ଓଡ଼ିଶା କଂଗ୍ରସକୁ ନେଇ ଆସିଲା ବଡ଼ ଖବର, ବଦଳିଲେ ରାଜ୍ୟ କଂଗ୍ରେସ ପ୍ରଭାରୀ
ଭୁବନେଶ୍ୱର: ଓଡ଼ିଶା କଂଗ୍ରସକୁ ନେଇ ଆସିଲା ବଡ଼ ଖବର । ନୂଆ ପିସିସି ସଭାପତି ନିଯୁକ୍ତ ପରେ ଏବେ ଓଡ଼ିଶା କଂଗ୍ରେସ ପ୍ରଭାରୀଙ୍କୁ ପରିବର୍ତ୍ତନ କରାଯାଇଛି। ଅଜୟ କୁମାର ଲଲ୍ଲୁ ହୋଇଛନ୍ତି ଓଡ଼ିଶା କଂଗ୍ରେସର ନୂଆ ପ୍ରଭାରୀ। ଏନେଇ ଏଆଇସିସି ପକ୍ଷରୁ ବିଜ୍ଞପ୍ତି ଜାରି ହୋଇଛି। ଅଜୟ ଲଲ୍ଲୁ…