ଖୋର୍ଦ୍ଧା : ଭୂତାଣୁ ଭୟ ସମସ୍ତଙ୍କୁ୍ୁ ଘାରିଛି । ଖୋର୍ଦ୍ଧା ଜିଲ୍ଲାରେ ରାଜ୍ୟର ସବୁଠାରୁ ଅଧିକ ସଂକ୍ରମିତ। କାରୋନାର ଦ୍ଵିତୀୟ ଷ୍ଟ୍ରେନ୍ ପରେ ଖୋର୍ଦ୍ଧାରେ ଆରମ୍ଭ ହୋଇଛି ସପ୍ତାହନ୍ତ ସଟ ଡାଉନ। ସହର ସାରା ସବୁ ବନ୍ଦ । ଖୋର୍ଦ୍ଧା ଚାରିପଟେ ତିନୋଟି ସ୍ଥାନରେ ପୋଲିସର ଚେକିଂ ଚାଲିଛି। ବିଭିନ୍ନ ସ୍ଥାନରେ ପୋଲିସ ଯିବା ଆସିବା କରୁଥିବା ଲୋକଙ୍କ ଚେକିଂ କରୁଛି। ଲୋକମାନେ କେହି ଘରୁ ବାହାରକୁ ବାହାରୁ ନାହାନ୍ତି । ପୋଲିସ ପ୍ରଶାସନ ପକ୍ଷରୁ ଖୋର୍ଦ୍ଧା ସହରର ତିନୋଟି ପ୍ରବେଶ ପଥ ଏବଂ ସହରର ବିଭିନ୍ନ ସ୍ଥାନରେ ଚେକିଂ କଡାକଡି କରାଯାଇଛି। ଖୋର୍ଦ୍ଧା ତହସିଲଦାର ,ଏସପି ନିଜେ ବିଭିନ୍ନ ସ୍ଥାନରେ ସତ ଡାଉନ ପରିସ୍ଥିତି ଉପଟେ ନଜର ରଖିଛନ୍ତି। ଏହି ସଟ ଡାଉନ ଦୁଇ ଦିନ ବଳବତ୍ତର ରହିବ ।
BREAKING NEWS
- Rahul Hits Back: ମୋଦିଙ୍କୁ କଡା ଜବାବ ଦେଲେ ରାହୁଲ, କହିଲେ, ‘ଲଜ୍ଜିତ, ବଦନାମ ଓ ନିରବ କରିବାକୁ ଉଦ୍ୟମ…’
- ଓଡ଼ିଶା ପୋଲିସ ଡିଜି ନିଯୁକ୍ତି ମାମଲା: ପକ୍ଷଭୁକ୍ତ ହେଲେ ଆଇପିଏସ୍ ସୁଶାନ୍ତ ନାଥ
- ୯ ଯୁବ IASଙ୍କୁ ଉପଜିଲ୍ଲାପାଳ ନିଯୁକ୍ତି…
- ପାଠ ପଢୁଛନ୍ତି ଆତଙ୍କୀ! ଜୈଶ୍ ମୁଖ୍ୟାଳୟରେ ୨ ମାସର ଟ୍ରେନିଂ
- ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ନିର୍ଦ୍ଦେଶ: ମନ୍ତ୍ରୀ
- ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର
- Hanuman Ansh: ୨୧ ବର୍ଷୀୟା ଯୁବତୀଙ୍କ କମାଲ! ପ୍ରଥମ ଫିଲ୍ମ…୧୦୦ କୋଟି ପାର୍!
- ଓଡ଼ିଶା ଜଙ୍ଗଲରୁ ୫ଟି ବିରଳ ଓରାଙ୍ଗଉଟାନ ଠାବ ଘଟଣା: କେଉଁଠୁ ଆସିଲେ ତଦନ୍ତ କରିବ WCCB
- Eiffel Tower: କାହଁକି ହଠାତ୍ ବନ୍ଦ ହେଲା ଆଇଫିଲ୍ ଟାୱାର? ମହିଳା କର୍ମଚାରୀଙ୍କୁ ନେଇ କ’ଣ ଥିଲା ପୂରା ବିବାଦ…
- ବାଲେଶ୍ୱରରେ ୫ ଓରାଙ୍ଗଉଟାନ୍ ଠାବ


Comments are closed.