Latest Odisha News

BREAKING NEWS

ବିଜନେସ୍ ଟାଇକୁନ୍ ରତନ ଟାଟା

ବିଜନେସ୍ ଟାଇକୁନ୍ ରତନ ଟାଟା । ଜଣେ ଶିଳ୍ପପତି ଆଉ ସମାଜସେବୀ । ପ୍ରଥମେ ଆଇବିଏମ୍‌ରୁ ଚାକିରୀ ଛାଡି ଟାଟା ଷ୍ଟିଲରୁ କାମ ଆରମ୍ଭ କରିଥିଲେ ରତନ । ଦେଶର ସମସ୍ୟା ଆଉ ସଙ୍କଟ କାଳରେ ସବୁବେଳେ ସହଯୋଗ ପାଇଁ ଆଗକୁ ଆସିଛନ୍ତି । ଏପରିକି କରୋନା ଭଳି ବିପତ୍ତି ସମୟରେ ମଧ୍ୟ ପ୍ରତିଦିନ ୩ଶହ ଟନ୍…

ନିଆରା ନବୀନ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ରାଜନୀତି ରଣକ୍ଷେତ୍ରରେ ଦୀର୍ଘ ୨୦ବର୍ଷ ଧରି କରୁଛନ୍ତି ରାଜ୍ । ୫ ମାର୍ଚ୍ଚ ୨୦୦୦ରୁ ନବୀନ ବିଜୁ ଜନତା ଦଳର ଅପ୍ରତିଦ୍ୱନ୍ଦୀ ନେତା ହେଉଛନ୍ତି ନବୀନ । କରୋନା କାଳରେ ମୁକାବିଲା ନେଇ ଆଗକୁ ବାହାରିଛନ୍ତି । ଏନେଇ ଜାତୀୟ ସ୍ତରରେ ମଧ୍ୟ ନବୀନଙ୍କୁ ଭୁରି…

ବହୁ ଚର୍ଚ୍ଚିତ ସିମାଞ୍ଚଳ ହତ୍ୟାକାଣ୍ଡ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି

କଳାହାଣ୍ଡି:ସିମାଞ୍ଚଳ ହତ୍ୟାକାଣ୍ଡ, ଅନ୍ଧାରରେ ବାଡ଼ି ବୁଲାଉଛି ପୋଲିସ, କ୍ରାଇମ ବ୍ରାଞ୍ଚ ତଦନ୍ତ ଦାବି । କଳାହାଣ୍ଡି ଜିଲ୍ଲାର ବହୁ ଚର୍ଚ୍ଚିତ ସୀମାଞ୍ଚଳ ମହାପାତ୍ର ହତ୍ୟାକାଣ୍ଡ ଘଟଣା । ଦିର୍ଘ କୋଡ଼ିଏ ଦିନ ଉପରେ ବିତି ଯାଇଥିଲେ ସୁଦ୍ଧା ଅପରାଧୀ କୁ ଠାବ କରି ପାରିନାହିଁ ଜୟପାଟଣା ପୋଲିସ।…

ଉଚ୍ଛେଦ ନେଇ ତୁମୁଳ କାଣ୍ଡ

କେନ୍ଦୁଝର:ଉଚ୍ଛେଦ ନେଇ ଗାଁରେ ତୁମୁଳ କାଣ୍ଡ । ପୁଲିସ ଓ ଗାଁ ଲୋକଙ୍କ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହୋଇଛି । କାନପୁର ଜଳସେଚନ ପ୍ରକଳ୍ପ ପାଇଁ ଉଚ୍ଛେଦ କରାଯାଉଛି । କେନ୍ଦୁଝର, ଯୋଡା, ଧୋବାକଚଡା ଆଦି ୩୧୪ ଘର ଉଚ୍ଛେଦ କରାଯିବାକୁ ଥିବା ବେଳେ ବିରୋଧ କରିଛନ୍ତି ଲୋକେ । ପୁଲିସ…

ଭାରତ ଫେରିବେ ନୀରବ ମୋଦି

ଶେଷରେ ଭାରତ ଫେରିବେ ପଳାତକ ହୀରା ବ୍ୟବସାୟୀ ନୀରବ ମୋଦି । ନୀରବ ମୋଦିକୁ ବ୍ରିଟେନରୁ ଭାରତ ଅଣାଯିବାର ବାଟ ସଫା ହୋଇଯାଇଛି । ଏନେଇ ପ୍ରତ୍ୟାପଣ ପାଇଁ ଅନୁମତି ଦେଇଛନ୍ତି ବ୍ରିଟେନ ସରକାର । ପିଏନବି ବ୍ୟାଙ୍କ ଘୋଟାଲାରେ ପଳାତକ ସାଜିଥିଲେ ନୀରବ ଆଉ ତାଙ୍କ ମାମୁଁ ମେହୁଲ। ତେବେ ନୀରବଙ୍କ…

ଗ୍ୟାଙ୍ଗଷ୍ଟର ହାଇଦରର ହାଇଡ୍ରାମା

୧୨୦ଘଣ୍ଟାର ଅପରେସନ ପରେ ତେଲେଙ୍ଗାନରୁ ଗିରଫ ହୋଇଛି ଗ୍ୟାଙ୍ଗଷ୍ଟର ହାଇଦର । ପୁଲିସର ଦୁଇଟି ଟିମ୍ ତେଲେଙ୍ଗାନା ପ।ଇ ଛାନ୍‌ଭିନ୍ ପରେ ଧରାପଡିଥିଲା ସେଖ୍ ହାଇଦର । ତେବେ ଦୀର୍ଘ ୧୬ ବର୍ଷ ପରେ ହାଇଦର ଫେରାର ହେବା ପଛରେ କିଛି ଷଡନ୍ତ୍ର ଥିଲା କି? ନା ଅଲଗା କିଛି ରହସ୍ୟ ଅଛି । ଏନେଇ ତଦନ୍ତ…

ରହସ୍ୟମୟ କୁମ୍ଭୀର ଭବ୍ୟା

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ଅସମ୍ଭବକୁ ସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ନିମ୍ନ ମାନର ରାସ୍ତା କାମ ଯୋଗୁ ଅଶାନ୍ତି

କଳାହାଣ୍ଡି :ଲୋକଙ୍କ ସୁବିଧା ପାଇଁ କରାଯାଉଛି ଯୋଜନା ପରେ ଯୋଜନା । ଏନେଇ ଲକ୍ଷାଧିକ ଟଙ୍କା ଖର୍ଚ୍ଚ ବି କରାଯାଉଛି । ହେଲେ କିଛି ଅସାଧୁ କର୍ମଚାରୀଙ୍କ ପାଇଁ ଯୋଜନା ସବୁ ପ୍ରହସନ ପାଲଟିଛି । ଯାହା ଏହି କଳାହାଣ୍ଡି କୋକସରା ବ୍ଲକରେ ଦେଖିବାକୁ ମିଳିଛି । ଗାଁରେ ରାସ୍ତା ନଥିବାରୁ ତିଆରି…

ଏଲିଏନ୍ସ ,ବାସ୍ତବ ନା କଳ୍ପନା

ବିଜ୍ଞାନ ଯୁଗରେ ନୁଆ ନୂଆ ଆବିଷ୍କାର ଆମକୁ ବିସ୍ମୟ କରିଆସୁଛି । ବୈଜ୍ଞାନିକଙ୍କ ପାଖରେ ସବୁ ସମ୍ଭବକୁ ଅସମ୍ଭବ କରିବାର ରହିଛି କ୍ଷମତା । ହେଲେ ପ୍ରକୃତି ଭିିତରେ ଏମିତି କିଛି ଘଟଣା ଘଟୁଛି ଯାହାକି ଭେଦ କରିବାକୁ ବୈଜ୍ଞାନିକ ବି ସଫଳ ହୋଇନାହାନ୍ତି । ଆମ ଚାରିପଟେ ଏମିତି ବହୁ ରହସ୍ୟ ରହିଛି ।…

ଚର୍ଚ୍ଚାରେ ବାଗ୍‌ଚୀ ଦମ୍ପତି

ଭୁବନେଶ୍ୱରରେ ହେବ ୫୦୦ ଶଯ୍ୟା ବିଶିଷ୍ଟ କ୍ୟାନସର ହସପିଟାଲ । ଆଉ ଏନେଇ ୩୪୦କୋଟି ପ୍ରଦାନ କରି ଚର୍ଚ୍ଚାରେ ବାଗ୍‌ଚୀ ଦମ୍ପତି । ଓଡ଼ିଶା ମାଟି ପାଇଁ ଏହି ମୂଲ୍ୟ ବହୁତ କମ୍ । ତେବେ କ୍ୟାନସର ହସପିଟାଲ ହେଲେ ବହୁ ଗରିବ କ୍ୟାନସର ପୀଡିତଙ୍କୁ ଚିକିତ୍ସାରେ ସୁବିଧା ମିଳିପାରିବ ବୋଲି କହିଛନ୍ତି…