Latest Odisha News

ଝୁରୁଛି ଶଙ୍ଖାରୀ ଗାଁ. . .

ସେ ଥିଲେ ସାହିତ୍ୟର ସ୍ରଷ୍ଟା । ଓଡ଼ିଆ ସାହିତ୍ୟର ମଉଡ଼ମଣି ଆଉ କଥାକାର । ତାଙ୍କର କାଳଜୟୀ ଲେଖା ଏବେ ବି ପ୍ରତିଟି ହୃଦୟ ତନ୍ତ୍ରୀରେ । ଏବେ ସେହି ସ୍ରଷ୍ଟା ବସନ୍ତର ପ୍ରାନ୍ତରେ ପତ୍ରଝଡା ଋତୁଟିଏ ଭଳି ବିଦାୟ ନେଇ ଚାଲିଗଲେ ପୁଣି ଫେରିବାର ପ୍ରତିଶ୍ରୁତି ଦେଇ । ତାଙ୍କର ଲେଖନୀରୁ ନିଃସୃତ ସେହି…

ପ୍ରଣାମ ମଧୁ ବାବୁ

କାଳିଆ ଘୋଡାରେ ଚଢିବି , ମଧୁ ବାବୁ ସଙ୍ଗେ ଲଢିବି.. . ଏବେ ବି ଏହି ଧାଡିକ ସମସ୍ତଙ୍କ ମୁହଁରେ ଗୁଣଗୁଣେଇବାର ମନେ ଅଛି । ଓଡ଼ିଆ ଜାତିର ଗର୍ବ ଆଉ ଗୌରବ ତଥା ଓଡ଼ିଶା ପ୍ରଦେଶର ଜନକ ଥିଲେ ଉତ୍କଳ ଗୌରବ ମଧୁସୂଦନ ଦାସ । ପ୍ରଥମ ଓଡ଼ିଆ ଭାବେ ଜାତି ତାଙ୍କୁ ନେଇ ଗର୍ବ କରେ । ସେ ଥିଲେ ଖୁବ୍…

ସଙ୍କଟରେ ସହଯୋଗ

କରୋନା ଭଳି ସଙ୍କଟଜନକ ସ୍ଥିତିରେ ସହଯୋଗ । ସ୍ଥିତି ଉଦବେଗଜନକ ହୋଇପଡିଥିବା ବେଳେ ସହଯୋଗର ହାତ ବଢାଇଛନ୍ତି ବିଶ୍ୱର ଦୁଇ ବଡ଼ କମ୍ପାନୀର ମୁଖ୍ୟ । ଭାରତୀୟ ବଂଶୋଦ୍ଭବ ଗୁଗଲର ମୁଖ୍ୟ ସୁନ୍ଦର ପିଚାଇଙ୍କ ସହିତ ମାଇକ୍ରୋସଫ୍ଟର ସତ୍ୟ ନାଦେଲା ମହାମାରୀ ସଙ୍କଟ କାଳରେ ଦେଲେ ସହାୟତା ।

ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ

ଢେଙ୍କାନାଳ:ପାଞ୍ଚ ବର୍ଷର ଶିଶୁପୁତ୍ରର ମୃତ ଦେହକୁ ଅସମ୍ମାନ। ଢେଙ୍କାନାଳ ହସ୍ପିଟାଲରୁ ମିଳିଲାନି ମହାପ୍ରୟାଣ ଗାଡ଼ି । କାନ୍ଧରେ ପକେଇ ବୋହି ବୋହି ନେବା ବାଟରେ ଅଟକାଇଲେ ଲୋକେ। ଆଉ ବେସରକାରୀ ଶବବୁହା ଗାଡିରେ ପଠାଇଲେ ଘରକୁ। ଯାହାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖିବାକୁ ମିଳିଛି ।

କ୍ଲୋଇ ଜାଓଙ୍କୁ ଓସ୍କାର

ଶ୍ରେଷ୍ଠ ନିର୍ଦ୍ଦେଶିକା ଭାବେ ଓସ୍କାର ଆୱାର୍ଡ ପାଇଲେ କ୍ଲୋଇ ଜାଓ । ପ୍ରଥମ ଏସୀୟ ମହିଳା ଭାବେ ସମ୍ମାନୀତ । ‘ନୋମାଡଲାଣ୍ଡ’ ଫିଲ୍ମର ନିର୍ଦ୍ଦେଶନା ନେଇଥିବା ଚୀନ୍‌ର କ୍ଲୋଇଙ୍କୁ ମିଳିଛି ଏକାଡେମୀ ଆୱାର୍ଡ । ପରିଣତ ବୟସରେ ଜୀବନ ଜୀଇଁବାର ସଂଘର୍ଷକୁ ଫିଲ୍ମରେ ରୂପ ଦେଇଛନ୍ତି ‘କ୍ଲୋଇ’ ।…

ଦୂର ହେବ ଜଳକଷ୍ଟ

ସମ୍ବଲପୁର:ସମ୍ବଲପୁରକୁ ରାଜ୍ୟ ସରକାରଙ୍କ ୧୮୮ କୋଟିର ଭେଟି, ଦୂର ହେବ ଜଳକଷ୍ଟ । ରାଜ୍ୟ କ୍ୟାବିନେଟର ଏହି ସ୍ବତନ୍ତ୍ର ପ୍ଲାନ ପାଇଁ ଟେଣ୍ଡର ଅନୁମୋଦନ ଶେଷ ହୋଇଛି । ଏହି ଯୋଜନା ଦ୍ବାରା ଜିଲ୍ଲାର ସମସ୍ତ ଉପାନ୍ତ ଅଞ୍ଚଳକୁ ପର୍ଯ୍ୟାପ୍ତ ବିଶୁଦ୍ଧ ଜଳ ଯୋଗାଣ ହୋଇପାରିବ । ସମ୍ବଲପୁର ମହାନଗର…

ଜଳପଥରେ କରୋନା କଟକଣା

ପାରାଦ୍ଵୀପ: କରୋନା ଯୋଗୁ ବିଭିନ୍ନ ସ୍ଥାନରେ କଟକଣା । ପାରାଦ୍ଵୀପ ଜଳପଥରେ ଲାଗିଛି ରୋକ୍ । ତ୍ରୀସ୍ତରୀୟ ସୁରକ୍ଷା ବଳୟରେ ଏବେ ଉପକୂଳବର୍ତ୍ତୀ ସମୁଦ୍ର ତଟ । ଅନ୍ୟ ରାଜ୍ୟର ବୋଟ କିମ୍ବା ଡଙ୍ଗା କୁ ଓଡ଼ିଶା ସୀମା ମନା । ସରକାରଙ୍କ ଘୋଷଣା ପରେ ତତ୍ପର ହୋଇଛି ପାରାଦ୍ଵୀପ ମେରାଇନ ପୋଲିସ ।

ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ !

ଚିତ୍ତୋରଗଡର ରାଣୀ ପଦ୍ମାବତୀଙ୍କ ଜୋହର କୁଣ୍ଡ । ଯେଉଁଠି ରହିଛି ଅନେକ ଲୋମଟାଙ୍କୁରା ରହସ୍ୟ । ହେଲେ କଣ୍ ସେ ରହସ୍ୟ ତାହା ଆଜି ଯାଏ କେହି ବି ଜାଣିପାରିନାହିଁ । ବହୁ ଲୋକ ସେ ସ୍ଥାନକୁ ଯିବାର ପ୍ରୟାସ କରିଥିଲେ ବି ସଫଳ ହୋଇନାହାନ୍ତି । ତେବେ ଜୋହର କୁଣ୍ଡ ନେଇ ଦେଖିବା ଏହି ରିପୋର୍ଟ ।

ଖୋର୍ଦ୍ଧାରେ ପୁଲିସର କଡାକଡି ଯାଂଚ

ଖୋର୍ଦ୍ଧା : ଭୂତାଣୁ ଭୟ ସମସ୍ତଙ୍କୁ୍ୁ ଘାରିଛି । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ। କାରୋନାର ଦ୍ଵିତୀୟ ଷ୍ଟ୍ରେନ୍ ପରେ ଖୋର୍ଦ୍ଧାରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟ ଡାଉନ। ସହର ସାରା ସବୁ ବନ୍ଦ । ଖୋର୍ଦ୍ଧା ଚାରିପଟେ ତିନୋଟି ସ୍ଥାନରେ ପୋଲିସର ଚେକିଂ ଚାଲିଛି।…

ସପ୍ତାହନ୍ତ ସଟଡାଉନ୍ ଯୋଗୁ ରାସ୍ତାଘାଟ ଜନଶୂନ୍ୟ

ଢେଙ୍କାନାଳ:କରୋନା ଯୋଗୁ ପରିସ୍ଥିତି ଅଣାୟତ ହେବାରେ ଲାଗିଛି । କରୋନା ଦ୍ୱିତୀୟ ଲହର ଯୋଗୁ ବିଭିନ୍ନ ସ୍ଥାନରେ ସତର୍କତା ଅବଲମ୍ବନ କରାଯାଉଛି । ଏନେଇ ସପ୍ତାହନ୍ତ ସଟଡାଉନ୍ ଜାରି ରହିଛି । ଶନିବାର ଓ ରବିବାର ଦୁଇ ଦିନିଆ ସଟଡାଉନ ଘୋଷଣା କରାଯାଇଛି । ଢେଙ୍କାନାଳର ବିଭନ୍ନ ସ୍ଥାନ ଜନଶୂନ୍ୟ…