Latest Odisha News

BREAKING NEWS

ମଣିଷ ପରି ଖଟରେ ଶୋଉଛି ଘୋଡ଼ା

ସାଧାରଣତଃ ଲୋକମାନେ ଘରେ କୁକୁର,ବିଲେଇ ହେଉ ବା ବିଭିନ୍ନ ପ୍ରକାର ପକ୍ଷୀ ରଖିବାକୁ ପସନ୍ଦ କରିଥାନ୍ତି । ସେମାନେ ତାଙ୍କୁ ନିଜ ଘରର ସଦସ୍ୟ ଭାବେ ଭଲ ପାଇବା ସହ ଯତ୍ନ ବି ନେଇଥାନ୍ତି । ସେମାନଙ୍କ ରହିବା ପାଇଁ ସ୍ୱତନ୍ତ୍ର ବ୍ୟବସ୍ଥା କରିଥାନ୍ତି । ପୋଷା କୁକୁର ଓ ବିଲେଇ ଖଟ ଉପରେ ଶୋଇବା…

ସଲମାନଙ୍କ ନାଁରେ ଲୋକଙ୍କୁ ଠକୁଥିବା ଅଭିଯୋଗ: ଚେତାବନୀ ଦେଲେ ସଲମାନ

ମୁମ୍ବାଇ: ବଲିଉଡ୍‌ର ଭାଇଜାନ ସଲମାନ ଖାନ ଏବେ ପୁଣି ଚର୍ଚ୍ଚାରେ । ଗତ କିଛି ଦିନ ହେବ ତାଙ୍କୁ ହତ୍ୟା ଧମକ ଦିଆଯାଉଥିବା ବେଳେ ଏବେ ତାଙ୍କ ନାଁକୁ ବ୍ୟବହାର କରି ଲୋକଙ୍କୁ ଠକାଯାଉଥିବା ଅଭିଯୋଗ ହୋଇଛି । ଏ ବିଷୟରେ ସଲମାନଙ୍କ ଟିମ୍ ଲୋକଙ୍କୁ ସତର୍କ ରହିବାକୁ ପରାମର୍ଶ ଦେଇଛନ୍ତି । କିଛି ଲୋକ…

ଗଦର ୨ ପ୍ରମୋଶନ ପାଇଁ କପିଲ ଶର୍ମା ଶୋରେ ପହଞ୍ଚିଲେ ସନ୍ନି-ଅମିଶା

ମୁମ୍ବାଇ: ବଲିଉଡ଼ ଅଭିନେତା ସନ୍ନି ଦେଓଲ ଓ ଅଭିନେତ୍ରୀ ଅମିଶା ପଟେଲ ସେମାନଙ୍କ ଆଗାମୀ ଫିଲ୍ମ ‘ଗଦର-୨’କୁ ନେଇ ଖୁବ୍ ଚର୍ଚ୍ଚାରେ ଅଛନ୍ତି । ଆଜିକାଲି ଉଭୟେ ସେମାନଙ୍କ ଫିଲ୍ମ ପ୍ରମୋଶନରେ ବ୍ୟସ୍ତ ଅଛନ୍ତି । ନିକଟରେ ଦୁହେଁ କପିଲ ଶର୍ମାଙ୍କ ଶୋ’ରେ ପହଞ୍ଚିଥିଲେ । ଛୋଟପରଦାର ସବୁଠୁ…

ପିକନିକ୍ ଭୋଜିରେ କୁମ୍ଭୀର ଖାଇଦେଲା ଖାଦ୍ୟ, ପ୍ରାଣ ବିକଳରେ ଦୌଡ଼ିଲେ ଲୋକେ

ଅଧିକାଂଶ ଲୋକ ପରିବାର ସଦସ୍ୟମାନଙ୍କ ସହ ହେଉ ବା ସାଙ୍ଗମାନଙ୍କ ସହ ପିକ୍‌ନିକ୍ ଯିବାକୁ ପସନ୍ଦ କରିଥାନ୍ତି । ସାଧାରଣତଃ ପାହାଡ଼, ଜଙ୍ଗଲ, ହ୍ରଦ ନିକଟକୁ ଯାଇ ପିକ୍‌ନିକ୍ ବା ଭୋଜି କରିବାକୁ ଅନେକ ପସନ୍ଦ କରିଥାନ୍ତି । କିଛି ଲୋକ ପିକ୍‌ନିକ୍‌ସ୍ଥଳୀରେ ଭୋଜି କରି ଖାଇଥାନ୍ତି ତ ଆଉ କିଏ ଘରୁ…

ଦଶହରାରେ ଅରିନ୍ଦମଙ୍କ କମ୍ ବ୍ୟାକ୍‌

ଭୁବନେଶ୍ୱର : ଏଥର ଦଶହରାରେ ବ୍ୟାକ କରୁଛନ୍ତି ଓଲିଉଡର ଆଗଧାଡ଼ିର ଅଭିନେତା ଅରିନ୍ଦମ ରାୟ । ନିଜସ୍ୱ ଫିଲ୍ମ ପ୍ରଯୋଜନା ସଂସ୍ଥା ‘ରତ୍ନା ଫିଲ୍ମସ\'ର ଭିନ୍ନ ସ୍ୱାଦର ନୂଆ ଓଡ଼ିଆ ଫିଲ୍ମ ଜରିଆରେ ଅରିନ୍ଦମଙ୍କ ଧମାକାଦାର କମ୍ ବ୍ୟାକ୍ ହେଉଛି ବୋଲି ଚର୍ଚ୍ଚା ହେଉଛି । ଏଥର ଦଶହରାକୁ ମୁକ୍ତିଲାଭ…

ଜ୍ୱାଳାମୁଖୀରେ ପିଜ୍ଜା ତିଆରି କରି ଖାଇଲେ ଯୁବତୀ

ଗୁଆଟେମାଲା: ଆଜିକାଲି ସୋସିଆଲ ମିଡ଼ିଆରେ ଆମକୁ ଅଜବ ଅଜବ ଭିଡ଼ିଓ ଦେଖିବାକୁ ମିଳୁଛି । ଏବେ ସେମିତି ଏକ ଭିଡ଼ିଓ ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ । ଜଣେ ମହିଳା ଗୁଆଟେମାଲାରେ ଜ୍ୱାଳାମୁଖୀ ଆଞ୍ଚରେ ପିଜ୍ଜା ତିଆରି କରି ଖାଇଛନ୍ତି । ଆଲେକ୍‌ଜେଣ୍ଡ୍ରା ବ୍ଲୋଡଗେଟ୍…

ଧୁମ୍‌ଧାମ୍‌ରେ ଜନ୍ମଦିନ ପାଳିଲେ କ୍ୟାଟ୍ରିନା: ରୋମାଣ୍ଟିକ୍ ଅନ୍ଦାଜର ଫଟୋ ସେୟାର କଲେ ଭିକି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କ୍ୟାଟ୍ରିନା କୈଫ ୪୦ତମ ଜନ୍ମଦିନ ଧୂମ୍‌ଧାମରେ ପାଳନ କରିଛନ୍ତି । ଜନ୍ମଦିନକୁ ସ୍ୱତନ୍ତ୍ର କରିବା ପାଇଁ ସେ ତାଙ୍କ ସ୍ୱାମୀ ଭିକି କୌଶଲଙ୍କ ସହ ମୁମ୍ବାଇ ବାହାରକୁ ଯାଇଛନ୍ତି । ଏହି ଅବସରରେ ଭିକି ବିଶେଷ ମୁହୂର୍ତ୍ତର କିଛି ଫଟୋ ସୋସିଆଲ ମିଡିଆରେ ସେୟାର କରି…

ସବୁଠୁ ମୋଟା ମହିଳା: କ୍ରେନରେ ଉଠାଇବାକୁ ପଡ଼ୁଥିଲା, ହେଲେ ଏବେ ଯିଏ ଦେଖୁଛି ସିଏ ଆଶ୍ଚର୍ଯ୍ୟ ହେଉଛି

ଫ୍ଲୋରିଡା: ଆଜିକାଲି ଲୋକଙ୍କ ପାଇଁ ଫିଟ୍‌ନେସ୍ ଅତ୍ୟନ୍ତ ଗୁୁରୁତ୍ୱପୂର୍ଣ୍ଣ ହୋଇଯାଇଛି । ଲୋକେ ନିଜକୁ ଫିଟ୍ ରଖିବାକୁ ଚେଷ୍ଟା କରୁଛନ୍ତି । ସେଥିଲାଗି ଖାଇବା ଉପରେ ନିୟନ୍ତ୍ରଣ ରଖିବା ସହ ପ୍ରତ୍ୟେକ ଦିନ ଜିମ୍ ଯାଇଥାନ୍ତି । ୧୦ରୁ ୧୨ କିଲୋ ଓଜନ ହ୍ରାସ କରିବା କାଠିକର ପାଠ ହୋଇପଡ଼େ ।…

୨୯ ବର୍ଷ ପରେ ‘ନୋ କିସ୍ ପଲିସି’ ଭାଙ୍ଗିଲେ କାଜଲ, ଭିଡ଼ିଓ ଭାଇରାଲ

ମୁମ୍ବାଇ: ବଲିଉଡ଼ ଅଭିନେତ୍ରୀ କାଜଲ ଏବେ ଖୁବ୍ ଚର୍ଚ୍ଚାରେ । ସେ ଡିଜନି ପ୍ଲସ ହଟ ଷ୍ଟାରର ୱେବ ସିରିଜ ‘ଦ ଟ୍ରାଏଲ’ ମାଧ୍ୟମରେ ତାଙ୍କର ଓଟିଟି ଡେବ୍ୟୁ କରିଛନ୍ତି । ନିକଟରେ ଏହି ୱେବ ସିରିଜ୍ ରିଲିଜ୍ ହୋଇଛି । ଏହାକୁ ଲୋକେ ଖୁବ୍ ପସନ୍ଦ କରୁଥିବା ଦେଖିବାକୁ ମିଳିଛି । ଏଥିରେ କାଜଲ ଜଣେ ଓକିଲ…

ଲକ୍ଷ ଲକ୍ଷ ଟଙ୍କା ରାସ୍ତାରେ ଉଡ଼ାଇଲେ ବ୍ୟକ୍ତି : ଟଙ୍କା ନେବାକୁ ହେଲା ଭିଡ଼,କାରଣ ଜାଣିଲେ ହେବେ ଚକିତ

ଚୀନ: କୁହାଯାଏ, ମଣିଷ ଜୀବନ ତୁଳନାରେ ଅର୍ଥ ମୂଲ୍ୟହୀନ । ଏହାର ଏକ ଉଦାହରଣ ଦେଖିବାକୁ ମିଳିଛି ଚୀନରେ । କିଛି ଦିନ ତଳେ ଜଣେ ବ୍ୟକ୍ତି ରାସ୍ତାରେ ଯାଉଥିବା ଲୋକଙ୍କ ଉପରକୁ ଟଙ୍କା ଉଡ଼ାଇଥିଲେ । ହଜାରେ କି ଦୁଇ ହଜାର ନୁହେଁ ଲକ୍ଷ ଲକ୍ଷ ଟଙ୍କା ଉଡ଼ାଇଥିଲେ । ଏହି ଟଙ୍କାକୁ ନେବାକୁ ରାସ୍ତାରେ…