Latest Odisha News

BREAKING NEWS

ନେପାଳରେ ପୁଣି ଧସିଲା ପାହାଡ, ଭୁଶୁଡିଲା ଘର, ୧୦ ମୃତ

ନେପାଳ: ନେପାଳରେ ପ୍ରକୃତିର କରାଳ ତାଣ୍ଡବ । ବାଗଲୁଙ୍ଗ ଜିଲ୍ଲାର ମାନାଙ୍ଗ ଚାମେ ଅଂଚଳରେ ବଡଧରଣର ଭୂ-ସ୍ଖଳନ ଘଟିଛି । ଗୋଟେ ସେକେଣ୍ଡରେ ପାହାଡର ଏକ ସମ୍ପୂଣ୍ଣ ର୍ ଅଂଶ ଧସି ନଦୀରେ ମିଶଯାଇଛିି । ପାହାଡ ଧସିବା ଯୋଗୁ ଗାଁର ପାଖାପାଖି ୮ଟି ଘର ନିମିଷକେ ଭୁଶୁଡିପଡିଛି । ୧୦ଜଣଙ୍କ ମୃତ୍ୟୁୁ…

ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍‌ବେଗ

ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା । ଦିଲ୍ଲୀ ଏନସିଆରରେ ଦୁଷ୍କର୍ମ ମାମଲା ପୋଲିସ ଓ ପ୍ରଶାସନର ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି । ଦିଲ୍ଲୀ ଏନସିଆରରେ ଘଟିଥିବା ଦୁଷ୍କର୍ମର ସାମ୍ପ୍ରତିକ ଘଟଣାଗୁଡିକ ଉପରେ ସ୍ୱତଃପ୍ରବୃତ ଭାବେ ସୁପ୍ରିମକୋର୍ଟର ବିଚାରପତି…

UPI ପ୍ରସଙ୍ଗ, MDRରେ ଲାଗିବନି ରୋକ୍‌, କେନ୍ଦ୍ର ଦିଅ ସତ୍ୟପାଠ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ନିର୍ଦ୍ଧିଷ୍ଟ ୟୁପିଆଇ କାରବାର ପାଇଁ ନୂତନ ଏମଡିଆର ବ୍ୟବସ୍ଥାକୁ ଚାଲେଂଜ କରୁଥିବା ଏକ ଆବେଦନ ଉପରେ ସର୍ବୋଚ୍ଚ ନ୍ୟାୟାଳୟ କେନ୍ଦ୍ର ସରକାର, ଆରବିଆଇ ଓ ଏନପିସିଆଇଙ୍କ ଠାରୁ ଜବାବ୍ ଲୋଡିଛନ୍ତି । ଏହି ପ୍ରସଙ୍ଗରେ ସୋମବାର କେନ୍ଦ୍ର ସରକାରଙ୍କୁ ସୁପ୍ରିମକୋର୍ଟ ଏକ ସତ୍ୟପାଠ ଦାଖଲ…

ଲଗାଣ ବର୍ଷା: ଘରେ ପଶିଲା ପାଣି, ବାରଣ୍ଡାରେ ପରିବାର

ନୂଆପଡା: କମିଛି ବର୍ଷା ହେଲେ କମିନି ଲୋକଙ୍କ ଦୁର୍ଦ୍ଦଶା । ଲଗାଣ ବର୍ଷା ନୂଆପଡା ଜିଲ୍ଲବାସୀଙ୍କ ପାଇଁ ଦୁଃଖ ଆଣିଦେଇଛି । କେଉଁଠି ଘର ଅଧାରୁ ଭାଙ୍ଗିଯାଇଛି ତ କେଉଁଠି ଘରେ ପଶିଛି ପାଣି । ନିଜ ଘର ଦ୍ୱାର ଛାଡି ଲୋକ ଅନ୍ୟଘରେ ଆଶ୍ରୟ ନେଇଛନ୍ତି । ଭୀଷଣ ବର୍ଷାରେ ଚାଳଛପର କଥା ଛାଡନ୍ତୁ…

Festive Season ପୂର୍ବରୁ ମହଙ୍ଗା ହୋଇପାରେ ପୂଜା ବଜାର

ବ୍ୟୁରୋ: ଆରମ୍ଭ ହେଲା ଉତ୍ସବ ଋତୁ । ପୂଜା ପର୍ବାଣୀରେ କମ୍ପିବ ଗାଁଠୁ ସହର । ଘରେ ଘରେ ଉତ୍ସାହ ଓ ଉଦ୍ଦିପନା । ନୂଆ ଜିନିଷ କିଣାକିଣିର ଚାଲିବ ପର୍ବା ଆପଣମାନେ ନିହାତି ପୂଜା ବଜାରରୁ ଘରକରଣା କିମ୍ବା ବୈଦ୍ୟୁତିକ ଉପକରଣ କିଣିବାକୁ ପ୍ଲାନ୍ ତ କରିଥିବେ । ହେଲେ କଣ ପୂଜା ବଜାର ପୂର୍ବରୁ…

ଆଜିଠୁ ୧୫ଦିନ ପିତୃପକ୍ଷ , ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଆରମ୍ଭ

ପୁରୀ : ଆଶ୍ୱିନ ମାସ କୃଷ୍ଣପକ୍ଷ ପ୍ରତିପଦା ତିଥି । ଆଜିଠୁ ଆରମ୍ଭ ହେଲା ପିତୃପକ୍ଷ । ଶ୍ରୀକ୍ଷେତ୍ରରେ ଥିବା ବିଭିନ୍ନ ତୀର୍ଥ ପୁଷ୍କରିଣୀରେ ଆରମ୍ଭ ହୋଇଛି ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ତର୍ପଣ ଓ ପିଣ୍ଡଦାନ । ଶ୍ରୀମନ୍ଦିରରେ ଭକ୍ତଙ୍କ ଭାରି ଭିଡ । ଦୀର୍ଘ ୧୫ ଦିନ ଧରି ପିତୃପୁରୁଷଙ୍କ…

ସାଉଥଆଫ୍ରିକାରେ ଫୁଟିଲା ଗୁଳି, ୨୭ ମୃତ, ୧୫ରୁ ଅଧିକ ଆହତ

ସାଉଥ ଆଫ୍ରିକା: ସାଉଥ ଆଫ୍ରିକାର ଦୁଇଟି ବଡ ବଡ ସହରରେ ସାମୂହିକ ଗୁଳିକାଣ୍ଡ । ଗତକାଲି ରାତିରେ ଦୁଇଟି ଭିନ୍ନ ଭିନ୍ନ ସ୍ଥାନରେ ଆଖିବୁଜା ଗୁଳିମାଡ ହୋଇଛି । ଉଭୟ ଘଟଣାରେ ପ୍ରାୟ ୨୭ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପାଖାପାଖି ୧୫ଜଣ ଗୁରୁତର ଆହତ ହୋଇଥିବା ସୂଚନା ମିଳିଛି । ଶନିବାର ରାତିରେ…

ସୋସିଆଲ ମିଡିଆରେ ଦୁଷ୍କର୍ମ ଗୁଜବ, LPU କ୍ୟାମ୍ପସରେ ଭଙ୍ଗାରୁଜା, ରାଜପଥ ଅବରୋଧ

ଚଣ୍ଡିଗଡ-ପଂଜାବ ଲଭଲୀ ପ୍ରଫେସନାଲ ୟୁନିଭର୍ସିଟିରେ ଜଣେ ଛାତ୍ରୀଙ୍କୁ ଦୁଷ୍କର୍ମ ଓ ପରେ ଛାତ୍ରୀ ଜଣଙ୍କ ଆତ୍ମହତ୍ୟା କରିଥିବା ଅଭିଯୋଗ ଗୁଜବ ପ୍ରମାଣିତ । ସୋସିଆଲ ମିଡିଆରେ ଏପରି ଖବର ପ୍ରଚାର ପ୍ରସାର ହେବା ପରେ ଗତକାଲି ବିଳମ୍ବିତ ରାତିରୁ କ୍ୟମ୍ପସରେ ଉତେଜନା ଦେଖିବାକୁ ମିଳିଥିଲା । ଛାତ୍ରୀ…

Pakistanରେ ଆତ୍ମଘାତୀ ବୋମା ବିସ୍ଫୋରଣ, ୧୧ ମୃତ

ପାକିସ୍ତାନ: ଉତର-ପଶ୍ଚିମ ପାକିସ୍ତାନରେ ଭୟଙ୍କର ବିସ୍ଫୋରଣ । ରାସ୍ତାକଡ ପୋଲିସ ଚେକ୍‌ପୋଷ୍ଟ ନିକଟରେ ଶନିବାର ଭୟଙ୍କର ଆତ୍ମଘାତୀ ବୋମା ବିସ୍ଫୋରଣ ଘଟିଛି । ହଠାତ୍ କିଏ କିଛି ବୁଝିବା ଆଗରୁ ବିସ୍ଫୋରକ ଭର୍ତି ଗାଡି ଆସି ଚେକ୍‌ପୋଷ୍ଟ ନିକଟରେ ପହଂଚିଥିଲା । ଚାହୁଁ ଚାହୁଁ ଗାଡିରୁ ଧୂଆଁ…

Unintended Pregnancy, ସମୟ ପୂର୍ବରୁ ହୋଇପାରେ ପ୍ରସବ: ଅଧ୍ୟୟନ

ବ୍ୟୁରୋ: ଅନିଚ୍ଛାକୃତ ଗର୍ଭଧାରଣ ଯୋଗୁ ସମୟ ପୂର୍ବରୁ ପ୍ରସବ ହେବାର ଆଶଙ୍କା ରହିଛି । ୩୭ଟି ନିମ୍ନ ଓ ମଧ୍ୟମ ଆୟ ବିଶିଷ୍ଟ ଦେଶରେ ୯ଲକ୍ଷରୁ ଅଧିଳ ଗର୍ଭାବସ୍ଥା ଉପରେ କରାଯାଇଥିବା ଏକ ବୃହତ ଅଧ୍ୟୟନରୁ ଏହା ଜଣାପଡିଛି । ଟାର୍ଗେଟ୍ ଟ୍ରାଏଲ ଏମ୍ୟୁଲେସନ ପଦ୍ଧତି ବ୍ୟବହାର କରି ଗବେଷକ ମାନେ…