ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା, ସୁପ୍ରିମକୋର୍ଟଙ୍କ ଉଦ୍ବେଗ
ନୂଆଦିଲ୍ଲୀ: ଦେଶର ରାଜଧାନୀ ଦିଲ୍ଲୀରେ ବଢୁଛି ଦୁଷ୍କର୍ମ ମାମଲା । ଦିଲ୍ଲୀ ଏନସିଆରରେ ଦୁଷ୍କର୍ମ ମାମଲା ପୋଲିସ ଓ ପ୍ରଶାସନର ବ୍ୟବସ୍ଥାଗତ ବିଫଳତାକୁ ଦର୍ଶାଉଛି । ଦିଲ୍ଲୀ ଏନସିଆରରେ ଘଟିଥିବା ଦୁଷ୍କର୍ମର ସାମ୍ପ୍ରତିକ ଘଟଣାଗୁଡିକ ଉପରେ ସ୍ୱତଃପ୍ରବୃତ ଭାବେ ସୁପ୍ରିମକୋର୍ଟର ବିଚାରପତି…