Latest Odisha News

BREAKING NEWS

JAWAN DEAD: ଛୁଟିରେ ଆସିବା ହେଲା କାଳ

ମିଜୋରାମ: ମୃତ୍ୟୁ କେତେବେଳେ କାହାକୁ କେଉଁଠି ଅପେକ୍ଷା କରିଛି ତାହା କଳନା କରିବା କଷ୍ଟ । ଦେଶର ସୁରକ୍ଷା ଦାୟିତ୍ୱରେ ଥିବା ଯବାନ ଆଜି ଶତ୍ରୁ ଗୁଳିରେ ନୁହେଁ ବରଂ ନିଜଦେଶରଲୋକଙ୍କ ମାଡରେ ମୃତ । ବହୁଦିନ ପରେ ଛୁଟିରେ ଘରକୁ ଫେରୁଥିଲେ, କିଏ ଜାଣିଥିଲା ରାସ୍ତାରେ ଜଗିଥିଲା ଅଜଣା ବିବାଦ ଆଉ…

ମଣିଷ ପେଟରେ ଘୁଷୁରୀ କିଡ୍‌ନୀ

ଆମେରିକା: ବିଶ୍ୱର ପ୍ରଥମ ଘଟଣା । ଜଣେ ମଣିଷ ପେଟରେ ଘୁଷୁରୀର କିଡ୍‌ନୀ । ଆଜ୍ଞା ହଁ, ଜଣେ ୬୬ବର୍ଷୀୟ ବ୍ୟକ୍ତି ବଂଚିଛନ୍ତି ଘୁଷୁରୀର କିଡ୍‌ନୀରେ । ପ୍ରାୟ ୨୭୧ଦିନ ବା ୯ ମାସ ହେବ ବିନା ମଣିଷ କିଡନୀରେ ଭଲ ଅଛନ୍ତି । ଘୁଷୁରୀ କିଡନୀକୁ ଦେହରେ ରଖି ଜୀବନ ବଂଚିିଛନ୍ତି ବ୍ୟକ୍ତି ଜଣକ । ଏପରି…

HIV: ବଟିକା ଅପେକ୍ଷା ଇଂଜେକ୍ସନ ଭଲ !

ବ୍ୟୁରୋ: ଏଚଆଇଭି ଭାଇରସକୁ ମୂଳରୁ ଦମନ କରିବାର ନୂଆ ଅଧ୍ୟୟନ ସାମ୍ନାକୁ ଆସିଛିା ଏଣିକି ବଟିକା ନୁହେଁ ଏଚଆଇଭି ଇଂଜେକ୍ସନ ଭାଇରସକୁ ମୂଳୋତ୍ପାଟନ କରିବାରେ ହେବ ରାମ ବାଣ । ଦ ଲାନସେଟ୍‌ରେ ପ୍ରକାଶିତ ଏକ ଅଧ୍ୟୟନରୁ ଜଣାପଡିଛି ଯେ, ଇଂଜେକ୍ସନ ନେଉଥିବା ଗୋଟେ ପ୍ରତିଶତ ଲୋକଙ୍କ ମଧ୍ୟରେ ୯୬…

ଶହେ ଟଙ୍କା ଲାଂଚ, ୩୧ବର୍ଷ ପରେ ଜେଲ୍

ଝାଡଖଣ୍ଡ: ୧୯୯୫ରେ ଶହେ ଟଙ୍କା ଲାଂଚ ମାଗିଥିବା ଅଭିଯୋଗରେ ଜଣେ ସରକାରୀ କର୍ମଚାରୀଙ୍କୁ ୩୧ ବର୍ଷ ପରେ ଦୋଷୀ ସାବ୍ୟସ୍ତ କଲେ ହାଇକୋର୍ଟ । ୭୫ ବର୍ଷ ବୟସରେ ଗଲେ ଜେଲ୍ ରେଳ କର୍ମଚାରୀ । ଆଇନ ଆଗରେ ସମସ୍ତେ ସମାନ । ସେ ଶହେ ଟଙ୍କା ହେଉ କି ଲକ୍ଷେ, ଲାଂଚ ନେଲେ ଦଣ୍ଡପାଇବ । ଯାହାର ପ୍ରମାଣ…

ରଶ୍ମିକାଙ୍କ MYSAA ଟିଜର୍

ବ୍ୟୁରୋ : ପୁଣି ଶିରୋନାମାରେ ନାସନାଲ କ୍ରସ୍ ରଶ୍ମିକା ମନ୍ଦାନା । ନେଇଆସୁଛନ୍ତି ଏକ ପାୱାରପ୍ୟାକ୍‌ଡ ମୁଭି “ମାଇସା” । ଫିଳ୍ମରେ ରଶ୍ମିକାଙ୍କ ନୂଆ ଅବତାର ଦେଖି ଫିଲ୍ମ ଲଭର ପୁରା ପୁରି ଲଟ୍ଟୁ । ପ୍ୟାନ୍ ଇଣ୍ଡିଆ ଆକ୍ସନ ଫିଲ୍ମରେ ନଜର ଆସିବେ ଚୁଲବୁଲି ନାୟିକା ରଶ୍ମିକା । ଅନଫର୍ମୁଲା ଫିଲ୍ମ…

କାମ କରୁନି ରେଡିଓ କଲାର୍ , ଜଣାପଡୁନି ଯମୁନା ସ୍ଥିତି

ଶିମିଳିପାଳ: କେମିତି ଅଛି ମହାରଷ୍ଟ୍ରର ବାଘୁଣୀ ଯମୁନା? ପାଖାପାଖି ଗୋଟେ ସପ୍ତାହ ବିତିଗଲାଣି, ଜଣାପଡୁନି ବାଘୁଣୀର ଗତିବିଧି । ବାଘୁଣୀର ଗତିବିଧି ଯାଂଚ୍ ପାଇଁ ବେକରେ ଲାଗିଥିଲା ରେଡିଓ କଲାର୍ । ଏବେ ତାର ବ୍ୟାଟେରୀ ସରିଯାଇଥିବାରୁ ବାଘୁଣୀର ଗତିବିଧି ଜଣାପଡୁନି । ଏବେ ଓଡିଶା ବନବିଭାଗ…

ଡାକ୍ତର ଓ ରୋଚିର ଡିନର୍ ଷ୍ଟୋରୀ

ମୁମ୍ବାଇ: ପଂଚତାରକା ହୋଟେଲରେ ରହିଥାଏ ହାଇକ୍ଲାସ୍ ସ୍ୱଚ୍ଛତା ଓ ସୁସ୍ୱାଦୁ ଖାଦ୍ୟ । ୟାହା ଧନୀ ହେଉ କି ଗରିବ ସମସ୍ତଙ୍କୁ ଆକୃଷ୍ଟ କରେ । ଆଜି ଦେଖିବା ସେହି ପଂଚତାରକା ହୋଟେଲରେ ସ୍ୱଚ୍ଛତାର ସ୍ୱଚ୍ଛ ଛବି । ମୁମ୍ବାଇସ୍ଥିତ ରୋମାନୋ ନାମକ ଏକ ପଂଚତାରକା ହୋଟେଲରେ ଡିନର୍ ଟେବୁଲରେ ଚାଲିଲା…

ଛାତ୍ର ମୃତ୍ୟୁ ମାମଲା, କ୍ଷମା ମାଗିଲେ ବମ୍ବେ IIT

ବମ୍ବେ : ଆଇଆଇଟି ବମ୍ବେ ଛାତ୍ର ମୃତ୍ୟୁ ମାମଲା, ଉଗ୍ର ରୂପ ନେବାରେ ଲାଗିଛି ପରିସ୍ଥିତି । ବିବାଦ ମଧ୍ୟରେ ଛାତ୍ର ମୃତ୍ୟୁକୁ ନେଇ ଦେଇଥିବା ମନ୍ତବ୍ୟ ପାଇଁ କର୍ତୃପକ୍ଷ କ୍ଷମା ମାଗିଛନ୍ତି । ତଦନ୍ତ ଚାଲିଛି, କୌଣସି ନିଷ୍କଷ ର୍ ନବାହାରିବା ପୂର୍ବରୁ ସାହିଲଙ୍କ ମୃତ୍ୟୁ ର୍ପୂବର ଘଟଣାକ୍ରମ…

ବୈଜ୍ଞାନିକଙ୍କ ମତ, ମସ୍ତିଷ୍କ ହେଉଛି ଦୁଇଟି ପୃଥକ ଅଙ୍ଗ

କାର୍ଲିଫର୍ଣ୍ଣିଆ : ମଣିଷ ଶରୀର ପାୱାର ହାଉସ ହେଉଛି ବ୍ରେନ୍ । ହେଲେ ଜାଣି ଆଶ୍ଚର୍ୟ୍ୟ ହେବେ, ଆମ ମସ୍ତିଷ୍କ ଗୋଟିଏ ନୁହେଁ, ବରଂ ୨ଟି ୃଥକ ଅଙ୍ଗ । ଷ୍ଟାନଫୋର୍ଡ ୟୁନିଭର୍ସିଟି ବୈଜ୍ଞାନିକଙ୍କ ନୂଆ ଗବେଷଣା ସାମ୍ନାକୁ ଆସିଛି । ଏପରି ବିଚିତ୍ର ଏବଂ ଚମକେଇ ଦେବା ପରି ତଥ୍ୟ ଶୁଣି ଆଶ୍ଚର୍ୟ୍ୟ…

ପିସି କାରବାର: ସୁପ୍ରିମକୋର୍ଟଙ୍କ ଗୁରୁତ୍ୱପୂର୍ଣ୍ଣ ରାୟ, CBI ଉପରେ ଖପ୍ପା

ନୂଆଦିଲ୍ଲୀ: ଦୁର୍ନୀତି ମାମଲାରେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କଲେ ସୁପ୍ରିମକୋର୍ଟ । ଲାଞ୍ଚ ମାଗିବା ଅଭିୟୋଗରେ ବିଛାୟାଇଥିବା ଜାଲ ପରେ ଦଶନ୍ଧି ଦଶନ୍ଧିରୁ ଅଧିକ ସମୟ ହେବ ପଡିରହିଥିବା ପୁରୁଣା ଦୁର୍ନୀତି ମାମଲାରେ ସୁପ୍ରିମକୋର୍ଟ ଜଣେ ସରକାରୀ କର୍ମଚାରୀଙ୍କୁ ଦୋଷମୁକ୍ତ କରିଛନ୍ତି ।…