Latest Odisha News

BREAKING NEWS

‘ଅସନ୍ତୁଷ୍ଟ ହୋଇ ସାମ୍ୱାଦିକତା କଲେ ଆମେ ଠିକ୍ ବାଟରେ ପହଞ୍ଚିପାରିବାନି’: ସୌମ୍ୟରଞ୍ଜନ

ଭୁବନେଶ୍ୱର: ଗଣମାଧ୍ୟମକୁ ନେଇ ପ୍ରତିକ୍ରିୟା ରଖିଛନ୍ତି ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକ । ସାମ୍ୱାଦିକମାନଙ୍କ ବୃତ୍ତି ତଥା ଗଣମାଧ୍ୟମ ଶିଳ୍ପ କରୋନା କାଳରେ ବିଶେଷ ଭାବେ କ୍ଷତିଗ୍ରସ୍ତ ହୋଇଛି । ଗଣମାଧ୍ୟମର ତିନୋଟି ଦିଗ ରହିଛି । ଗ୍ରାହକ, ମାଲିକ ବା ବିଜ୍ଞାପନଦାତା  ।…

‘ବିଧାୟକ ଆମକୁ କାମ କରିବାକୁ ଦିଅନ୍ତୁ’: ଭଦ୍ରକ ପୌରାଧ୍ୟକ୍ଷା

ଭଦ୍ରକ: ଭଦ୍ରକ ବିଧାୟକ ସଞ୍ଜିବ କୁମାର ମଲ୍ଲିକଙ୍କ ନାଁରେ ଗୁରୁତର ଅଭିଯୋଗ । ଅସହଯୋଗର ଅଭିଯୋଗ ଆଣିଛନ୍ତି ଭଦ୍ରକ ପୌରାଧ୍ୟକ୍ଷା ଗୁଲମୁଖି ହବିବ୍ । ପୌରପାଳିକାର ବିଭିନ୍ନ ଉନ୍ନୟନମଳକ କାର୍ଯ୍ୟରେ ବାଧକ ସାଜୁଛନ୍ତି ବିଧାୟକ । କିଛି କାଉନସିଲରଙ୍କୁ ସେ ମିସ୍ ଗାଇଡ୍ କରୁଛନ୍ତି । ସେମାନଙ୍କୁ…

ଅଟୋ ରିକ୍ସାରେ ବୋମା ବିସ୍ଫୋରଣ, ଆତଙ୍କୀ ସନ୍ଦେହ

ବାଙ୍ଗଲୁରୁ : କର୍ଣ୍ଣାଟକର ମାଙ୍ଗଲୁରୁ ଠାରେ ଏକ ଅଟୋ ରିକ୍ସାରେ ବୋମା ବିସ୍ଫୋରଣ । ସମୟ ସକାଳ ସାଢେ ୭ଟା । ରାସ୍ତାରେ ଯାଉ ଯାଉ ହଠାତ୍ ଅଟକିଯାଇଥିଲା ଏକ ଅଟୋ । ବିସ୍ଫୋରଣକୁ ପୋଲିସ ଆତଙ୍କୀ କାରନାମା ବୋଲି ସନ୍ଦେହ କରିଛି । ବୋମା ସ୍କ୍ୱାଡ୍ ବିସ୍ଫୋରଣ ସ୍ଥାନରେ ପହଞ୍ଚି ଛାନଭିନ କରୁଛି ।…

ବୁଲା କୁକୁରଙ୍କ କାମୁଡ଼ାରୁ ବର୍ତ୍ତିଗଲେ ନାବାଳିକା

ଗାଜିଆବାଦ: ବୁଲା କୁକୁର ହେଉ ବା ପୋଷା କୁକୁର, ସେମାନଙ୍କ ଆକ୍ରମଣର ବହୁତ ଘଟଣା ଏବେ ଚିନ୍ତାର କାରଣ ପାଲଟିଛି । କେତେବେଳେ ମାଲିକଙ୍କ କବଳରୁ ପୋଷା କୁକୁର ଫିଟିଯାଇ କାହାକୁ କାମୁଡି ରକ୍ତାକ୍ତ କରୁଛି ତ କେଉଁଠି ବୁଲା କୁକୁରମାନେ କାମୁଡି କ୍ଷତାକ୍ତ କରୁଛନ୍ତି । ଏପରି ଅନେକ ଘଟଣା ଆମ…

ହତ୍ୟା ଅଭିଯୁକ୍ତ ସହ ୯ କଏଦୀ ଜେଲରୁ ଚମ୍ପଟ

କୋହିମା: ନାଗାଲାଣ୍ଡର ମନ୍ ଜିଲ୍ଲା ଜେଲରୁ ଚମ୍ପଟ ମାରିଛନ୍ତି ୯ କଏଦୀ । ଏଥିରେ ଜଣେ ହତ୍ୟା ଅଭିଯୁକ୍ତ ବି ସାମିଲ ଅଛନ୍ତି । ସେମାନଙ୍କୁ ଖୋଜିବା ପାଇଁ ପୋଲିସ  ସବୁଠି ତନଖି କରୁଛି । ଶନିବାର ବଡି ଭୋରରୁ ସେମାନେ କୌଶଳକ୍ରମେ ସେଲ୍ ଚାବି ହାତେଇ ଫେରାର ହୋଇଯାଇଥିବା ଜେଲ୍ କର୍ତ୍ତୃପକ୍ଷ…

ପଞ୍ଜାବ ସୀମାରେ ୨ ପାକ୍ ଡ୍ରୋନକୁ ଘଉଡ଼ାଇଲା ବିଏସଏଫ୍

ଚଣ୍ଡିଗଡ: ଭାରତ ଓ ପାକିସ୍ତାନ ଅନ୍ତର୍ଜାତୀୟ ସୀମା ନିକଟରେ ଠାବ ହୋଇଛି ପାକିସ୍ତାନୀ ଡ୍ରୋନ ।  ପଞ୍ଜାବର ଗୁରୁଦାସପୁର ଜିଲ୍ଲା କୋସୋଓ୍ୱାଲ ଅଞ୍ଚଳରେ ପାକିସ୍ତାନୀ ଡ୍ରୋନା ଦେଖିବାକୁ ମିଳିଥିବା ସୂଚନା ଦେଇଛନ୍ତି ସୀମା ସୁରକ୍ଷା ବଳ (ବିଏସ୍ଏଫ) । ଗତକାଲି ରାତିରେ ଡ୍ରୋନକୁ ଦେଖି ଯବାନମାନେ…

ସାଇକେଲରେ ୧୦ଜଣ, ତଥାପି ବାଲାନ୍ସ ଓକେ

ଭୁବନେଶ୍ୱର: ‘ଏ ଭାଇ ଜରା ଦେଖ୍ କେ ଚଲୋ....’। ହିନ୍ଦି ଫିଲ୍ମ କିମ୍ୱା କୌଣସି ସର୍କସ-ସୋ ଦେଖିବା ବେଳେ ଏଇ ଗୀତ ଆମ କାନରେ ବାଜେ। ଗୀତ ଅନୁସାରେ କସରତ୍ କରୁଥିବା ବିସ୍ମୟ ଲୋକଙ୍କୁ ବି ଆମେ ଦେଖୁ। ଠିକ୍ ସେହିପରି ଏକ ସାଇକେଲରେ ୯ଜଣ ଶିଶୁଙ୍କୁ ବୋହି ଆରାମରେ ସାଇକେଲ ଚଲାଇବା ବି ଏକପ୍ରକାର…

ଜି.ଉଦୟଗିରି ଓ ସେମିଳିଗୁଡାରେ ପାରଦ ୮ଡିଗ୍ରୀ

ଭୁବନେଶ୍ୱର: ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ ଜି.ଉଦୟଗିରି ଓ ସେମିଳିଗୁଡା ସବୁଠାରୁ ଥଣ୍ଡା ସହର । ରାତି ତାପମାତ୍ରା ରେକର୍ଡ ଅନୁସାରେ, କନ୍ଧମାଳର ଜି.ଉଦୟଗିରି  ଓ କୋରାପୁଟର ସେମିଳିଗୁଡାରେ ତାପମାତ୍ରା ୮ଡିଗ୍ରୀ ରହିଛି। ଦିନକୁ ଦିନ ପାରଦ ଖସୁଥିବାରୁ ରାଜ୍ୟରେ ଶୀତ ଲହରୀ…

୫ କୋଟି ଟଙ୍କା ଲୁଟି ଆତ୍ମହତ୍ୟାର ଭିଡିଓ ଭାଇରାଲ କରିଥିଲା, ଏବେ ଜୀବିତ ଭାବେ ଠାବ

ଖଣ୍ଡଓ୍ୱା: ଲୋକଙ୍କୁ ଠକିବା ପରେ ଆତ୍ମହତ୍ୟାର ଭିଡିଓ କରି ନିଖୋଜ ଥିବା ଜଣେ ଯୁବକ ଠାବ। ୧୫୦ ଜଣଙ୍କଠୁ ଲୁଟିଥିଲା ୫ କୋଟି ଟଙ୍କା। ହୋଟେଲରେ ଅଏସ୍ କରୁଥିବା ଫଟୋ ପାଇଲା ପୋଲିସ। ବ୍ୟକ୍ତି ଜଣକ ହେଉଛନ୍ତି ମଧ୍ୟପ୍ରଦେଶ ଖଣ୍ଡଓ୍ୱାର ଶେଖ୍ ଜୁନୈଦ। ଏପଟେ ତାଙ୍କ ଶବକୁ ନର୍ମଦା ନଦୀରେ ଖୋଜୁଛି…

ପୁଣି ସଚଳ ହେଲା ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ

ସାନ୍ ଫ୍ରାନ୍ସିସ୍କୋ: ଆମେରିକାର ପୂର୍ବତନ  ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ବନ୍ଦ ଥିବା ଟ୍ୱିଟର ଆକାଉଣ୍ଟ ପୁଣି ଥରେ ସଚଳ ହୋଇଛି। ଟ୍ୱିଟର ସିଇଓ ଏଥିପାଇଁ ୟୁଜର୍ସଙ୍କ ମତ ମାଗିଥିଲେ। ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଟ୍ରମ୍ପ ପୁଣି ଦଲିଲ୍ ଦାଖଲ କରିଛନ୍ତି। ଗତବର୍ଷ ତାଙ୍କ ଟ୍ୱିଟର…