Latest Odisha News

BREAKING NEWS

୧୫ ମିନିଟ ସମୟ ସାମ୍ନାରେ ୭୦ କୋଟି, ଯେତେ ଗଣି ପାରିବ ସେତେ ନେଇପାରିବ : ଏମିତି ବନସ ଦେଲା କମ୍ପାନି

ନୂଆଦିଲ୍ଲୀ: ଯଦି ଆପଣଙ୍କ କମ୍ପାନି କୌଣସି ଏକ ଉତ୍ସବରେ ୧୫ କୋଟି ଟଙ୍କା ବନସ ଭାବେ ଆପଣଙ୍କ ସାମ୍ନାରେ ରଖେ ତେବେ ଆପଣ କ’ଣ କରିବେ ? ଚୀନରେ ଏମିତି ଏକ ଘଟଣା ସାମ୍ନାକୁ ଆସିଛି । ସେଠାକାର ଏକ କମ୍ପାନି ବନସ ଭାବେ କର୍ମଚାରୀଙ୍କୁ ୭୦ କୋଟି ଟଙ୍କା ଏକ ଟେବୁଲ ଉପରେ ରଖିଥିଲା। ଆଉ କମ୍ପାନି…

ବାରବାଟୀରେ ହେବ ହାଇସ୍କୋରିଂ ମ୍ୟାଚ ! ଏତେ ଦର୍ଶକଙ୍କ ପାଇଁ ହୋଇଛି ବ୍ୟବସ୍ଥା

କଟକ: ବାରବାଟୀ ଦିନିକିଆକୁ ଆଉ ଦିନ କେଇଟା ସମୟ ବାକିଥିବା ବେଳେ ମ୍ୟାଚର ସଫଳ ପରିଚାଳନା ପାଇଁ ଚାଲିଛି ପ୍ରସ୍ତୁତି । ତେବେ ଆସନ୍ତା ୯ ତାରିଖ ଦିନ ହେବାକୁ ଥିବା ମ୍ୟାଚଟି ଯେମିତି ହାଇସ୍କୋରିଂ ମ୍ୟାଚ ହେବ ସେଥିପାଇଁ ପ୍ରସ୍ତୁତ ହେଉଛି ବାରବାଟୀ । ଏହାକୁ ଲକ୍ଷରେ ରଖି ପିଚ ଓ ପଡ଼ିଆକୁ…

ଛାତ୍ରଙ୍କୁ ବିବାହ କଲେ ପ୍ରଫେସର ମାଡାମ, ଭାଇରାଲ ହେଲା ଭିଡିଓ ଆଉ ତା’ପରେ…

କୋଲକାତା: ଛାତ୍ରଙ୍କୁ ବିବାହ କଲେ ପ୍ରଫେସର୍ ମାଡାମ୍ । ତାହା ପୁଣି କଲେଜ ପରିସରରେ ଏହି ବାହାଘର ହୋଇଛି । ପ୍ରଫେସର ମାଡାମ୍ ପୂରା କନିଆଁ ବେଶରେ ସଜେଇ ହୋଇଥିଲେ । ଛାତ୍ର ଜଣକ ତାଙ୍କ ସୀମନ୍ତରେ ସିନ୍ଦୁର ଲଗାଇ ଦେଇଛନ୍ତି । ପୁଣି ଉଭୟଙ୍କ ମଧ୍ୟରେ ହୋଇଛି ବରଣମାଳା ଆଦାନ-ପ୍ରଦାନ । ଭାଇରାଲ…

ଓଡ଼ିଶା ବିଜେପି ସଭାପତିଙ୍କୁ ନେଇ ବଡ଼ ଘୋଷଣା, ସୂଚନା ଦେଲେ ସୁକାନ୍ତ ପାଣିଗ୍ରାହୀ

ଭୁବନେଶ୍ୱର: ଫେବ୍ରୁଆରୀରେ ରାଜ୍ୟ BJP ସଭାପତି ନାଁ ଘୋଷଣା। ଫେବ୍ରୁଆରୀ ପ୍ରଥମ ସପ୍ତାହ ସୁଦ୍ଧା ରାଜ୍ୟ ବିଜେପି ସଭାପତିଙ୍କ ନାଁ ଘୋଷଣା କରାଯିବ ବୋଲି ରାଜ୍ୟ ନିର୍ବାଚନ ସହ ଅଧିକାରୀ ସୁକାନ୍ତ ପାଣିଗ୍ରାହୀ କହିଛନ୍ତି । ଏଥିସହ ଖୁବଶୀଘ୍ର ବାକି ଥିବା ୧୪ ଜିଲ୍ଲାର ସଭାପତିଙ୍କ ନାଁ ଘୋଷଣା…

ଭୁଲରେ ପାଇଲଟ ପଠାଇ ଦେଲେ ହାଇଜାକ ସିଙ୍ଗନାଲ, ତଦନ୍ତ ଆରମ୍ଭ କରିଦେଲେ ସୁରକ୍ଷାକର୍ମୀ

ନୂଆଦିଲ୍ଲୀ: ଏୟାର ଇଣ୍ଡିଆ ବିମାନ ହାଇଜାକ ହୋଇଯାଇଛି ବୋଲି ବିମାନରୁ ଆସିଲା ସିଙ୍ଗନାଲ । ଆଉ ଏହାପରେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ସୁରକ୍ଷାକର୍ମୀ। ଏମିତିକି ସୁରକ୍ଷାକର୍ମୀ ଏହି ସିଙ୍ଗନାଲ ପାଇବାପରେ ତୁରନ୍ତ ତଦନ୍ତ ଆରମ୍ଭ କରିଦେଇଥିଲେ । ରାଜଧାନୀ ଦିଲ୍ଲୀରୁ ମୁମ୍ୱାଇ ଯାଉଥିବା ଏୟାର ବିମାନରୁ…

କୁମ୍ଭମେଳାରେ ଦଳାଚକଟା ଘଟଣା : କାନ୍ଦି ପକାଇଲେ ଯୋଗୀ ଆଦିତ୍ୟନାଥ

ଲକ୍ଷ୍ନୌ : ଭାବବିହ୍ବଳ ହେଲେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। କୁମ୍ଭମେଳାରେ ଦଳାଚକଟା ଘଟଣାକୁ ନେଇ ଗଭୀର ଦୁଃଖ କରିଛନ୍ତି । କହିଛନ୍ତି, ଘଟଣା ଦୁଃଖଦାୟକ। ମୃତାହତ ଲୋକଙ୍କ ପରିବାର ସହିତ ଆମର ସମବେଦନା ରହିଛି। ମଙ୍ଗଳବାର ରାତିଠାରୁ ବିଭିନ୍ନ ଆଖଡ଼ା ସମିତି, ସ୍ଥାନୀୟ…

ଏକ୍ସପାୟର୍ଡ ଗ୍ଲୁକୋଜ ନେଲା ଶିଶୁର ଜୀବନ; ଡାକ୍ତରଖାନା ଆଗରେ ଧାରଣା ଦେଲେ ପରିବାର ଲୋକେ

ନୂଆଦିଲ୍ଲୀ: ଏକ୍ସପାୟର୍ଡ ଗ୍ଲୁକୋଜ ନେଇଗଲା ଜଣେ ନବଜାତ ଶିଶୁର ଜୀବନ । ଏପରି ଦୁଃଖଦ ଘଟଣା ଘଟିଛି ଉତ୍ତରପ୍ରଦେଶର ପିଲିଭିଟ ଅଞ୍ଚଳରେ । ସ୍ପେଶାଲ ନ୍ୟୁ ବର୍ଣ୍ଣ ୟୁନିଟ(ଏସଏନସିୟୁ)ରେ ଚିକିତ୍ସିତ ହେଉଥିଲେ ଜଣେ ନବଜାତକ । ଏହି ସମୟରେ ତାଙ୍କୁ ଏକ ଏକ୍ସପାୟର୍ଡ ଗ୍ଲୁକୋଜ ଦେବାରୁ ତାଙ୍କର…

ଆଗ୍ରେସିବ ମୋଡରେ ରାହୁଲ, ଦିଲ୍ଲୀ ରାଜନୀତିରେ ଓଲଟା ଫାଇଟ !

ନୂଆଦିଲ୍ଲୀ : ଲୋକସଭା ନିର୍ବାଚନରେ ଦୋସ୍ତି ଆଉ ଏବେ ବିଧାନସଭା ନିର୍ବାଚନରେ କୁସ୍ତି । ଏ ହେଉଛି ଦିଲ୍ଲୀରେ କଂଗ୍ରେସ ଓ ଆମ୍ ଆଦମୀ ପାର୍ଟି ମଧ୍ୟରେ ରାଜନୈତିକ ସମ୍ପର୍କ । ଯେତେବେଳେ ଦୁର୍ନୀତି ପ୍ରସଙ୍ଗରେ ବିଜେପି ଶାସକ ଆମ୍ ଆଦମୀ ପାର୍ଟିକୁ ଘେରୁଥିଲା, ସେତେବେଳେ କଂଗ୍ରେସ ସଫ୍ଟ ପଲିଟିକ୍ସ…

ବ୍ରହ୍ମାଣ୍ଡରେ ବଡ଼ ହଲଚଲ, ମାଡ଼ି ଆସୁଛି ସବୁଠାରୁ ଭୟଙ୍କର ଝଡ଼

ନୂଆଦିଲ୍ଲୀ: ଭୟଙ୍କର ହେଉଛି ବାତ୍ୟା ତାହା ପୁଣି ଘଣ୍ଟାପ୍ରତି ୩୩ ହଜାର କିଲୋମିଟର ବେଗରେ । ତେବେ କିଲୋମିଟର ବେଗରେ ପବନ କେମିତି ହୋଇପାରିବ । ଖବର ଶୁଣିବାକୁ ଆଶ୍ଚର୍ଯ୍ୟ ଲଗୁଥିବ । ହଁ ଆଜ୍ଞା ବ୍ରହ୍ମାଣ୍ଡରେ ହେଉଛି ସବୁଠୁ ଭୟଙ୍କର ବାତ୍ୟା । ଗ୍ରେଡ୍‌-ଫାଇଭ୍‌ ବାତ୍ୟାର ୧୩୦ ଗୁଣ ବେଗରେ…

ଡୋନାଲ୍ଡ ଟ୍ରମ୍ପଙ୍କ ନିର୍ଦ୍ଦେଶ ମାନିଲା ଗୁଗୁଲ ମ୍ୟାପ, ଗୋଟିଏ କଥାରେ ବଦଳିଗଲା ସ୍ଥାନର ନାଁ

ନୂଆଦିଲ୍ଲୀ: ନବ ନିର୍ବାଚିତ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ପୁଣିଥରେ ଆକ୍ସନ୍ ମୋଡକୁ ଆସିଛନ୍ତି। ଶପଥ ନେବା ମାତ୍ରେ ଡୋନାଲ୍ଡ ଟ୍ରମ୍ପ ଅନେକ ବଡ଼ ବଡ଼ ନିଷ୍ପତ୍ତି ନେବା ଆରମ୍ଭ କରିଦେଇଛନ୍ତି। ଏହି କ୍ରମରେ ଡୋନାଲ୍ଡ ଟ୍ରମ୍ପ ଦେଶର ଅନେକ ସ୍ଥାନର ନାମ ମଧ୍ୟ ପରିବର୍ତ୍ତନ କରିବାକୁ…