Latest Odisha News

BREAKING NEWS

Bomb Threats: ମୁମ୍ବାଇରେ ବିସ୍ଫୋରଣ ନେଇ ମେୟରଙ୍କୁ ଇମେଲ୍‌, ହାଇଆଲର୍ଟ

ମୁମ୍ବାଇ: ମୁମ୍ବାଇରେ ବିସ୍ଫୋରଣ ଧମକ୍ । ଏକାଧିକ ସ୍ଥାନରେ ବୋମାମାଡ ନେଇ ଆସିଛି ଧମକପୂର୍ଣ୍ଣ ଇମେଲ୍ । ମେୟର ଋତୁ ତାଉଡେଙ୍କୁ ମୁମ୍ବାଇ ବହୁ ସ୍ଥାନରେ ବୋମା ବିସ୍ଫୋରଣ ନେଇ ଏକ ଧମକପୂର୍ଣ୍ଣ ଏବେ ଖୁବ ଚର୍ଚ୍ଚାରେ । ସେଲିବ୍ରିଟିଙ୍କୁ ଧମକ ଦେଇ ଖାଲିସ୍ତାନ ବିଷୟରେ ଉଲ୍ଲେଖ ଥିବା ଏହି ଇମେଲ୍…

No PUC, No Fuel: ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବାକୁ ନୂଆ ନିୟମ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଦୁଃଖ ବାୟୁ ପ୍ରଦୂଷଣ । ପ୍ରଦୂଷଣ ରୋକିବାକୁ ତ ଚାଲିଛି କେତେ କଣ କସରତ । କେବେ ଅଡ୍ ଇଭେନ୍ ନମ୍ବର ତ ଏବେ ପୁଣି ଦିଲ୍ଲୀ ସ୍ଥିତିରେ ସୁଧାର ପାଇଁ ଗାଡିଚାଳକଙ୍କ ପାଇଁ ଆସିଛି ନୂଆ କଟକଣା । ଏବେ ପୁଣି ଶୀତ ଦିନ ଆସୁଥିବାରୁ ଦିଲ୍ଲୀକୁ ଘାରିଲାଣି ଶୀତକାଳୀନ…

ଗୁରୁଗ୍ରାମରେ ବିଦ୍ୟୁତ୍ କର୍ମଚାରୀଙ୍କ ଧର୍ମଘଟ, ପ୍ରତିବାଦରେ ଲୋକଙ୍କ ବିକ୍ଷୋଭ

ଗୁରୁଗ୍ରାମ: ଧର୍ମଘଟ ପାଇଁ ଗୁରୁଗ୍ରାମରେ ୧୬ଘଂଟିଆ ପାୱାର କଟ୍ । ଅନ୍ଧାରରେ ଘର, ଶୁଖିଲା ନଳ, ବନ୍ଦ କାରଖାନା । ବେସରକାରୀ ବିଦ୍ୟୁତ କମ୍ପାନୀକୁ ଲାଇସେନ୍ସ ପ୍ରଦାନ ନେଇ ବିରୋଧ ପ୍ରଦର୍ଶନ କରୁଛନ୍ତି କର୍ମଚାରୀ । ହରିୟାଣାର ୪୦ହଜାର ବିଦ୍ୟୁତ୍ କର୍ମଚାରୀ ଏକାଠି ହୋଇ ଲଗାତର ୩ଦିନ ହେବ…

Red Corner Notice: ଋଷୀୟ ମହିଳାଙ୍କ ନାଁରେ ରେଡ୍ କର୍ଣ୍ଣର ନୋଟିସ୍‌

ନୂଆଦିଲ୍ଲୀ: ନାବାଳକ ପୁଅକୁ ନେଇ ଭାରତରୁ ପଳାଇଥିବା ଜଣେ ଋଷୀୟ ମହିଳାଙ୍କ ବିରୋଧରେ ଜାରି ହେଲା ରେଡ୍ କର୍ଣ୍ଣର ନୋଟିସ୍ । ଭିକ୍ଟୋରିଆ ବସୁ ନାମକ ଋଷୀୟ ମହିଳା ନିଜ ଭାରତୀୟ ସ୍ୱାମୀ ସୈକତ ବସୁଙ୍କ ସନ୍ତାନର କଷ୍ଟଡିକୁ ନେଇ ବିବାଦ ଚାଲିଥିବା ବେଳେ ପୁଅକୁ ନେଇ ଦେଶ ଛାଡି ପଳାଇଥିଲେ । ଦିଲ୍ଲୀ…

ଟାଇଗର ଶ୍ରଫ୍‌ଙ୍କୁ ଗୁଳିମାଡ ମାମଲା, ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତ ୱାଣ୍ଟେଡ ଘୋଷଣା

ମୁମ୍ବାଇ: ବଲିଉଡ ଅଭିନେତା ଟାଇଗର ଶ୍ରଫ୍‌ଙ୍କ ଉପରକୁ ଗୁଳିମାଡ ମାମଲାରେ ଗ୍ୟାଙ୍ଗଷ୍ଟର ଅନିଲ ପଣ୍ଡିତକୁ ୱାଣ୍ଟେଡ ଅଭିଯୁକ୍ତ ଭାବେ ଘୋଷଣା କରିଛି ପୋଲିସ । ରବିବାର ସନ୍ଧ୍ୟାରେ ମୁମ୍ବାଇର ଜୁହୁ ଅଂଚଳରେ ଟାଇଗର ଶ୍ରଫ୍ ବସିଥିବା କାର ଉପରକୁ ଅତର୍କିତ ଫାୟାରିଂ କରିଥିଲେ ୨ ଆକ୍ରମଣକାରୀ ।…

ଦିଲ୍ଲୀରେ ଦିଲଜିତଙ୍କ କନସର୍ଟ କ୍ୟାନସଲ୍‌, ସୁରକ୍ଷା ଦୃଷ୍ଟିରୁ ପୋଲିସ ଦେଲାନି ଅନୁମତି

ନୂଆଦିଲ୍ଲୀ: ଅକ୍ଟୋବର ୩୦ରେ ଦିଲ୍ଲୀରେ ଥିଲା ଦିଲଜିତ୍ ଦୋସାଂଜଙ୍କ କନସର୍ଟ । ହେଲେ ସମୟ ପୂର୍ବରୁ ଜବାହାରଲାଲ ନେହେରୁ ଷ୍ଟାଡିୟମରେ ଶୋ ଉପରେ ଲାଗିଲା ରୋକ୍ । ଦିଲ୍ଲୀ ପୋଲିସ ଦେଲାନି ଅନୁମତି । ସୁରକ୍ଷା ଦୃଷ୍ଟିରୁ କନସର୍ଟ ହେଲା କ୍ୟାନସଲ । ଆକ୍ଟୋବର ୩୦ ତାରିଖରେ ଦିଲ୍ଲୀ ଜବାହରଲାଲ…

ନିୟମ ବାହାରେ ଔଷଧ ସେବନ, ୨ଟି ମ୍ୟାଚ୍‌ରୁ ବାହାରିଲେ ସିମର ସ୍କଟ୍

ଅଷ୍ଟ୍ରେଲିଆ: ବାଂଲାଦେଶ ବିପକ୍ଷ ମ୍ୟାଚ୍ ପୂର୍ବରୁ ଅଷ୍ର୍ଟ୍ରେଲିଆକୁ ଶକ୍ତ ଧକ୍କା, ଦୁଇଟି ମ୍ୟାଚ୍‌ରୁ ବାଦ୍ ପଡିଲେ ଅଷ୍ଟ୍ରେଲିଆ ମହିଳା କ୍ରିକେଟ୍ ଟିମ୍‌ର ଫାଷ୍ଟ ବୋଲର ମେଗନ ସ୍କଟ୍ । କ୍ରିକେଟ ଅଷ୍ଟ୍ରେଲିଆ ପକ୍ଷରୁ ତାଙ୍କୁ ୨ଟି ମ୍ୟାଚ୍ ନଖେଳିବାକୁ ନୋଟିସ୍ ଜାରି ହୋଇଛି । ମ୍ୟାଚ୍…

‘Protests Achieve Nothing’: ବିରୋଧୀଙ୍କୁ ଶାହାଙ୍କ ସମାଲୋଚନା

ନୂଆଦିଲ୍ଲୀ: ବିରୋଧୀଙ୍କୁ ତେର୍ଚ୍ଛା ବାଣ ମାରିଲେ ଅମିତ ଶାହା । ଏକ ସଭାରେ ଯୋଗଦେଇ ବିରୋଧୀ କଂଗ୍ରେସ ଓ ଆପ୍‌କୁ କଟାକ୍ଷ କରିଛନ୍ତି ଗୃହମନ୍ତ୍ରୀ ଅମିତ ଶାହା । ଜନକଲ୍ୟାଣରେ ମନଦିଅନ୍ତୁ ରାଜନେତା । ବିକ୍ଷୋଭ କି ପ୍ରତିବାଦ ଦ୍ୱାରା କିଛି ହାସଲ ହୁଏନାହିଁ ବୋଲି କହିଛନ୍ତିା ଦିଲ୍ଲୀରେ ଏବେ…

ଦାଉଦର ଡି-କମ୍ପାନୀ ଭାରତ ଭିତ୍ତିକ ନୁହେଁ, ଜାତିସଂଘରେ ପ୍ରତ୍ୟାଖ୍ୟାନ କଲା ଦେଶ

ନୂଆଦିଲ୍ଲୀ : ସଂଯୁକ୍ତ ରାଷ୍ଟ୍ରର ଏକ ରିପୋର୍ଟ ଅନୁସାରେ ଗ୍ୟାଙ୍ଗଷ୍ଟର ଦାଉଦର ନେତୃତ୍ୱାଧିନ ଡି-କମ୍ପାନୀ ଭାରତ ଆଧାରିତା ଯାହା ଏକ ଅପରାଧିକ କାର୍ଯ୍ୟକଳାପକୁ ଇଙ୍ଗିତ କରୁଛି । ଏପରି ଏକ ରିପୋର୍ଟକୁ ଦୃଢ ଭାବେ ଜାତିସଂଘରେ ଖଣ୍ଡନ କରିଛି ଭାରତ । ରିପୋର୍ଟରେ ଥିବା ତ୍ରୁଟି ଉଲ୍ଲେଖ କରି ଏପରି…

Har Gali Jantar Mantar: ଶୁକ୍ରବାର ଶୋଭାଯାତ୍ରା, ଲୋଡାଯାଇନି ପୋଲିସ ଅନୁମତି

ନୂଆଦିଲ୍ଲୀ: ଶୁକ୍ରବାର ଦିଲ୍ଲୀର ସବୁ ଗଳି ହେବ ଜନ୍ତର ମନ୍ତର । ସବୁଠୁ ଶୁଭିବ ସିଇସି ବିରୋଧୀ ସ୍ୱର । ପିପୁଲ୍ସ ଏଗନେଷ୍ଟ ଏସଆଇଆର ମଂଚ ସବୁ ଗଳି, ସବୁ ଗାଁ, ମୋ ଘର ଜନ୍ତର ମନ୍ତର ବୋଲି ନାରା ଦେବାକୁ ଯାଉଛି । ନୋ ଏସଆଇଆର ଅଭିଯାନ କରିବ ମଂଚ । ରାଜଧାନୀର ଏହି ପଦଯାତ୍ରା କନଟ୍ ପ୍ଲେସର…