Latest Odisha News

BREAKING NEWS

ବକ ପଞ୍ଚୁକ

ଶ୍ରୀମାନ ସର୍ବଗିଳାଙ୍କ ଲଘୁକଥା ସ୍ଵଭାବରେ କାଉ ବଡ଼ ଚତୁର, ଏଇ କଥା ସେ ବହୁକାଳରୁ ଶୁଣିଆସୁଛି । କିନ୍ତୁ କାର୍ତ୍ତିକ ମାସର ଶେଷ ପାଞ୍ଚଦିନ ବଗ ବି ଆମିଷ ଖାଉନଥିବାରୁ ବକ ପଞ୍ଚୁକ ନାମଦେଇ କହିବାଟା.. କାଉର ହଜମ ହେଲାନି । ତା' ଯୁକ୍ତିହେଲା ଆମେ ଉଭୟେ ନନଭେଜ, ମାନେ ଆମିଷପ୍ରିୟ ପକ୍ଷୀ ।…

ଧାରାବାହିକ ଉପନ୍ୟାସ : ଦଗ୍ଧ ଉପବନ (୫୮)

ଶକ୍ତିପ୍ରଦା ମହାପାତ୍ରଙ୍କ ଧାରାବାହିକ ଉପନ୍ୟାସ ‘ଦଗ୍ଧ ଉପବନ’ ସୁରେଖା ବଜାରକୁ ସଉଦା ଆଣିବା ପାଇଁ ବାହାରକୁ ଚାଲି ଯାଇଛି । କଣ କରିବ ଆସ୍ଥା କିଛି ଜାଣି ପାରୁନି ! ମୁଣ୍ଡକୁ କିଛି ଜୁଟୁନି ତାର ।ଯୋଉ କଥା ଏତେ ଦିନ ହେଲାଣି କହି ପାରିନି ନିମିଅପାଙ୍କୁ କେମିତି କହିବ ? କଣ ସେ ଭାବିବେ…

ସାହିତ୍ୟ ରଚନା ପାଇଁ ଅନୁଭୂତି ଓ କଳ୍ପନା ଅଙ୍ଗାଙ୍ଗୀ ଭାବରେ ଜଡ଼ିତ : ପ୍ରଶାନ୍ତ ନନ୍ଦ

ଏକାଧାରରେ ସେ ଜଣେ ଚଳଚ୍ଚିତ୍ର ଅଭିନେତା, ନିର୍ଦ୍ଦେଶକ, ସଂଳାପ ଲେଖକ, ଗୀତିକାର, ରାଜନୀତିଜ୍ଞ ତଥା ସାହିତ୍ୟିକ। ନିଜର ବହୁମୂଖୀ ପ୍ରତିଭା ସହ ସେ ଅନନ୍ୟ ଏବଂ ଅସାଧାରଣ। ଯେଉଁ କ୍ଷେତ୍ରରେ ସେ ପାଦ ଦେଇଛନ୍ତି ସେଇଠି ସଫଳତାର ଶୀର୍ଷରେ ପହଞ୍ଚି ଉଦାହରଣ ସୃଷ୍ଟି କରିଛନ୍ତି। ଓଡ଼ିଆ ଭାଷା…

ଭାଷା ଭାଗବତ : ଭାଷାର କାହାଣୀ

ପ୍ରଫୁଲ୍ଲ କୁମାର ତ୍ରିପାଠୀଙ୍କ ନିୟମିତ ବିଭାଗ ‘ଭାଷା ଭାଗବତ’ ମଣିଷ ଭାଷାବଂତ ପ୍ରାଣୀ ଅଗ କି ମୂଳକୁ ନ ଜାଣି ଉଦ୍‌ଗାରେ ଅନର୍ଗଳ ବାଣୀ ଏହା ତା ଭାଷାର କାହାଣୀ ଅତ୍ୟୁକ୍ତି ଅଥବା ଅଳ୍ପୋକ୍ତି କରିଲେ ସୁଜ୍ଞାନର ମତି ଜ୍ଞାନ ହିଁ ଭୋଗେ ସବୁ କ୍ଷତି ଭାଷା କରେନି…

ସାହିତ୍ୟ, ନିଜ ଗତିପଥ ନିଜେ ନିର୍ଦ୍ଧାରଣ କରେ : ଶତ୍ରୁଜିତ

ଓଡ଼ିଶା ସାହିତ୍ୟରେ ଜଣେ ଅଗ୍ରଣୀ ଲେଖକ ଭାବେ ନିଜର ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଛନ୍ତି ଶତ୍ରୁଜିତ ( ଦିଲୀପ ମିଶ୍ର )। ସ୍ତମ୍ଭ , ଗଳ୍ପ , କବିତା, ଫିଚର, ଭଳି ଓଡ଼ିଆ ସାହିତ୍ୟର ବିବିଧ କ୍ଷେତ୍ରରେ ନିଜର ପାରଦର୍ଶିତା ପ୍ରଦର୍ଶନ କରି ବିପୁଳ ପାଠକୀୟ ଆଦୃତି ଲାଭ କରିଛନ୍ତି ସେ। ତାଙ୍କ…

ସାହିତ୍ୟ ସର୍ଜନା ପାଇଁ ଗୋଟିଏ ଜନ୍ମ ଯଥେଷ୍ଟ ନୁହେଁ : ଅର୍ଚ୍ଚନା

ଓଡ଼ିଆ ସାହିତ୍ୟର ଜଣେ ସମ୍ବେଦନଶୀଳ ଓ ପ୍ରାଣବନ୍ତ ପ୍ରତିଭା ଅର୍ଚ୍ଚନା । ଗଳ୍ପ, ଉପନ୍ୟାସ, କବିତା ପ୍ରଭୃତି କ୍ଷେତ୍ରରେ ସେ ସାଉଣ୍ଟିଛନ୍ତି ବିପୁଳ ପାଠକୀୟତା । ତାଙ୍କ ସର୍ଜନା କ୍ଷେତ୍ରର ପରିସୀମା ମପାଯାଇ ପାରେନା । ଭାବ ଓ ଭାଷାର ସମ୍ମିଶ୍ରଣରେ ସେ ରୁଦ୍ଧିମନ୍ତ କରିଚାଲିଛନ୍ତି ଓଡ଼ିଆ ବାଣୀ…

ମା’ ସିଦ୍ଧିଦାତ୍ରୀ

ନବରାତ୍ରର ନବସ୍ୱରୂପର ନବମ ରୂପ ‘ମା’ ସିଦ୍ଧିଦାତ୍ରୀ ’ ଶାରଦୀୟ ନବରାତ୍ରର ନବମ ଅର୍ଥାତ ଅନ୍ତିମ ଦିବସରେ ମା' ଦୁର୍ଗାଙ୍କୁ ସିଦ୍ଧିଦାତ୍ରୀ ସ୍ୱରୂପରେ ଉପାସନା କରାଯାଏ। ଏହି ରୂପରେ ପଦ୍ମାସନା ଦେବୀ ଚତୁର୍ଭୂଜା ଓ ହାତରେ ଶଙ୍ଖ, ଚକ୍ର, ଗଦା ଓ ପଦ୍ମ ଧାରଣ କରିଥାନ୍ତି। ମା'…

ମା’ ମହାଗୌରୀ

ନବରାତ୍ରର ନବସ୍ୱରୂପର ଅଷ୍ଟମ ରୂପ ‘ମା’ ମହାଗୌରୀ ’ ନବରାତ୍ରର ଅଷ୍ଟମ ଦିବସରେ ମା' ଦୁର୍ଗାଙ୍କୁ ମହାଗୌରୀ ସ୍ୱରୂପରେ ଉପାସନା କରାଯାଏ।ଏହା ଦେବୀଙ୍କ ସୌମ୍ୟ ରୂପ। ଏହି ରୂପରେ ବୃଷଭ ବାହିନୀ ଦେବୀଙ୍କ ଶରୀରର ବର୍ଣ୍ଣ ଗୌର, ଶ୍ୱେତବସ୍ତ୍ର ପରିହିତା ଦେବୀ ଚତୁର୍ଭୂଜା ଓ ଦୁଇ ହାତରେ ଡମ୍ବରୁ…

ସାହିତ୍ୟ ପ୍ରେମରେ ସାରା ଜୀବନ ବିତେଇବାକୁ ଚାହେଁ : ପଲ୍ଲବୀ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପଲ୍ଲବୀ ନାୟକ । ଏକାଧାରରେ ଜଣେ କବୀ , ଗାଳ୍ପିକା ଏବଂ ଔପନ୍ୟାସିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ ପୁଣି ପ୍ରେମର କଥା କହେ । । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ…

ମା’ କାଳରାତ୍ରି

ନବରାତ୍ରର ନବସ୍ୱରୂପର ସପ୍ତମ ରୂପ ‘ମା’ କାଳରାତ୍ରି ’ ନବରାତ୍ର ସପ୍ତମ ଦିବସରେ ମାଙ୍କୁ କାଳରାତ୍ରି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କର ବିକଟାଳ ରୂପ। ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ…