Latest Odisha News

ସାହିତ୍ୟ ପ୍ରେମରେ ସାରା ଜୀବନ ବିତେଇବାକୁ ଚାହେଁ : ପଲ୍ଲବୀ ନାୟକ

ସମକାଳୀନ ଓଡ଼ିଆ ସାହିତ୍ୟର ଜଣେ ସୁପରିଚିତ ବ୍ୟକ୍ତିତ୍ୱ ପଲ୍ଲବୀ ନାୟକ । ଏକାଧାରରେ ଜଣେ କବୀ , ଗାଳ୍ପିକା ଏବଂ ଔପନ୍ୟାସିକା। ତାଙ୍କ କଲମ ମାଟିର କଥା କହେ, ଜନ- ଜୀବନର କଥା କହେ ପୁଣି ପ୍ରେମର କଥା କହେ । । ତାଙ୍କ ରଚିତ ପ୍ରତ୍ୟେକ କବିତା ତଥା ଗଳ୍ପ ପାଠକଙ୍କ ମନରେ ସୃଷ୍ଟି କରେ ଏକ ଭିନ୍ନ…

ମା’ କାଳରାତ୍ରି

ନବରାତ୍ରର ନବସ୍ୱରୂପର ସପ୍ତମ ରୂପ ‘ମା’ କାଳରାତ୍ରି ’ ନବରାତ୍ର ସପ୍ତମ ଦିବସରେ ମାଙ୍କୁ କାଳରାତ୍ରି ସ୍ୱରୂପରେ ଉପାସନା କରାଯାଏ। ଏହା ଦେବୀଙ୍କର ବିକଟାଳ ରୂପ। ଏହି ରୂପରେ ତ୍ରୀନେତ୍ର ଧାରିଣୀ, ଶରୀରର ବର୍ଣ୍ଣ ଅନ୍ଧକାର ଭଳି ଗାଢ଼ କଳା ଚତୁର୍ଭୁଜା ଦେବୀ ଗର୍ଦଭ ଉପରେ ଆରୁଢ ହୋଇ ହାତରେ…

ମା’ କାତ୍ୟାୟନୀ

ନବରାତ୍ରର ନବସ୍ୱରୂପର ଷଷ୍ଠ ରୂପ ‘ମା’ କାତ୍ୟାୟନୀ ’ ଆଜି ନବରାତ୍ରୀର ଷଷ୍ଠ ଦିନ। ଶାସ୍ତ୍ର ଅନୁସାରେ ଏହି ଦିନ ଆଦି ଶକ୍ତି ମା' ଦୁର୍ଗାଙ୍କୁ କାତ୍ୟାୟନୀ ରୂପରେ ପୂଜା କରାଯାଏ। ଦେବୀଙ୍କର ଏହି ସ୍ଵରୂପକୁ କନ୍ୟାମାନେ ପୂଜା କଲେ ଯୋଗ୍ୟ ଜୀବନସାଥୀ ପ୍ରାପ୍ତ ହୋଇଥାଏ ବୋଲି ମାନ୍ୟତା ଅଛି ।…

ମା’ କୁଷ୍ମାଣ୍ଡା

ନବରାତ୍ରର ନବସ୍ୱରୂପର ଚତୁର୍ଥ ରୂପ ‘ମା' କୁଷ୍ମାଣ୍ଡା' ଶାରଦୀୟ ନବରାତ୍ରର ଚତୁର୍ଥ ଦିନ ମା’ କୁଷ୍ମାଣ୍ଡାଙ୍କ ଆରାଧନା କରାଯାଏ । ନିଜଉଦରରୁ ମା' ଏହି ବ୍ରହ୍ମାଣ୍ଡକୁ ସୃଷ୍ଟି କରିଥିବା କାରଣରୁ ତାଙ୍କ ନାମ କୁଷ୍ମାଣ୍ଡା ଭାବରେ ଅଭିହିତ । ମା’ କୁଷ୍ମାଣ୍ଡା ହେଉଛନ୍ତି ତେଜ ଏବଂ ପ୍ରତାପର…

ମା’ ଚନ୍ଦ୍ରଘଣ୍ଟା

ନବରାତ୍ରର ନବସ୍ୱରୂପରତୃତୀୟ ରୂପ ‘ମା' ଚନ୍ଦ୍ରଘଣ୍ଟା ’ ନବରାତ୍ରର ତୃତୀୟ ଦିବସରେ ପରମ କଲ୍ୟାଣକାରୀ ଓ ଶାନ୍ତି ପ୍ରଦାୟିନୀ ମା' ଚନ୍ଦ୍ରଘଣ୍ଟା ରୂପରେ ପୂଜା ପାଇଥାନ୍ତି । କକଥିତ ଅଛି ଯେ ମା' ଚନ୍ଦ୍ରଘଣ୍ଟାଙ୍କ ଘଣ୍ଟ ଧ୍ଵନିରେ ଅତ୍ୟାଚାରୀ, ଦାନବ, ଦୈତ୍ୟ ସବୁ ଭୟଭୀତ ହୁଅନ୍ତି। ମସ୍ତକରେ…

ସ୍ୱଳ୍ପ ଗଳ୍ପ : ଶେଷର ନିର୍ଦ୍ଦେଶ

ଜ୍ୟୋତି ନନ୍ଦଙ୍କ ନିୟମିତ ସ୍ତମ୍ଭ ‘ସ୍ୱଳ୍ପ ଗଳ୍ପ’ ଭାଗ : ୩୬ ଜଣେ ରାଜା ବୋଲି ମଣୁଅଛି ତେଣୁ ଅଧୀନର ଦୋଷ କ୍ଷମା କରିବା ହୁଅନ୍ତୁ । ଆପଣ ଯେତେବେଳେ ଜଣେ ରାଜା ତେବେ ଆପଣଙ୍କୁ କେହି କେବେ ସିଧା ସଳଖ ଏମିତି କହିପାରିବ ନାହିଁ, ହେ ରାଜନ୍,ଆପଣଙ୍କର ସମୟ ଏବେ ଶେଷ । ଆପଣ ନିଜର ସମାପ୍ତି…

ମା’ ବ୍ରହ୍ମଚାରିଣୀ

ନବରାତ୍ରର ନବସ୍ୱରୂପର ଦ୍ଵିତୀୟ ରୂପ ‘ମା ବ୍ରହ୍ମଚାରିଣୀ ’  ନବରାତ୍ରର ଦ୍ୱିତୀୟ ଦିବସରେ ତପ, ତ୍ୟାଗ ଓ ଶକ୍ତିର ଦେବୀ ମା’ ବ୍ରହ୍ମଚାରିଣୀ ସ୍ୱରୂପରେ ପୂଜା ପାଇଥାନ୍ତି । ଏହି ସ୍ୱରୂପ ସହ ମା'ଙ୍କର ଅନ୍ୟ ଦୁଇନାମ ହେଲା ଅପର୍ଣ୍ଣା ଓ ଉମା। ଦେବୀଙ୍କ ଏହି ରୂପ ତପସ୍ୟାର ତେଜରେ ତେଜୋଦୀପ୍ତ…

ମା’ ଶୈଳପୁତ୍ରୀ

 ନବରାତ୍ରର ନବସ୍ୱରୂପର ପ୍ରଥମ ରୂପ  'ମା' ଶୈଳପୁତ୍ରୀ' ପବିତ୍ର ମହାଳୟା ପରେ ଆରମ୍ଭ ହୋଇଛି ମା' ଜଗତଜନନୀଙ୍କର ଆଗମନୀର ପର୍ବ । ହିନ୍ଦୁ ରୀତି ନୀତି ଅନୁସାରେ ପାର୍ବଣର ଶୁଭ ଅବସରରେ ନଅ ଦିନ ଧରି ମା'ଦୁର୍ଗାଙ୍କର ନଅଟି ସ୍ୱରୂପର ଉପାସନା କରାଯାଏ। ଏହାକୁ ଶାରଦା ନବରାତ୍ରି ବୋଲି ବି…

ଅନୁଭୂତିରୁ ଯେଉଁ ସାହିତ୍ୟ ସୃଷ୍ଟି ହୁଏ, ତାହା କାଳଜୟୀ : ସ୍ମୃତି ପଟ୍ଟନାୟକ

ଓଡ଼ିଆ ଭାଷା ସାହିତ୍ୟ ଜଗତରେ କଥା ଓ କବିତାରେ ନିଜର ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିଛନ୍ତି ସ୍ମୃତି ପଟ୍ଟନାୟକ । ଅତି ସାଧାରଣ ଘଟଣାଗୁଡ଼ିକୁ ଭାବ ଓ ଭାଷାର ସମନ୍ୱୟରେ ଏକ ଆବେଗମୟ ପରିବେଶ ସୃଷ୍ଟି ହିଁ ତାଙ୍କ ଗଳ୍ପର ବିଭବ ପୁଣି କବିତାର ତତ୍ତ୍ୱ ଏବଂ ଉପନ୍ୟାସର ଆରମ୍ଭ । ଚିରାଚରିତ ଶୈଳୀର…