Latest Odisha News

BREAKING NEWS

ଛାତ୍ର ମୃତ୍ୟୁ ମାମଲା, କ୍ଷମା ମାଗିଲେ ବମ୍ବେ IIT

ବମ୍ବେ : ଆଇଆଇଟି ବମ୍ବେ ଛାତ୍ର ମୃତ୍ୟୁ ମାମଲା, ଉଗ୍ର ରୂପ ନେବାରେ ଲାଗିଛି ପରିସ୍ଥିତି । ବିବାଦ ମଧ୍ୟରେ ଛାତ୍ର ମୃତ୍ୟୁକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କର୍ତୃପକ୍ଷ କ୍ଷମା ମାଗିଛନ୍ତି । ତଦନ୍ତ ଚାଲିଛି, କୌଣସି ନିଷ୍କଷ ର୍ ନବାହାରିବା ପୂର୍ବରୁ ସାହିଲଙ୍କ ମୃତ୍ୟୁ ର୍ପୂବର ଘଟଣାକ୍ରମ…

ବୈଜ୍ଞାନିକଙ୍କ ମତ, ମସ୍ତିଷ୍କ ହେଉଛି ଦୁଇଟି ପୃଥକ ଅଙ୍ଗ

କାର୍ଲିଫର୍ଣ୍ଣିଆ : ମଣିଷ ଶରୀର ପାୱାର ହାଉସ ହେଉଛି ବ୍ରେନ୍ । ହେଲେ ଜାଣି ଆଶ୍ଚର୍ୟ୍ୟ ହେବେ, ଆମ ମସ୍ତିଷ୍କ ଗୋଟିଏ ନୁହେଁ, ବରଂ ୨ଟି ୃଥକ ଅଙ୍ଗ । ଷ୍ଟାନଫୋର୍ଡ ୟୁନିଭର୍ସିଟି ବୈଜ୍ଞାନିକଙ୍କ ନୂଆ ଗବେଷଣା ସାମ୍ନାକୁ ଆସିଛି । ଏପରି ବିଚିତ୍ର ଏବଂ ଚମକେଇ ଦେବା ପରି ତଥ୍ୟ ଶୁଣି ଆଶ୍ଚର୍ୟ୍ୟ…

ପିସି କାରବାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, CBI ଉପରେ ଖପ୍ପା

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ । ଲାଞ୍ଚ ମାଗିବା ଅଭିୟୋଗରେ ବିଛାୟାଇଥିବା ଜାଲ ପରେ ଦଶନ୍ଧି ଦଶନ୍ଧିରୁ ଅଧିକ ସମୟ ହେବ ପଡିରହିଥିବା ପୁରୁଣା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜଣେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି ।…

NANIଙ୍କୁ ସମାଲୋଚନା: “ତାମିଲ୍ ସିନେମା ବାଇବେଲ୍ ସଦୃଶ”

ଚେନ୍ନାଇ: ନାନୀ ଓରଫ୍ ନବୀନ ବାବୁ । ଭାରତୀୟ ସିନେମା ଜଗତରେ ଏକ ଜଣାଶୁଣା ନାଁ । ତେଲୁଗୁ ଫିଲ୍ମ ଇଣ୍ଡଷ୍ଟ୍ରୀରେ ଜଣେ ସୁନ୍ଦର ଅଭିନେତା ଓ ପ୍ରୟୋଜକ ଭାବେ ସେ ଖୁବ୍ ଫେମସ୍ । ଜଣେ ହାଇଏଷ୍ଟ ପେଡ୍ ଅଭିନେତା ଭାବେ ସବୁଠାରୁ ଅଧିକ ଲୋକପ୍ରୀୟ ଆର୍ଟିଷ୍ଟ ଭାବେ ସେ ଖୁବ୍ ପରିଚିତ । ହେଲେ ଏଇ…

ପରୀକ୍ଷାରେ ChatGPTର ବ୍ୟବହାର, ଧରାପଡି ଛାତ୍ରଙ୍କ ଆତ୍ମହତ୍ୟା, କ୍ୟାମ୍ପସ୍‌ରେ ବିକ୍ଷୋଭ

ମୁମ୍ବାଇ : ଏବେ ବହୁଳ ଭାବେ ବ୍ୟବହୃତ ହେଉଥିବା ଚାଟ୍ ଜିପିଟି , ୟେତିକି ଭଲ ସେତିକି ଖରାପ । ଏକଥା ପ୍ରମାଣ ହୋଇଛି ବମ୍ବେର ଏକ ଘଟଣାରୁ । ପରୀକ୍ଷା ହଲରେ ଚାଟ୍ ଜିପିଟି ବ୍ୟବହାର କରି ଲେଖୁଥିବା ବେଳେ ଧରାପଡିଥିଲେ ଜଣେ ଆଇଆଇଟି ବମ୍ବେର ଛାତ୍ର । ଧରାପଡିବା ପରେ ମାନସିକ ଚାପରେ ଆତ୍ମହତ୍‌ୟା…

LIVER TRANSPLANT ପରେ କାମ କରୁନି ଫୁସଫୁସ୍‌ !

ଡେନମାର୍କ : ଲିଭର ଟ୍ରାନ୍ସପ୍ଲାଂଟ ନେଇ ଆସିଛି ବଡ ଖବରା  ଅଧ୍ୟୟନରୁ ସାମ୍ନାକୁ ଆସିଛି ଚାଞ୍ଚଲ୍ୟକର ତଥ୍ୟ । ଏକ ସଫଳ ଯକୃତ ପ୍ରତିରୋପଣ ଜୀବନକୁ ଏକ ନୂଆ ଦିଗ ଦେଇପାରେ, ହେଲେ ଗବେଷକମାନେ ଦେଖିଛନ୍ତି ନୂଆ ସମସ୍ୟ।। ହ୍ରାସ ପାଇପାରେ ଫୁସଫୁସ୍ କାୟ୍ୟ ର୍ କ୍ଷମତ।। ୟାହା ଆରୋଗ୍ୟ ପ୍ରକ୍ରିୟାକୁ…

FILMY FRIDAY: ବକ୍ସ ଅଫିସରେ ‘ଦାୟରା’ VS ‘ଭାଇବ୍’

ମୁମ୍ବାଇ/ଭୁବନେଶ୍ୱର: ଆଜି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି ୨ ଦୁଇଟି ବଲିଉଡ ଫିଲ୍ମ । ମେଘନା ଗୁଲଜାରଙ୍କ ନିର୍ଦ୍ଦେଶିତ ଏକ ସତ୍ୟ ଘଟଣା ଉପରେ ଆଧାରିତ ଫିଲ୍ମ ଦାୟରା ରିଲିଜ୍ ହୋଇଛି । କ୍ରାଇମ ଇନଭେଷ୍ଟିଗେସନ ବେସଡ୍ ଏହି ଫିଲ୍ମ ଦୁଇଜଣ ପୋଲିସ ଅଧିକାରୀଙ୍କ କାହାଣୀ ଉପରେ ଆଧାରିତ । ମୁଖ୍ୟ…

SIR: ବେଙ୍ଗଲରେ ୩୭ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ, ସରିଛି ମାତ୍ର ଲକ୍ଷେ

ନୂଆଦିଲ୍ଲୀ: ସୁପ୍ରିମକୋର୍ଟରେ ନିର୍ବାଚନ ଆୟୋଗ । ଏସଆଇଆର ସଂଶୋଧନ ଅଧିନରେ ଶ୍ଚିମବଙ୍ଗ ଭୋଟର ତାଲିକାରୁ ନାମ ବାଦ୍ ଦେବା କିମ୍ବା ଅନ୍ତଭୂ ର୍କ୍ତ କରିବା ବିରୁଦ୍ଧରେ ୩୭ଲକ୍ଷରୁ ଅଧିକ ଆବେଦନ ବିଚାରାଧୀନ ରହିଛି । କେବଳ ୧ଲକ୍ଷ ଆବେଦନର ଶୁଣାଣି ହୋଇଛିା ଅଥାର୍ତ୍ ଏହି ସଂଖ୍ୟା ମୋଟ୍ ଅପିଲର…

NEWBORN EXOPLANET: ଜ୍ୟୋତିର୍ବିଜ୍ଞାନୀଙ୍କ ନୂଆ ଆବିଷ୍କାର, ସୌରଜଗତ ବାହାରେ ଶିଶୁ-ଗ୍ରହ

ବ୍ୟୁରୋ : ବର୍ତ୍ତମାନ ସୁଦ୍ଧା ଆବିଷ୍କୃତ କମ୍ ବୟସର ଏକ୍ସୋପ୍ଲାନେଟ୍ ର ପତ୍ତା ପାଇଛନ୍ତି ଜ୍ୟୋତିର୍ବିଜ୍ଞାନୀା ଏହି ନବଜାତ ତଥା ଶିଶୁ ଗ୍ରହଟିକୁ ପୁରୁଣା ତଥ୍ୟଭଣ୍ଡାରରୁ ଆବିଷ୍କାର କରାୟାଇଥିବା ସୂଚନା ମିଳିଛି । ବୃହସ୍ପତି ସଦୃଶ ବିଶାଳ ଆକାରର ଏହି ନୂତନ ଆବିଷ୍କୃତ 'Elias 2-24 b' ଏକ…

KING COMING: ବଦଳିବନି ରିଲିଜ୍ ଡେଟ୍‌, ଡିସେମ୍ବର ୨୪ରେ “କିଙ୍ଗ” ରିଲିଜ୍

ମୁମ୍ବାଇ : ଚଳିତ ବର୍ଷ ଖ୍ରୀଷ୍ଟମାସ୍ ସପ୍ତାହରେ ବକ୍ସ ଅଫିସରେ ହେବ ଧମାକା । ଆସିବ ବଲିଉଡ ବାଦଶାହ ଶାହାରୁଖଙ୍କ ଆକ୍ସନ ଥ୍ରୀଲର । ଡଙ୍କୀ ପରେ ଚଳିତ ବର୍ଷ ଆସୁଛି କିଙ୍ଗ ଖାନ୍‌ଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ କିଙ୍ଗ୍ । ୩ବର୍ଷ ପରେ ବଲିଉଡ ବାଦଶାହ ଶାହାରୁଖ ନେବେ ଧମାକେଦାର ରିଏଣ୍ଟ୍ରି ।…