Latest Odisha News

ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗରେ କନେଷ୍ଟବଳଙ୍କ ଘରେ ଭିଜିଲାନ୍ସ ଚଢାଉ

ରାଉରକେଲା : ପୁଣି ଭିଜିଲାନ୍ସ ରେଡ୍। କନେଷ୍ଟବଳ ନିହାର ରଞ୍ଜନ ଦଣ୍ଡପାଟଙ୍କ ଘରେ ଭିଜିଲାନ୍ସ ଚଢାଉ ହୋଇଛି। ଆୟବହିର୍ଭୁତ ସମ୍ପତ୍ତି ଠୁଳ ଅଭିଯୋଗ ରେ ଏହି ଚଢାଉ ଜରାଯାଉଛି। ନିହାରଙ୍କ ଶ୍ୱଶୁର ଘର ରାଉରକେଲା ସ୍ଥିତ ଛେଣ୍ଡ କଲୋନୀରୁ ନେଇ ବାରିପଦା କ୍ୱାଟରରେ ଭିଜିଲାନ୍ସ ଚଢାଉ କରାଯାଇଛି ।…

ଗୁପଚୁପ ତିଆରିକୁ କେନ୍ଦ୍ର କରି ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ, ଥାନାରେ ଅଭିଯୋଗ ପାରିବାରିକ କଳହର କରୁଣ ପରିଣତି । ଗୁପଚୁପ ତିଆରି ବେଳେ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଢେଙ୍କାନାଳ ଜିଲ୍ଲା ତୁମୁସିଙ୍ଗା ଥାନା ପଣ୍ଡୁଆ ଗାଁରେ । ବିହାର ସମସ୍ତିପୁର ଅଂଚଳର…

[ଭିଡ଼ିଓ] ମନାଲିରେ ମାଆ ହିଡ଼ିମ୍ବାଦେବୀଙ୍କ ମନ୍ଦିର ରହସ୍ୟ

ଭୁବନେଶ୍ୱର: କିଛି କଥା ବିଶ୍ୱାସ ନହେଲେ ବି ସତ । ଅମା ହିନ୍ଦୁ ଧର୍ମରେ କୋଟି କୋଟି ଦେବା ଦେବୀ ରହିଛନ୍ତି। ଲୋକଙ୍କ ମନରେ ଅନେକ ବି ରହିଛି ବିଶ୍ୱାସ। ହେଲେ ଏମିତକି କିଛି ସ୍ଥାନ ରହିଛି ଯେଉଁଠି ଲୋକେ ଭଗବାନ ନୁହେଁ ପୂଜା କରିଥାନ୍ତି ରାକ୍ଷସ ମାନଙ୍କୁ। ଭାରତରେ ଏଭଳି ମନ୍ଦିର ଓ…

କଳା ଦିନ: ବୀର ପୁତ୍ର ବିପିନଙ୍କ ନିଧନରେ ସାରା ଭାରତ ମର୍ମାହତ

ଦିଲ୍ଲୀ: ପରଲୋକରେ ଭାରତର ପ୍ରଥମ ଚିଫ୍ ଡିଫେନ୍ସ ଷ୍ଟାଫ୍ ବିପିନ୍ ରାଓ୍ୱତ । ତାମିଲନାଡୁର କୁନ୍ନୁରରେ ଏକ ଦୁର୍ଘଟଣାରେ ପ୍ରାଣ ହରାଇଛନ୍ତି ସିଡିଏସ୍ ବିପିନ୍ ରାଓ୍ୱତ । ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ଯାଉଥିବା ସମୟରେ କୁନ୍ନୁରରେ ବିପିନ ରାଓ୍ୱତଙ୍କ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ…

[ଭିଡ଼ିଓ] ମଶା ବଂଶ ବୃଦ୍ଧି ନେଇ ବଢୁଛି ଚିନ୍ତା,ଡେଙ୍ଗୁ ପାଇଁ ଆତଙ୍କିତ ସହରବାସୀ

କଟକ: ପୁତିଗନ୍ଧମୟ ପରିବେଶରେ ମଶାଙ୍କ ପ୍ରାଦୁର୍ଭାବ ବଢିଚାଲିଛି । ସଂଜ ହୋଇଗଲେ ଘରେ କି ବାହାରେ ରହିବା ମୁସ୍କିଲ ହୋଇପଡ଼ୁଛି । ନାଳନଦ୍ଦର୍ମା ପରିଷ୍କାର ହେଉନଥିବା ବେଳେ ରାସ୍ତାଘାଟ ବି ଆବର୍ଜନାମୟ । ଏହି ଦୃଶ୍ୟ ଦେଖିବାକୁ ମିଳିଛି କଟକ ସହରରେ । ଡେଙ୍ଗୁ ଆତଙ୍କ ବଢିଚାଲିଥିବା ବେଳେ ସହର…

[ଭିଡ଼ିଓ] କଳିଙ୍ଗ ଷ୍ଟାଡିୟମରେ ପାଣି

ଭୁବନେଶ୍ବର: ଜୱାଦ ପ୍ରଭାବରେ ବିଭିନ୍ନ ସ୍ଥାନରେ ବର୍ଷା ଜାରି ରହିଛି । ସେହିଭଳି କଳିଙ୍ଗ ଷ୍ଟାଡିୟମ୍ ରେ ମ୍ୟାଚ୍ ଚାଲଇଥିବା ବେଳେ ଏଠାରେ ମଧ୍ୟ ବର୍ଷା ପ୍ରଭାବ ଦେଖିବାକୁ ମିଳିଥିଲା । ହକି ଷ୍ଟାଡିୟମରେ ପାଣି ପଶିଯାଇଥିବା ବେଳେ ଖେଳ ବାଧା ପ୍ରାପ୍ତ ହୋଇଥିଲା । ଖେଳାଯିବାକୁ ଥିବା ପ୍ରଥମ…

‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ଜିତିଲେ ଢେଙ୍କାନାଳ ଝିଅ ସ୍ୱପ୍ନା

'ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ଜିତିଲେ ଢେଙ୍କାନାଳ ଝିଅ ସ୍ୱପ୍ନା ଢେଙ୍କାନାଳର ଝିଅ ସ୍ୱପ୍ନା ପ୍ରିୟଦର୍ଶିନୀ ‘ସୁପର ମଡେଲ୍ ଅଫ୍ ଦ ଇୟର ସିଜିନ ୨’ ରେ ତୃତୀୟ ସ୍ଥାନ ଅଧିକାର କରିଛନ୍ତି । ଏକ ଘରୋଇ ଟିଭି ଚ୍ୟାନେଲ ପକ୍ଷରୁ ଆୟୋଜିତ ରିୟାଲିଟି ସୋ’ ସୁପର ମଡେଲ୍ ଅଫ୍ ଦ ଇୟର ସିଜନ୍…

[ଭିଡ଼ିଓ] ମହିଳା ବେଶରେ ଶାଢୀ ପିନ୍ଧି ପୁରୁଷଙ୍କ ଦେବୀ ପୂଜା

କୁଲଙ୍ଗରା: ଭଗବାନଙ୍କ ଉପାସନା ପାଇଁ ବିଭିନ୍ନ ପ୍ରଥା । ବିଭିନ୍ନ ପଦ୍ଧତିରେ ପୂଜାର୍ଚ୍ଚନା । ତେବେ ବିଭିନ୍ନ ସ୍ଥାନରେ ଭିନ୍ନ ଭିନ୍ନ ଢଙ୍ଗରେ ଭଗବାନଙ୍କର ପୂଜାର୍ଚ୍ଚନା କରାଯାଇଥାଏ ।    ସେମିତି କିଛି ପୂଜା ପଦ୍ଧତି ଅଲାଗା ଢଙ୍ଗରେ ହୋଇଥାଏ । ଯାହାକି ଆମ ଜ୍ଞାତସାରରେ ନଥାଏ । ଯେଉଁଥିରେ…

ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ

ବ୍ରହ୍ମପୁର : ବର୍ଷାରେ ଭିଜି ଧାନ ଗଜା, ଚାଷୀ ମୁଣ୍ଡରେ ଚଡ଼କ । ବର୍ତ୍ତମାନ ଧାନା ଫସଲ ଅମଳ ସମୟ ହୋଇଥିବାରୁ ପାଚିଲା ଧାନରେ ବର୍ଷା ଜଳ ମାଡି ଅନେକ ଯାଗାରେ ତାହା ନଷ୍ଟ ହୋଇଥିବା ଚାଷୀ ମାନେ ଅଭିଯୋଗ କରିଛନ୍ତି ।  ବିଶେଷ କରି ଆଗୁଆ ଧାନା ଚାଷ କରିଥିବା ଚାଷୀ ମାନେ ଧାନ କାଟି ଜମିରେ ପକାଇ…

[ଭିଡ଼ିଓ] ‘ନାମର୍ଦ୍ଦ’ର ଶୁଭ ମହୁରତ

କଟକ: ଆଗକୁ ଆସୁଛି ଫିଲ୍ମ ନାମର୍ଦ୍ଦ । ଜଣେ ପୁରୁଷର ଚିନ୍ତା ଧାରା ଉପରେ ପର୍ଯ୍ୟବେସିତ ହୋଇଛି ଏହି ମୁଭି । ଜଣେ ସମ୍ଭ୍ରାନ୍ତ ଘରର ଯୁବକ ପ୍ରେମରେ ପଡ଼ି କିଭଳି ବିପଥଗାମୀ ହେଉଛି ତାହା ଏଥିରେ ଦେଖାଯାଇଛି । କଟକ ଚୌଧୁରୀ ବଜାର କଳିଙ୍ଗ ଗେଷ୍ଟ ହାଉସ ପରିସରରେ ଏହାର ଶୁଭ ମହୁରତ ଅନୁଷ୍ଠିିତ…