Latest Odisha News

BREAKING NEWS

ରଜନୀକାନ୍ତ କଲେ ଭବିଷ୍ୟବାଣୀ: ବିଶ୍ୱକପ୍ ଜିତିବ ଭାରତ

ମୁମ୍ବାଇ: ବୁଧବାର ୱାଙ୍ଖ୍‌ଡେ ଷ୍ଟାଡିୟମ୍‌ରେ ରନ୍ ଝଡ଼ ଭିତରେ ନ୍ୟୁଜିଲାଣ୍ଡ୍‌କୁ ବୁଡ଼ାଇ ଦେଇ ମ୍ୟାଚ୍ ଜିତିଛି ଭାରତ । ଏବେ ସମସ୍ତେ ଉତ୍ସାହର ସହିତ ନଭେମ୍ବର ୧୯ ତାରିଖକୁ ଅପେକ୍ଷା କରିଛନ୍ତି । କାରଣ ଏହି ଦିନ ଅପରାହ୍ନ ୨ଟାରେ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ବିଶ୍ୱକପ-୨୦୨୩ ର…

ଖେଳନା ଘୋଡ଼ାରେ ବସି ବିବାହ କରିବାକୁ ଆସିଲେ ବର

ସାଧାରଣତଃ ଅଧିକାଂଶ ଲୋକ ନିଜ ବିବାହକୁ ସ୍ୱତନ୍ତ୍ର କରିବାକୁ ଚାହାଁନ୍ତି । ଏହାକୁ ସ୍ମରଣୀୟ କରିବା ପାଇଁ ବିଭିନ୍ନ ଉପାୟ ଆପଣାଇଥାନ୍ତି । ସେ ସାଜ୍ଜସଜ୍ଜା ହେଉ ବା ମେକ୍‌ଅପ୍‌, ବା ଭୋଜି ସବୁକିଛି ନୂଆ କରିବାକୁ ଚାହାଁନ୍ତି ସସସ୍ତେ । ସେହିପରି ବିବାହ ସମୟରେ ବର କାର, ଘୋଡ଼ାଗାଡ଼ି, ଟ୍ରକ୍‌,…

ସୋନମଙ୍କ ପାର୍ଟିରେ ଫୁଟବଲ ତାରକା ଡେଭିଡ୍ ବେକ୍‌ହାମ୍‌

ମୁମ୍ବାଇ: ମୁମ୍ବାଇ ଗସ୍ତରେ ଆସିଛନ୍ତି ଆନ୍ତର୍ଜାତିକ କିଂବଦନ୍ତି ଫୁଟ୍‌ବଲ୍ ତାରକା ଡେଭିଡ୍ ବେକହାମ୍ । ସେ ଅଭିନେତ୍ରୀ ସୋନମ କପୁରଙ୍କ ଘରେ ଅତିଥି ଭାବେ ଯୋଗ ଦେଇଥିଲେ । ଦୀପାବଳି ପର୍ବ ଅବସରରେ ଏକ ରାତ୍ରିଭୋଜନରେ ଆପ୍ୟାୟିତ କରିବା ଲାଗି ଅଭିନେତ୍ରୀ ସୋନମ ଓ ତାଙ୍କ ଉଦ୍ୟୋଗୀ ସ୍ୱାମୀ…

ରାଜସ୍ଥାନରେ ନିର୍ବାଚନ ଲଢ଼ୁଥିବା ଏହି ପ୍ରାର୍ଥୀମାନଙ୍କର ରହିଛନ୍ତି ୨ଜଣ ଲେଖାଏଁ ସ୍ତ୍ରୀ

ନୂଆଦିଲ୍ଲୀ: ରାଜସ୍ଥାନରେ ବିଧାନସଭା ନିର୍ବାଚନ ନେଇ ମାହୋଲ ପୂରା ସରଗରମ ରହିଛି । ଏଭଳି ସମୟରେ କିଛି ରୋଚକ ଘଟଣା ବି ସାମ୍ନାକୁ ଆସିଛି । ରାଜ୍ୟର ମେୱାଡ-ବାଗଡ଼ ଅଞ୍ଚଳର ୨୮ଟିରୁ ୬ଟି ଏଭଳି ନିର୍ବାଚନ ମଣ୍ଡଳୀ ରହିଛି, ଯେଉଁଠି ପ୍ରତିନ୍ଦ୍ୱନ୍ଦ୍ୱିତା କରୁଥିବା ୭ଜଣ ପ୍ରାର୍ଥୀଙ୍କର ଦୁଇ ଦୁଇ ଜଣ…

ଡିପ୍‌ଫେକର ଶିକାର ହେଲେ କାଜୋଲ, ଅଭିନେତ୍ରୀଙ୍କ ଅଶ୍ଳୀଳ ଫଟୋ ଭାଇରାଲ

ମୁମ୍ବାଇ: ସାଉଥ୍ ଅଭିନେତ୍ରୀ ରଶ୍ମିକା ମନ୍ଦାନା , ବଲିଉଡ଼ ଅଭିନେତ୍ରୀ କ୍ୟାଟ୍ରିନା କୈଫ ଏବଂ ସଚିନ ତେନ୍ଦୁଲକରଙ୍କ ଝିଅ ସାରା ତେନ୍ଦୁଲକର ପରେ ଏବେ ଡିପ୍‌?ଫେକ୍ ଟେକ୍ନୋଲୋଜିର ଶିକାର ହୋଇଛନ୍ତି ଅଭିନେତ୍ରୀ କାଜୋଲ । କାଜୋଲଙ୍କ ଏକ ନକଲି ଭିଡ଼ିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।…

ଐଶ୍ୱର୍ଯ୍ୟାଙ୍କ ପରେ ନିନା ଗୁପ୍ତାଙ୍କୁ ଥଟ୍ଟା କଲେ ପାକ କ୍ରିକେଟର

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ ଐଶ୍ୱର୍ଯ୍ୟା ରାଏଙ୍କୁ ପାକିସ୍ତାନର ପୂର୍ବତନ କ୍ରିକେଟର ଥଟ୍ଟା କରିବା ପରେ ଏବେ ପୁଣି ଜଣେ ଅଭିନେତ୍ରୀଙ୍କୁ ଥଟ୍ଟା କରିଛନ୍ତି ପାକ୍ କ୍ରିକେଟର । ଏପରି ମନ୍ତବ୍ୟକୁ ନେଇ ବଲିଉଡ଼ କଳାକାରଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି । ଏହା ଏବେ ସୋସିଆଲ ମିଡ଼ିଆରେ ଖୁବ୍…

ରାଜାରାଣୀ ସଙ୍ଗୀତ ମହୋତ୍ସବ ଉଦ୍‌ଘାଟିତ: ଶାସ୍ତ୍ରୀୟ ସଙ୍ଗୀତର ମୁଚ୍ଛର୍ନାରେ ଦର୍ଶକ ବିଭୋର

ଭୁବନେଶ୍ୱର : ଆଜିଠାରୁ ଆରମ୍ଭ ହୋଇଛି ରାଜାରାଣୀ ସଙ୍ଗୀତ ମହୋତ୍ସବ । ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଓଡ଼ିଶା ସଙ୍ଗୀତ ନାଟକ ଏକାଡ଼େମୀ ଦ୍ୱାରା ଆୟୋଜିତ ଏହି ମହୋତ୍ସବ ରାଜାରାଣୀ ମନ୍ଦିର ପ୍ରାଙ୍ଗଣରେ ୩ ଦିନ ଧରି ଅନୁଷ୍ଠିତ ହେବ । ଭାରତବର୍ଷରେ ଥିବା ଶାସ୍ତ୍ରୀୟ ତଥା…

ନିଆରା ପରମ୍ପରା: ଲୋକଙ୍କ ଉପରେ ଗାଈ ଚାଲିଲେ ପୂରଣ ହୁଏ ମାନସିକ

ପ୍ରତ୍ୟେକ ସ୍ଥାନରେ ଭିନ୍ନ ଭିନ୍ନ ପରମ୍ପରା ରହିଛି । ଏହି ସବୁ ପରମ୍ପରାକୁ ବର୍ଷ ବର୍ଷ ଧରି ଲୋକେ ମାନି ଆସିଥାନ୍ତି । ତେବେ ମଧ୍ୟ ପ୍ରଦେଶର ଏମିତି ଏକ ନିଆରା ପରମ୍ପରା ରହିଛି, ଯାହାକୁ ଲୋକେ ପିଢି ପିଢି ପାଳନ କରି ଆସୁଛନ୍ତି । ଲୋକଙ୍କ ଉପରେ ଗାଈ ଚଢିଲେ ମାନସିକ ପୂରଣ ହୋଇଥାଏ ବୋଲି…

କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କଲାନି ବିମାନ

ବେଙ୍ଗାଲୁରୁ : କୁକୁର ପାଇଁ ଗୋଆର ଦୋବାଲିନ୍ ବିମାନବନ୍ଦରରେ ଯାତ୍ରୀ ହଟହଟା । କୁକୁର ଯୋଗୁ ଅନେକ ଯାତ୍ରୀ ସମସ୍ୟାର ସମ୍ମୁଖୀନ ହୋଇଛନ୍ତି । ବିମାନବନ୍ଦରରେ କୁକୁର ବାଟ ନ ଛାଡ଼ିବାରୁ ଲ୍ୟାଣ୍ଡିଂ କରି ନ ପାରି ଫେରିଗଲା ବିମାନ । ବିମାନଟି ଅବତରଣ କରୁଥିବା ବେଳେ ହଠାତ୍ ଗୋଟେ କୁକୁର ଆସିଯବାରୁ…

ଡିସେମ୍ବରରେ ପରଦାକୁ ଆସିବ ମିଥୁନଙ୍କ ‘କାବୁଲିୱାଲା’

ମୁମ୍ବାଇ: ରବୀନ୍ଦ୍ରନାଥ ଠାକୁରଙ୍କ ପ୍ରସିଦ୍ଧ କ୍ଷୁଦ୍ର ଗଳ୍ପ କାବୁଲିୱାଲାର କାହାଣୀକୁ ନେଇ ପ୍ରସ୍ତୁତ ହୋଇଛି ଫିଲ୍ମ ‘କାବୁଲିୱାଲା’ । ଏହି ଫିଲ୍ମଟି ଆସନ୍ତା ଡିସେମ୍ବରରେ ଖ୍ରୀଷ୍ଟମାସ ଅବସରରେ ପରଦାକୁ ଆସିବ । ଏସ୍‌ଭିଏଫ୍ ଏବଂ ଜିଓ ଷ୍ଟୁଡିଓ ପକ୍ଷରୁ ଫିଲ୍ମର ଅଫିସିଆଲ ପୋଷ୍ଟର ରିଲିଜ୍…