Latest Odisha News

BREAKING NEWS

ସିଂହବାହିନୀ ବସକୁ ୪ ଲକ୍ଷ ୯୮ ହଜାର ଜରିମନା

ତାଳଚେର: ଘରୋଇ ବସବୁ ୪ ଲକ୍ଷ ୯୮ ହଜାର ଜରିମନା । ଦୀର୍ଘଦିନ ଧରି ବିନା ପରମିଟ୍ ନ ଥାଇ ଗାଡ଼ି ଚଳାଇବା ଓ ଟ୍ୟାକ୍ସ ଖିଲାପ କରି ଗାଡ଼ି ଚଳାଇବା ଆଦି ନିୟମ ଉଲ୍ଲଂଘନ ଅଭିଯୋଗରେ ଏହି ଜରିମାନା କରିଛନ୍ତି ତାଳଚେର ଆଞ୍ଚଳିକ ପରିବହନ ଅଧିକାରୀ । ତାଳଚେର ଆରଟିଓ ନିଖିଳ କୁମାର ପଟ୍ଟନାୟକ ସୂଚନା…

ବଲିଉଡ଼ରେ ଡ଼େବ୍ୟୁ କରିବେ ରାଜ୍ କୁନ୍ଦ୍ରା: ନିଜ ବାୟୋପିକ୍‌ରେ ନିଜେ ସାଜିବେ ନାୟକ

ବଲିଉଡ଼ରେ ଡ଼େବ୍ୟୁ କରିବାକୁ ଯାଉଛନ୍ତି । ତାଙ୍କ ବାୟୋପିକ୍ ଆଗକୁ ନିର୍ମାଣ ହେବାକୁ ଯାଉଛି । ଏଥିରେ ନିଜେ ରାଜ୍ ମୁଖ୍ୟ ଭୂମିକାରେ ଅଭିନୟ କରିବେ । ରାଜ୍ ପର୍ନ ଫିଲ୍ମ ନିର୍ମାଣ କରିବା ଘଟଣା ତାଙ୍କ ବାୟୋପିକ୍‌ର ମୁଖ୍ୟ କଥାବସ୍ତୁ ରହିଛି । ଏହି ଫିଲ୍ମ ଜରିଆରେ ରାଜ୍ ଅଭିନୟରେ ଡେବ୍ୟୁ…

ଫ୍ଲେମିଙ୍ଗୋସ୍ ଚଢେଇର ଅଜବ ଜୀବନଶୈଳୀ: ନିଆରା ଢଙ୍ଗରେ କରାଏ ସ୍ତନ୍ୟପାନ

ଦୁନିଆରେ ଭିନ୍ନ ଭିନ୍ନ ପ୍ରଜାତିର ଜୀବ ଅଛନ୍ତି । ପ୍ରତ୍ୟେକ ଜୀବ ବିଷୟରେ ଏବେ ବି ସୂଚନା ଅଜଣା ହୋଇ ରହିଛି । ଏବେ ସୋସିଆଲ ମିଡିଆରେ ଫ୍ଲେମିଙ୍ଗୋସ୍‌ର ଏକ ଭିଡିଓ ଭାଇରାଲ ହେଉଛି, ଯାହା ଆପଣଙ୍କୁ ଆଶ୍ଚର୍ଯ୍ୟ କରିବ । ଏହାକୁ ଯେତେବେଳେ ଦେଖିବେ ଭାବିବେ ଫ୍ଲେମିଙ୍ଗୋସ୍ ୍ ପରସ୍ପରର ରକ୍ତ…

କ୍ୟାଟ୍‌ୱାକ୍ ରୁ ଆଲିଆଙ୍କୁ ଅଧାରେ ଛାଡ଼ି ଦୀପିକାଙ୍କୁ ଚୁମ୍ବନ ଦେଲେ ରଣବୀର

ମୁମ୍ବାଇ: ବଲିଉଡ୍ ଅଭିନେତା ରଣବୀର ସିଂ ଓ ଅଭିନେତ୍ରୀ ଆଲିଆ ଭଟ୍ଟ ସେମାନଙ୍କର ଆଗାମୀ ଫିଲ୍ମ ‘ରକି ଔର ରାନୀ କି ପ୍ରେମ କାହାନୀ’କୁ ନେଇ ଖୁବ୍ ବ୍ୟସ୍ତ ଅଛନ୍ତି । ଏବେ ରଣବୀର ଓ ଆଲିଆ ସେମାନଙ୍କ ଫିଲ୍ମର ପ୍ରମୋସନରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମ ଆସନ୍ତା ୨୮ ତାରିଖରେ ରିଲିଜ୍ ହେବ ।…

ଘରେ ପଶିଗଲା ୧୪ ଫୁଟ ଲମ୍ବା କିଙ୍ଗ୍ କୋବ୍ରା, ଧରିବାକୁ ୬ ଜଣଙ୍କୁ ଲାଗିଲା ୨ ଘଣ୍ଟା

ବିହାର: ସାପ ବିଷାକ୍ତ ହେଉ ବା ନ ହେଉ ତାର ନାଁ ଶୁଣିଲେ ଲୋକେ ଭୟ କରନ୍ତି । ଆଉ ପ୍ରତ୍ୟେକ ସାପଠାରୁ କିଙ୍ଗ୍ କୋବ୍ରା ସବୁଠୁ ବେଶୀ ବିଷାକ୍ତ । ସେଥିଲାଗି ଲୋକେ ସାପଠୁ ଦୂରେଇ ରହିଥାନ୍ତି । ହେଲେ ଏବେ ବର୍ଷା ଦିନରେ ଅନେକଙ୍କ ଘରେ ସାପ ପଶି ଛୁଆ ଦେଉଥିବା ଦେଖିବାକୁ ମିଳୁଛି । ଫଳରେ ଲୋକେ…

୧.୫୫ କୋଟି ଟଙ୍କା ଠକେଇର ଶିକାର ହେଲେ ବିବେକ ଓବରୟ

ମୁମ୍ବାଇ: ଠକେଇର ଶିକାର ହେଲେ ବଲିଉଡ ଅଭିନେତା ବିବେକ ଓବରୟ । ତାଙ୍କ ବିଜନେସ ପାର୍ଟନର ୧.୫୫ କୋଟି ଟଙ୍କାର ଠକେଇ କରିଥିବା ଜଣାଯାଇଛି । ଏ ନେଇ ବିବେକଙ୍କ ଚାଟାର୍ଡ଼ ଆକାଉଣ୍ଟାଣ୍ଟ ଥାନାରେ ଅଭିଯୋଗ କରିଛନ୍ତି । ପୋଲିସ ଅଭିଯୋଗ ପାଇବା ପରେ ଏକ ମାମଲା ରୁୁଜୁ କରି ଘଟଣାର ତଦନ୍ତ ଚଳାଇଛି ।…

ଭିନ୍ନ ପରମ୍ପରା: ବିବାହ ସମୟରେ ମାଛ ଭସାନ୍ତି ବରକନ୍ୟା

ମଣିପୁର: ମଣିପୁର ଏବେ ହିଂସାକୁ ନେଇ ବେଶ୍ ଚର୍ଚ୍ଚାରେ ରହିଛି । ନିକଟରେ ସେଠାର ଏକ ଭୟାନକ ଭିଡିଓ ଲୋକଙ୍କୁ ଚକିତ କରିଛି, ଯେଉଁଥିରେ ଅନେକ ପୁରୁଷ ଦୁଇଜଣ ମହିଳାଙ୍କୁ ଉଲଗ୍ନ କରି ରାସ୍ତାରେ ନେଉଛନ୍ତି । ଏହି କାରଣରୁ ବିଶ୍ୱ ସ୍ତରରେ ଭାରତର ଏହି ରାଜ୍ୟ ଚର୍ଚ୍ଚାରେ ରହିଛି । ଏଭଳି ଘଟଣାକୁ…

ମଣିପୁର ଘଟଣା ସମଗ୍ର ଭାରତ ପାଇଁ ଲଜ୍ଜା: ଉର୍ଫି ଜାଭେଦ

ମୁମ୍ବାଇ: ନିଜର ପୋଷାକ ପରିଧାନକୁ ନେଇ ସବୁବେଳେ ଚର୍ଚ୍ଚାରେ ରୁହନ୍ତି ଅଭିନେତ୍ରୀ ଉର୍ଫି ଜାଭେଦ । ନିଜ ପୋଷାକକୁ ନେଇ ଅଧିକାଂଶ ସମୟ ବିବାଦରେ ରହୁଥିବା ଉର୍ଫି ଏବେ ମଣିପୁରରେ ଘଟିଥିବା ଘଟଣାକୁ ନେଇ ନିଜର ପ୍ରତିକ୍ରିୟା ରଖିଛନ୍ତି । ନିଜ ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ମଣିପୁରରେ…

ଚତୁର୍ଥ ଥର ବାପା ହେଲେ ଅଭିନେତା ଅର୍ଜୁନ ରାମପାଲ

ମୁମ୍ବାଇ: ଚତୁର୍ଥ ଥର ବାପା ହେଲେ ବଲିଉଡ଼ ଅଭିନେତା ଅର୍ଜୁନ ରାମପାଲ୍ । ତାଙ୍କ ପ୍ରେମିକା ଗେବ୍ରିଏଲା ଡେମୋଟ୍ରିଏଡସ ଦ୍ୱିତୀୟ ସନ୍ତାନକୁ ଜନ୍ମ ଦେଇଛନ୍ତି । ପୂର୍ବରୁ ତାଙ୍କର ଏକ ପୁତ୍ର ସନ୍ତାନ ଥିବା ବେଳେ ଏବେ ପୁଣିଥରେ ଏକ ପୁଅକୁ ଜନ୍ମ ଦେଇଛନ୍ତି । ଅଜୁର୍ନଙ୍କ ପୂର୍ବ ପତ୍ନୀ ମେହେର…

ଗ୍ଲାମରସ୍ ଟ୍ରକ ଡ଼୍ରାଇଭର: ମାସକୁ ରୋଜଗାର କରନ୍ତି ୬୩ ଲକ୍ଷ ଟଙ୍କା, ପୁଣି ୬ ମାସ ବିଶ୍ରାମ

ଅଷ୍ଟ୍ରେଲିଆ:ଖୁସିରେ ବଞ୍ଚିବା ପାଇଁ ସମସ୍ତେ କିଛି ନା କିଛି ବ୍ୟବସାୟ ହେଉ ବା ଚାକରି କରିଥାନ୍ତି । କିନ୍ତୁ ସମସ୍ତଙ୍କୁ ଯୋଗ୍ୟତା ଅନୁଯାୟୀ ନିଜ ପସନ୍ଦର ଚାକିରି ମିଳି ନ ଥାଏ । ତେବେ ଏମିତି ବହୁତ ଲୋକ ଅଛନ୍ତି ଯେଉଁମାନେ କମ୍ ଯୋଗ୍ୟତା ସତ୍ତ୍ୱେ ଅଧିକ ରୋଜଗାର କରିଥାନ୍ତି । ଅଷ୍ଟ୍ରେଲିଆର…