Kitchen Habit : କୁକର୍ରୁ ବିଗିଡିପାରେ ସ୍ୱାସ୍ଥ୍ୟାବସ୍ଥା
ବ୍ୟୁରୋ: ରୋଷେଇ ଘରେ ଅଣଦେଖା ଆଣିପାରେ ବିପତ୍ତି । କିଚେନ୍ରେ ଆପଣଙ୍କ ନିତ୍ୟ ବ୍ୟବହାର୍ଯ୍ୟ ବାସନକୁସନକୁ ନେଇ ହୁଅନ୍ତୁ ସତର୍କ । ପ୍ରେସର କୁକରରୁ ଦେହ ଖରାପ ହେବାର ରହିଛି ସମ୍ଭାବନା । ଆମେ ସମସ୍ତେ ଜାଣିଛେ, ରୋଷେଇ ଘର ସଫାସୁତୁରା ରଖିବା ଆବଶ୍ୟକ । କିନ୍ତୁ କିଚେନ୍ରେ କିଛି ଛୋଟ ଛୋଟ…