରିଛି । ତାଙ୍କ ନିକଟରୁ ୨୪ ଗ୍ରାମ ୩୫୦ ମିଲିଗ୍ରାମର ବ୍ରାଉନ ସୁଗାର, ଗୋଟିଏ ବାଇକ,…