Latest Odisha News

BREAKING NEWS

ହାଟଡିହିରେ ହରିଶ୍ଚନ୍ଦ୍ର ଯୋଜନାରେ ଅର୍ଥ ବାଟମାରଣା

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ୍ ବିଭିନ୍ନ ପଞ୍ଚାୟତରେ ହରିଶ୍ଚନ୍ଦ୍ର ଯୋଜନାରେ ବ୍ୟାପକ ଅନିୟମିତତା । ପୂର୍ବତନ ସରପଞ୍ଚଙ୍କ ନାଁରେ ଆସିଛି ଦୁର୍ନୀତି ଅଭିଯୋଗ । ବାଲିବରେଇ ପଞ୍ଚାୟତ ର ପୂର୍ବତନ ସରପଞ୍ଚ ପ୍ରତିଭା ନାୟକ,  ପିଇଓ ନରହରି ନାୟକ ଏବଂ ଜିଆରଏସ୍ ପୂର୍ଣ୍ଣେନ୍ଦୁ…

ଆସନ୍ତାକାଲି ଧାମନଗର ରାୟ

ଭୁବନେଶ୍ୱର : ଆସନ୍ତାକାଲି ପ୍ରକାଶ ପାଇବ ଧାମନଗର ଉପନିର୍ବାଚନର ଫଳାଫଳ ।  ୫ ପ୍ରାର୍ଥୀଙ୍କ ହେବ ଭାଗ୍ୟ ନିର୍ଦ୍ଧାରଣ ।  ସକାଳ ୮ଟାରୁ ଆରମ୍ଭ ହେବ ଭୋଟ୍ ଗଣତି । ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁଶୀଲ କୁମାର ଲୋହାନୀ ଏନେଇ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି । ଭଦ୍ରକ…

କେନ୍ଦୁଝରରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ

କେନ୍ଦୁଝର : କେନ୍ଦୁଝର ଜିଲ୍ଲା ହାଟଡିହୀ ବ୍ଲକ ସମଣା ପଞ୍ଚାୟତ ଆଗିରିଆ ଗାଁରେ ଜଳସମ୍ପଦ ବିଭାଗ କାର୍ଯ୍ୟାଳୟ ଘେରାଉ କଲେ ଚାଷୀ । ଚାଷଜମିକୁ ଜଳସେଚନ ସୁବିଧା ପାଇଁ ,ଗୋବିନ୍ଦପୁର ମାଇନର କେନାଲ ଯୋଗେ ଟୁକୁଣା ଠାରୁ ୯କିଲୋମିଟର ଲମ୍ବର କେନାଲ ପଚିଶ ବର୍ଷ ଧରି ଖୋଳାଯାଇଥିଲେବି ଜମିରେ ପାଣି…

ଯାଜପୁରରେ ପାନୀୟଜଳ ପ୍ରକଳ୍ପର ରଡ୍ ଚୋରି କରି ଯୁବକ ଗିରଫ

ଯାଜପୁର :  ଯାଜପୁରରେ ନିର୍ମାଣଧୀନ ପାନୀୟଜଳ ପ୍ରକଳ୍ପ ପାଇଁ ଆସୁଥିବା ରଡ଼ ଚୋରି କରି ନେଉଯାଉଥିବା ବେଳେ ଧରାପଡିଲା ଯୁବକ। ଯାଜପୁର ଥାନା ଖଣ୍ଡରା ପଂଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଏକ ଅଟୋରେ ରଡ ଚାଲାଣ ହେଉଥିବା ବେଳେ ଧରାପଡିଥିଲା ।  ସେଠାରେ ବ୍ୟବହାର ପାଇଁ ଆସିଥିବା ରଡ଼କୁ ସମ୍ପୃକ୍ତ…

ତିହିଡି ବ୍ଲକରେ ନିର୍ବାଚନ ପରବର୍ତ୍ତୀ ହିଂସା; ୩ ଜଣ ଡାକ୍ତରଖାନାରେ ଭର୍ତ୍ତି

ଭଦ୍ରକ : ଭଦ୍ରକ ଜିଲ୍ଲା ତିହିଡି ବ୍ଲକରେ ଦେଖିବାକୁ ମିଳିଛି ନିର୍ବାଚନ ପରବର୍ତ୍ତୀ ହିଂସା । ଗତକାଲି ୨ ଜଣ ଓ ଆଜି ଜଣଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ପୀଡ଼ିତଙ୍କ ଅଭିଯୋଗକୁ ଆଧାକ କରି ଦୁଇଟି ପୃଥକ ମାମଲା ପୋଲିସ ରୁଜୁ କରିଛି । ତେବେ ଘଟଣାରେ କାହାରିକୁ ଗିରଫ କରାଯାଇନାହିଁ ।…

ମୋର୍ବି ଟ୍ରାଜେଡି : ୨କୋଟିରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ କରିଛି ଓରେଭା ଗ୍ରୁପ୍

ସୁରଟ : ଗୁଜରାଟର ମୋର୍ବି ଝୁଲା ପୋଲ ଅଘଟଣ ନେଇ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । ମୋର୍ବି ଟ୍ରାଜେଡିରେ ୧୩୦ରୁ ଅଧିକ ଲୋକଙ୍କ ପ୍ରାଣହାନୀ ହୋଇଥିଲା । ପୋଲ ମରାମତି କାମର ଟେଣ୍ଡର ନେଇଥିବା ଓରେଭା ଗ୍ରୁପ୍ ପୋଲ ମରାମତି ପାଇଁ ମଞ୍ଜୁର ୨ କୋଟି ଟଙ୍କାରୁ ମାତ୍ର ୧୨ ଲକ୍ଷ ଟଙ୍କା ଖର୍ଚ୍ଚ…

ଓଡ଼ିଶାର ପଦ୍ମପୁର ସହ ୫ ରାଜ୍ୟରେ ବିଧାନସଭା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ନୂଆଦିଲ୍ଲୀ : ଦେଶର ୫ ବିଧାନସଭା ଓ ଗୋଟିଏ ଲୋକସଭା ଆସନ ପାଇଁ ଉପନିର୍ବାଚନର ତାରିଖ ଘୋଷଣା କରିଛନ୍ତି ଭାରତୀୟ ନିର୍ବାଚନ ଆୟୋଗ  । ଡିସେମ୍ୱର ୫ ତାରିଖରେ ଉପନିର୍ବାଚନ ହେବାକୁ ଥିବା ରାଜ୍ୟ ଗୁଡିକ ହେଉଛି ଓଡିଶା, ରାଜସ୍ଥାନ, ବିହାର, ଉତ୍ତରପ୍ରଦେଶ ଓ ଛତିଶଗଡ । ଡିସେମ୍ୱର ୮ ତାରିଖରେ…

ଧାମନଗର: ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍

ଧାମନଗର :  ସରିଲା ଧାମନଗର ଉପନିର୍ବାଚନ । ୪୬ ନମ୍ୱର ବିଧାନସଭା ଆସନ ପାଇଁ ପଡିଲା ଭୋଟ୍ । ଇଭିଏମରେ ସିଲ୍ ହେଲା ୫ ଜଣ ପ୍ରାର୍ଥୀଙ୍କ ଭାଗ୍ୟ । ସନ୍ଧ୍ୟା ୫ଟା ପର୍ଯ୍ୟନ୍ତ ୫୮.୫୩ ପ୍ରତିଶତ ମତଦାନ ହୋଇଛି । ବିଭିନ୍ନ ବୁଥରେ ଭିଡ଼ ଥିବାରୁ ୬ଟା ପରେ ବି ମତଦାନ ଜାରି ରହିବ । କୌଣସି ବୁଥରେ…

ବିଦ୍ୟୁତ କାଟ ନେଲା ରୋଗୀର ଜୀବନ!

ମାଲକାନଗିରି : ମାଲକାନଗିରିରେ ମୁଖ୍ୟ ଚିକିତ୍ସାଳୟରେ ବିଦ୍ୟୁତ କାଟ ପାଇଁ ଚାଲିଗଲା ଜଣେ ରୋଗୀର ଜୀବନ । କାମବାଡା ଗ୍ରାମର ରାମ ମାଡକାମୀ ନାମକ ଯୁବକଙ୍କୁ ଆଜି ସକାଳେ ଗୁରୁତର ଅବସ୍ଥାରେ ତାଙ୍କୁ କୋରୁକୋଣ୍ଡା ମୁଖ୍ୟ ଚିକିତ୍ସାଳୟକୁ ନିଆଯାଇଥିଲା । ହେଲେ ସେଠାରୁ ତାଙ୍କୁ ମାଲକାନଗିରିକୁ…

କର୍ଲାକୋଟରେ ସ୍ୱାସ୍ଥ୍ୟସେବାର ବିକଳ ଚିତ୍ର

ନୂଆପଡା: ନୂଆପଡା ଜିଲ୍ଲାର ପାଞ୍ଚଟି ବ୍ଲକ ଏବଂ ତିନୋଟି ଏନଏସିରେ ସ୍ମାର୍ଟ ହେଲଥ କାର୍ଡ ବଣ୍ଟନ କରାଯାଇଥିଲା । ଜିଲ୍ଲାରେ ମୋଟ ୧ଲକ୍ଷ ୭୨ ହଜାର ୬୪୩ ଜଣ ହିତାଧିକାରୀଙ୍କୁ ବଣ୍ଟା ହେଇଥିଲା ସ୍ମାର୍ଟ ହେଲଥ କାର୍ଡ  । କିନ୍ତୁ ବୋଡେ଼ନ ବ୍ଲକ କରଲାକୋଟ ଗ୍ରାମପଂଚାୟତରେ ହେଲଥ୍ କାର୍ଡ ବଣ୍ଟନରେ…