Latest Odisha News

BREAKING NEWS

ପୁଣି ସରକାରକୁ ଫେରିବ ଆପ ? ଆସିଲା ନୂଆ ଏକଜିଟ ପୋଲ

ନୂଆଦିଲ୍ଲୀ: ଦିନକ ପରେ ଆସିବ ଦିଲ୍ଲୀ ରେଜଲ୍ଟ । କଣ ହେବ ଏଥର ଦିଲ୍ଲୀରେ, ତାକୁ ନେଇ ଏବେ ଚାଲିଛି ଚର୍ଚ୍ଚା ! ତେବେ ଏକ୍‌ଜିଟ୍‌ ପୋଲ୍‌ରେ ବିଜେପି ଜିତୁଥିବାବେଳେ ହାରିଛୁ ଆମ ଆଦ୍‌ମୀ ପାର୍ଟି । କୁହାଯାଉଛି କି ୨୭ ବର୍ଷ ପରେ ଦିଲ୍ଲୀରେ ଫେରିବ ବିଜେପି । ଏକଜିଟ୍‌ ପୋଲ୍‌ର ପୂର୍ବାନୁମାନ…

ପାକିସ୍ତାନରେ ହତାଶ ହେଲେ ଆମେରିକୀୟ ମହିଳା, ପ୍ରେମ ପାଇଁ ଆସିଥିଲେ ଏତେ ବାଟ

ନୂଆଦିଲ୍ଲୀ: ପାକିସ୍ତାନରେ ହତାଶ ହେଲେ ଆମେରିକୀୟ ମହିଳା । ଯୋଡ଼େ ଛୁଆର ମାଆ, ବୟସ ୩୩ ବର୍ଷ... ହେଲେ ୧୯ ବର୍ଷୀୟ ଜଣେ ପାକିସ୍ତାନୀ ଯୁବକଙ୍କ ପ୍ରେମରେ ପଡ଼ି ଯାଇଥିଲେ ୩୩ ବର୍ଷୀୟା ଓନିଝା ଆଣ୍ଡ୍ର୍ୟୁ ରବିନସନ୍ । କରାଚୀର ନିଦାଲ ଅହମ୍ମଦ ମେମନଙ୍କ ପ୍ରେମରେ ପଡ଼ି ଯାଇଥିଲେ ସେ । ଯେଉଁଥି…

Delhi exit polls: ପୂର୍ବ ତିନୋଟି ନିର୍ବାଚନରେ କେତେ ହୋଇଥିଲା ସଠିକ ?

ନୂଆଦିଲ୍ଲୀ: ସରିଛି ଦିଲ୍ଲୀ ନିର୍ବାଚନ, ଯାହାର ଫଳାଫଳ ଉପରେ ଏବେ ପୂରା ଦେଶର ନଜର ରହିଛି। ହେଲେ ଫଳାଫଳ ଆସିବା ପୂର୍ବରୁ ଆସିଛି ଭୋଟ ବାହୁଡ଼ା ମତ ବା ଏକଜିଟ ପୋଲ। ପ୍ରାୟ ସବୁ ଏକଜିଟ ପୋଲ୍ ବିଜେପି ସ୍ପଷ୍ଟ ବହୁମତ ପାଇବ ବୋଲି ଆକଳନ କରିଛନ୍ତି। ଅର୍ଥାତ ଦୀର୍ଘ 27 ବର୍ଷ ପରେ ବିଜେପି ଦିଲ୍ଲୀ…

ଆଶ୍ଚର୍ଯ୍ୟ କରାଇବ ଦିଲ୍ଲୀ ନିର୍ବାଚନ: କଂଗ୍ରେସର ଭିତିରି ଗେମ, ଆପ ପାଇଁ ଅଡୁଆ

ନୂଆଦିଲ୍ଲୀ : ୨୦୧୫ ଥିଲା ଆପ୍ ପାଇଁ ବେଶ୍ ସହଜ, ୨୦୨୦ ହୋଇଥିଲା ତାଠାରୁ ଆହୁରି ସହଜ, ହେଲେ ୨୦୨୫ ସେତେଟା ସହଜ ନାହିଁ । କାରଣ ଜାତୀୟ ରାଜଧାନୀ ଦିଲ୍ଲୀରେ ୧୦ ବର୍ଷ ଧରି କ୍ଷମତାରେ ଥିବା ଅରବିନ୍ଦ କେଜ୍ରିୱାଲଙ୍କ ଆମ୍ ଆଦମୀ ପାର୍ଟି ପାଇଁ ସରକାର ବିରୋଧୀ ହାୱା ବଡ଼ ଅଡୁଆ ହୋଇଛି । ଅବକାରୀ…

ମଣିଷ ଚିହ୍ନିବାରେ ଭୂଲ କରିଦେଇଛନ୍ତି କି? ଜାଣନ୍ତୁ ଚାଣକ୍ୟଙ୍କ ଏହି କଥା

ଆଚାର୍ଯ୍ୟ ଚାଣକ୍ୟ ନିଜର ନୀତିଶାସ୍ତ୍ରରେ ବ୍ୟକ୍ତିର ସ୍ବଭାବ ବିଷୟରେ ଅନେକ କିଛି ପରାମର୍ଶ ଦେଇଛନ୍ତି। ଏହାକୁ ଆପଣାଇବା କଷ୍ଟକର ହୋଇଥିଲେ ହେଁ ଯିଏ ତାହା କରିପାରନ୍ତି ତାଙ୍କର ଜୀବନ ସୁଖମୟ ହୋଇଥାଏ। ସେଥିରୁ ଗୋଟିଏ ହେଲା ମଣିଷ ଚିହ୍ନିବା। ଆଜିର ବ୍ୟସ୍ତବହୁଳ ସମୟରେ ମଣିଷ ଚିହ୍ନିବାରେ ଭୁଲ…

ଓ୍ବାର୍କଆଉଟ୍‌ ପରେ କାହିଁକି ଥରିବାକୁ ଲାଗେ ହାତ? ଜାଣନ୍ତୁ ଏହା ପଛର କାରଣ

ଫିଟ୍‌ ଏବଂ ସୁସ୍ଥ ଶରୀର ପାଇବା ପାଇଁ ଲୋକମାନେ ବ୍ୟାୟାମ କରନ୍ତି। ଏଥିପାଇଁ ଜିମ୍‌ରେ ଓ୍ବାର୍କଆଉଟ୍‌ବେଳେ ବହୁତ ଝାଳ ମଧ୍ୟ ବୁହାନ୍ତି। କିନ୍ତୁ ବେଳେବେଳେ ଅତ୍ୟଧିକ ଓ୍ବାର୍କଆଉଟ୍‌ ଯୋଗୁଁ କିଛି ଲୋକଙ୍କ ହାତ ଓ ଗୋଡ ଥରିବା ଆରମ୍ଭ କରେ। ଓ୍ବାର୍କଆଉଟ୍‌ ପରେ ହାତ କିମ୍ବା ଗୋଡ ଥରିବା ଏକ…

ଚମକାଇଲା ନୂଆ ଏକ୍‌ଜିଟ ପୋଲ, କଂଗ୍ରେସକୁ ଏତେ ସିଟ, ପଛରେ ଆପ

ନୂଆଦିଲ୍ଲୀ: ଦିଲ୍ଲୀ ପାଇଁ ଆସିଥିବା ଭୋଟ ବାହୁଡା ମତ କହୁଛି ଏଥର ସେଠାରେ ବିଜେପି ସରକାର। ଅଧିକାଂଶ ଏକଜିଟ ପୋଲରେ ପଛରେ ପଡିଛି ଆପ। ଦିଲ୍ଲୀ ବିଧାନସଭାର ୭୦ ଆସନ। ଆଉ ମ୍ୟାଜିକ ନମ୍ବର ପାଇଁ ୩୬ ସିଟ୍ ଦରକାର ଥିବା ବେଳେ ବିଭିନ୍ନ ସଂସ୍ଥା କରିଛନ୍ତି ଭିନ୍ନ ଭିନ୍ନ ଆକଳନ। ମେଟ୍ରିଜ୍ (…

ଲୁଣ କେଜିର ଦାମ ୩୦ ହଜାର, ଏହାକୁ ଖାଇଲେ ଦୂର ହୋଇଯିବ ସବୁ ରୋଗ !

ଭୁବନେଶ୍ୱର : ଖାଇବା ଥାଳି ହେଉ କିମ୍ୱା ରୋଷେଇ ଶାଳ ସବୁଠି ଲୁଣ ଅପରିହାର୍ଯ୍ଯ । ବିନା ଲୁଣରେ ସ୍ୱାଦ କିଛିର ସ୍ୱାଦ ନାହିଁ । ସେଥିପାଇ ବଜାରରେ ସବୁ ଦୋକାନରେ ଲୁଣ ସହଜରେ ମିଳିଯାଏ, ତାହା ପୁଣି ଖୁବ ଟଙ୍କାରେ । ହେଲେ ଦୁନିଆର ସବୁଠାରୁ ମହଙ୍ଗା ଲୁଣ ମଧ୍ୟ ରହିଛି । ଯାହାର ଦାମ ଶୁଣିଲେ ଆପଣ…

ରାହୁଲଙ୍କ ବିରୋଧରେ ସାଂଘାତିକ ଅଭିଯୋଗ, ଆସିଲା ସ୍ବାଧିକାର ଭଙ୍ଗ ପ୍ରସ୍ତାବ

ନୂଆଦିଲ୍ଲୀ : ବିରୋଧୀ ଦଳ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ପ୍ରସ୍ତାବ । ବିଜେପି ସାଂସଦ ନିଶିକାନ୍ତ ଦୁବେ, ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ପାଖରେ ଏନେଇ ପ୍ରସ୍ତାବ ଉପସ୍ଥାପନ କରିଛନ୍ତି । ରାହୁଲ ଗାନ୍ଧିଙ୍କୁ ସ୍ବାଧୀକାର ଭଙ୍ଗ ନୋଟିସ୍ ଜାରି କରିବାକୁ ଦାବି…

ଆରମ୍ଭ ହେଲା ଆମେରିକାରୁ ବେଆଇନ ଭାରତୀୟଙ୍କୁ ତଡ଼ିବା ପ୍ରକ୍ରିୟା, ତାଜୁବ କଲା ଭିଡିଓ

ନୂଆଦିଲ୍ଲୀ: ଆରମ୍ଭ ହେଲା ବେଆଇନ ଭାରତୀୟଙ୍କୁ ଆମେରିକାରୁ ତଡ଼ିବା ପ୍ରକ୍ରିୟା । ପ୍ରଥମ ପର୍ଯ୍ୟାୟରେ ୨୦୫ ଜଣ ଭାରତୀୟଙ୍କୁ ଆମେରିକାରୁ ତଡ଼ାଯାଇଛି । ସ୍ବତନ୍ତ୍ର ସାମରିକ ବିମାନରେ ସେମାନଙ୍କୁ ଭାରତ ପଠାଇ ଦିଆଯାଇଛି । ଟେକ୍ସାସରୁ ଆମେରିକା ସେନାର C-17 ଏୟାରକ୍ରାଫ୍‌ଟରେ ଏହି ଲୋକମାନଙ୍କୁ…