କବିତା : ଗଛ
ରତ୍ନମୟ ତ୍ରିପାଠୀ
ଶୁଷ୍କ ମାଟିରେ ମଞ୍ଜି ଟିଏ ପୋତି
ପାଣିଦେଇ, ବାଡ଼ ଭିତରେ
ଯତ୍ନକଲେ ମୁଁ ବଞ୍ଚେ ବୋଲି
ଭାବୁଛ ଯଦି
ଏ ଧାରଣା ତୁମର ଭୁଲ
ଦେଖ.... !
ପାହାଡ଼ର ଛାତିଚିରି
ଉପରକୁ ଉଠିବା
ମୁଁ ଶିଖିଛି l
ସମାଲୋଚନା, ତିରସ୍କାର
ଏ ସବୁ ମୋର ଗ୍ରହଣୀୟ ନୁହେଁ
ବରଂ ଫେରେଇଛି…