Latest Odisha News

BREAKING NEWS

ଆଣ୍ଟାର୍କଟିକାର ବରଫ ରନ୍‌ୱେରେ ଲ୍ୟାଣ୍ଡିଂ କଲା ବିମାନ

ଆଣ୍ଟାର୍କଟିକା: ଆଣ୍ଟାର୍କଟିକାର ବରଫ ରନ୍‌ୱେ ଉପରେ ଏକ ବୋଇଙ୍ଗ୍ ୭୮୭ ବିମାନ ଅବତରଣ କରିଛି । ଯାହା ଇତିହାସରେ ପ୍ରଥମ । ଏହି ତୁଷାରାଚ୍ଛନ୍ନ ମହାଦେଶରେ ବୋଇଙ୍ଗ୍ ଯାତ୍ରୀବାହୀ ବିମାନ ଅବତରଣ କରାଇବାରେ ପ୍ରଥମ ହୋଇଥିବାର ମାନ୍ୟତା ପାଇଛି ‘ନର୍ସ ଆଟ୍‌ଲାଣ୍ଟିକ୍ ଏୟାରୱେଜ୍‌’ । ତୁଷାର ଓ…

‘ଟାଇଗର-୩’ରେ ଚୁମ୍ବନ ଦୃଶ୍ୟ ରଖିବାକୁ ନିର୍ଦ୍ଦେଶକଙ୍କୁ ଅନୁରୋଧ କରିଥିଲେ ଇମ୍ରାନ ହାସମୀ

ମୁମ୍ବାଇ: ଦୀପାବଳି ଅବସରରେ ରିଲିଜ୍ ହୋଇଯାଇଛି ବଲିଉଡର ଭାଇଜାନ ସଲମାନ ଖାନଙ୍କ ଫିଲ୍ମ ଟାଇଗର-୩ । ଏହି ଫିଲ୍ମର ଟିଜର ରିଲିଜ୍ ପରଠାରୁ ଏହା ଚର୍ଚ୍ଚାରେ ରହିଥିଲା । ଏବେ ଫିଲ୍ମଟି ୨୦୦ କୋଟି ଆୟ କରି ସାରିଥିବା ବେଳେ ଫିଲ୍ମର ଖଳନାୟକ ଇମ୍ରାନ ହାସମୀଙ୍କୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି ।…

ବଜାରକୁ ଆସିଲା ଟାୱେଲ-ସ୍କର୍ଟ, ଦାମ ଜାଣିଲେ ହୋସ ଉଡ଼ିଯିବ

ବଜାରକୁ ଆସିଲା ଟାୱେଲ ସ୍କର୍ଟ । ଏହି ସ୍କର୍ଟକୁ ଲୋକେ ବି ଖୁବ୍ ପସନ୍ଦ କରୁଛନ୍ତି । ଆଉ ଏହାର ଦାମ୍ ଜାଣିଲେ ଆପଣଙ୍କ ହୋସ ଉଡ଼ିଯିବ । ବିଳାସମୟ ପୋଷାକପତ୍ର ନିର୍ମାଣ କରୁଥିବା ‘ବାଲେନ୍‌ସିଆଗା’ କମ୍ପାନି ନିକଟରେ ଏହି ସ୍କର୍ଟ ତିଆରି କରି ଚର୍ଚ୍ଚାକୁ ଆସିଛି । ଉଭୟ ପୁରୁଷ ଓ ମହିଳାଙ୍କ ଲାଗି…

ବୁର୍ଜ ଖଲିଫାରେ ରିଲିଜ ହେଲା ‘ଆନିମଲ’ର ଟିଜର

ମୁମ୍ବାଇ: ଦୁବାଇର ବୁର୍ଜ ଖଲିଫାରେ ଫିଲ୍ମ ଆନିମଲର ଟିଜର ରିଲିଜ୍ ହୋଇଯାଇଛି । ଏଥିଲାଗି ରଣବୀର,ବବି ଦେଓଲ ଓ ଫିଲ୍ମର ନିର୍ମାତା ଭୂଷଣ କୁମାରଦୁବାଇରେ ମଧ୍ୟ ପହଞ୍ଚିଥିଲେ । ବଲିଉଡ଼ ଅଭିନେତା ରଣବୀର କପୁରଙ୍କ ଅଭିନିତ ଫିଲ୍ମ ‘ଆନିମଲ’କୁ ପ୍ରଶଂସକମାନେ ଉତ୍ସାହର ସହିତ ଅପେକ୍ଷା କରିଛନ୍ତି ।…

୪୩୦ କୋଟିରେ ନିଲାମ ହେଲା ଫେରାରି କାର

ନ୍ୟୁୟର୍କ: ୪୩୦ କୋଟିରେ ନିଲାମ ହେଲା ଫେରାରି କାର । ନ୍ୟୁୟର୍କଠାରେ ୧୯୬୨ ମସିହାର ଏକ ଫେରାରି ୨୫୦ ଜିଟିଓ କାର ୫.୧୭ କୋଟି ଆମେରିକୀୟ ଡଲାର ବା ପାଖାପାଖି ୪୩୦ କୋଟି ଟଙ୍କାରେ ନିଲାମ ହୋଇଛି । ନାଲି ରଙ୍ଗର ଏହି ଗାଡ଼ିଟିକୁ ଜଣେ ଆମେରିକୀୟ ଦୀର୍ଘ ୩୮ ବର୍ଷ ହେଲା ସାଇତି ରଖିଥିଲେ । ଏହି କାର…

ଧାର୍ମିକ ଫିଲ୍ମ କରିବାକୁ ଚାହୁଁଛି: ବାବା ବିଶ୍ୱନାଥଙ୍କ ଦର୍ଶନ ପରେଏମିତି କଲେ ସନ୍ନି ଲିଓନି

ମୁମ୍ୱାଇ: ବଲିଉଡ ଇଣ୍ଡଷ୍ଟ୍ରିର ଜଣାଶୁଣା ଅଭିନେତ୍ରୀ ସନ୍ନି ଲିଓନି । ନିକଟରେ ସେ ବାରାଣାସୀରେ ବାବା ବିଶ୍ୱନାଥଙ୍କୁ ଦର୍ଶନ କରିବା ସହ ପୂଜାର୍ଚ୍ଚନା କରିଛନ୍ତି । ଏଥିସହିତ ସେ ଗଙ୍ଗା ଆଳତୀରେ ଭାଗ ନେଇଥିଲେ, ଯାହାର ଭିଡିଓ ସନ୍ନି ନିଜେ ସୋସିଆଲ ମିଡ଼ିଆରେ ସେୟାର କରିଛନ୍ତି । ଏହା ବ୍ୟତୀତ…

ରାସ୍ତାରେ ଗଡୁଛି ଅଜବ କାର, ଭିଡ଼ିଓ ଭାଇରାଲ

ଆଜିକାଲି ସୋସିଆଲ ମିଡିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳିଥାଏ । ଯାହାକୁ ଦେଖିଲେ ବି ଆଖି ବିଶ୍ୱାସ କରିପାରେ ନାହିଁ । ଏଥିରୁ କିଛି ଭିଡିଓ ଆମକୁୁ ଚକିତ କରିଦେବା ପରି ହୋଇଥାଏ । ଏବେ ସେମିତି ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ଜଣେ ବ୍ୟକ୍ତି ରାସ୍ତାରେ ଏକ କାର ଚଳାଉଥିବାର ନଜର…

ସବୁଠୁ ଲମ୍ବା ୱିଗ୍ ତିଆରି କରି ଯୁବତୀ କଲେ ବିଶ୍ୱ ରେକର୍ଡ

ଅବୁଜା: ଅଧିକାଂଶ ଲୋକ ନିଜର ଏକ ସ୍ୱତନ୍ତ୍ର ପରିଚୟ ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ । ଏବେ ସେମିତି ନାଇଜେରିଆ ଜଣେ ଯୁବତୀ ସବୁଠୁ ଲମ୍ବା ୱିଗ୍ ତିଆରି କରି ଚର୍ଚ୍ଚାକୁ ଆସିଛନ୍ତି । ଏମିତି କି ବିଶ୍ୱ ରେକର୍ଡ଼ ମଧ୍ୟ ସୃଷ୍ଟି କରିଛନ୍ତି । ଏହି ଯୁବତୀଙ୍କ ଫଟୋ ଏବେ ସୋସିଆଲ ମିଡ଼ିଆରେ ଘୂରି…

ଆଲିଆ-ରଣବୀରଙ୍କ ସମ୍ପର୍କରେ ଫାଟ : ପ୍ରତିକ୍ରିୟା ରଖିଲେ ଆଲିଆ

ମୁମ୍ବାଇ: ନିକଟରେ ଆଲିଆ ଭଟ୍ଟ କରଣ ଜୋହରଙ୍କ ଶୋ କଫି ୱିଥ୍ କରଣରେ ଅଂଶଗ୍ରହଣ କରିଥିଲେ । ଏହି ଶୋ’ରେ ଆଲିଆ ତାଙ୍କ ବ୍ୟକ୍ତିଗତ ଏବଂ ବୃତ୍ତିଗତ ଜୀବନ ବିଷୟରେ କହିଥିଲେ । ଏହି ଶୋ’ରେ ସେ ତାଙ୍କ ବିବାହିତ ଜୀବନ ବିଷୟରେ କହିଥିଲେ । ତାଙ୍କ ସହିତ ଏହି ଶୋକୁ ଆସିଥିଲେ ନଣନ୍ଦ କରୀନା କପୁର ।…

ପିକକ୍ ଶିଶୁମେଳାର ଚତୁର୍ଥ ସଂନ୍ଧ୍ୟା, ଅକ୍ଷୟ ମହାନ୍ତିଙ୍କ ଗୀତରେ ଝୁମିଲେ ଶ୍ରୋତା

ଭୁବନେଶ୍ୱର: ଆଜି ଥିଲା ପିକକ୍ ଶିଶୁମେଳାର ଚତୁର୍ଥ ସନ୍ଧ୍ୟା । କୁନି କୁନି କଣ୍ଠଶିଳ୍ପୀମାନେ ଅକ୍ଷୟ ମହାନ୍ତିଙ୍କ ଗୀତ ଗାଇ ତାଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଥିଲେ । କାଳଜୟୀ ଗୀତଗୁଡିକ ପରିବେଷଣ କରି ଶ୍ରୋତାମାନଙ୍କୁ ଦୀର୍ଘ ସମୟ ଧରି ବାନ୍ଧି ରଖିଥିଲେ । ଆଜିର କାର୍ଯ୍ୟକ୍ରମକୁ ପିକକ୍ ଓ…