Latest Odisha News

BREAKING NEWS

Hero Asian Champions Trophy Punjab-2026: ଭାରତୀୟ ପୁରୁଷ ଦଳ ଘୋଷଣା

ନୂଆଦିଲ୍ଲୀ: ମଙ୍ଗଳବାର ହକି ଇଣ୍ଡିଆ ପକ୍ଷରୁ ହିରୋ ଏସିଆନ ଚାମ୍ପିଅନ୍ସ ଟ୍ରଫି ପଂଜାବ-୨୦୨୬ ପାଇଁ ଭାରତୀୟ ପୁରୁଷ ହକି ଦଳ ଘୋଷଣା ହୋଇଛି । ଏହି ଚାମ୍ପିଅନ୍ସ ଟ୍ରଫି ଜଳନ୍ଧର ଓ ମୋହାଲିରେ ଅକ୍ଟୋବର ୨୭ରୁ ନଭେମ୍ବର ୫ ଯାଏଁ ଅନୁଷ୍ଠିତ ହେବ । ଜାପାନରେ ଅନୁଷ୍ଠିତ ଏସିଆନ ଗେମ୍ସରେ ଭାରତକୁ…

ଦକ୍ଷୀଣ କୋରିଆ ସୁପରମାର୍କେଟରେ ଛୁରାମାଡ, ୮ ଆହତ

ସାଉଥ କୋରିଆ: ମଙ୍ଗଳବାର ସାଉଥକୋରିଆ ଇଂଚେଅନ ସୁପରମାର୍କେଟ ପାଲଟିଲା ରଣକ୍ଷେତ୍ର । ଆଖିପିଛୁଳାକେ ଧସେଇ ପଶିଲା ଜଣେ ଛୁରାଧାରୀ ବ୍ୟକ୍ତି । ଯାହାକୁ ପାରିଲା ତାକୁ ଆକ୍ରଣ କରି ଚାଲିଲା । ଛୁରାମାଡରେ ଜଣେ ମହିଳାଙ୍କ ସମେତ ୮ଜଣ ଆହତ ହୋଇ ଏବେ ମେଡିକାଲରେ ଭତ୍ତି ର୍ ହୋଇଛନ୍ତି । ଛୁରାମାଡ ପରେ…

ପଂଜାବର ଔଷଧ ଦୋକାନରେ ବେଆଇନ ନିଶା କାରବାର, ବଚସାରୁ ସାମାଜିକ କର୍ମୀକୁ ଗୁଳି

ଚଣ୍ଡିଗଡ: ନିଶାଦ୍ରବ୍ୟ ବିକୁଥିବା ଔଷଧ ଦୋକାନୀକୁ ଧରିବା ବେଳେ ଦୋକାନରେ ଫୁଟିଲା ଗୁଳିା ସମାଜିକ କର୍ମୀ ପରଭିନ୍ଦର ସିଂଙ୍କ ମୃତ୍ୟୁ ହୋଇଛି । ପଂଜାବ ମନସାର ଔଷଧ ଦୋକାନ ଗୁଡିକରେ ନିଶାଯୁକ୍ତ ଔଷଧର ବେଆଇନ ବିକ୍ରିକୁ ପଦାରେ ପକାଇଥିଲେ ପରଭିନ୍ଦର ସିଂ ଝୋଟା । ଦୋକାନ ଭିତରେ ହୋଇଥିଲା…

ଭିଜିଲାନ୍ସ ଜାଲରେ ସଇଁତଲା ଆର.ଆଇ, ତଦନ୍ତ ଜାରି

ବଲାଙ୍ଗୀର: ଲାଂଚ ନେଇ ଧରାପଡିଲେ ଆରଆଇ । ଭିଜିଲାନ୍ସ ଜାଲରେ ବଲାଙ୍ଗୀର ଜିଲ୍ଲା ସଇଁତଲା ରାଜସ୍ୱ ନିରୀକ୍ଷକ । କୃଷି ଜମିକୁ ବାସଗୃହ ଜମିରେ ବଦଳାଇବାକୁ ଲାଂଚ ନେଉଥିବା ବେଳେ ଭିଜିଲାନ୍ସ ପଂଝାରେ ଆରଆଇ ଆଲନ ବେହେରା । ମଙ୍ଗଳବାର ୩ହଜାର ଟଙ୍କା ଲାଂଚ ମାଗିବା ଓ ନେବା ସମୟରେ ଭିଜିଲାନ୍ସ…

IND-SRI ଦିନିକିଆ: ବଦଳିବନି ଭେନ୍ୟୁ, ବିସିସିଆଇ ଦେଲା ସ୍ପଷ୍ଟୀକରଣ

ବ୍ୟୁରୋ: ଡିସେମ୍ବର ୧୩ରେ ଦିଲ୍ଲୀରେ ହେବ ଭାରତ-ଶ୍ରୀଲଙ୍କା ପ୍ରଥମ ଦିନିକିଆ ମ୍ୟାଚ୍ । ଦିଲ୍ଲୀରୁ ଅହମ୍ମଦାବାଦ୍ ସ୍ଥାନ ପରିବର୍ତ୍ତନ ଖବରକୁ ଖଣ୍ଡନ କଲା ବିସିସିଆଇ । ସ୍ପଷ୍ଟୀକରଣ ରଖିଲେ ସମ୍ପାଦକ ଦେବଜିତ ସାଇକିଆ । ଭାରତ-ଶ୍ରୀଲଙ୍କା ମଧ୍ୟରେ ହେବାକୁ ଥିବା ପ୍ରଥମ ଦିନିକିଆ ମ୍ୟାଚ୍ର ସ୍ଥାନ…

ପ୍ରତିଦିନ ଦୁଗ୍ଧଜାତ ଖାଦ୍ୟ ଖାଉଛନ୍ତି କି? ତଥାପି କାହିଁକି ଦୁର୍ବଳ ହେଉଛି ହାଡ?

ବ୍ୟୁରୋ: ଶରୀରରେ ହାଡର ଘନତ୍ୱ ବା ମଜବୁତି ସାଧାରଣତଃ ୨୦ରୁ ୩୦ ବର୍ଷ ବୟସରେ ହୋଇଥାଏ । ଯେତେବେଳେ ହାଡ ଘନତା ହରାଇ ଦୁର୍ବଳ ହୋଇଯାଏ, ଭାଙ୍ଗିବାର ଆଶଙ୍କା ବୃଦ୍ଧି ପାଏ, ସେତେବେଳେ ଓଷ୍ଟେଓପୋରେସିସ୍ ହୁଏ । ଏହା ସାଧାରଣତଃ ବୟସ୍କ ବ୍ୟକ୍ତି ଏବଂ କିଛି ସ୍ୱାସ୍ଥ୍ୟସମସ୍ୟା ଥିବା ଲୋକଙ୍କ ଠାରେ…

ଚିନାବାଦାମ୍ ସେବନ କଲେ ବଢିିବକି କୋଲେଷ୍ଟ୍ରଲ ? ହୋଇଯିବେ କି ମୋଟା ? ଜାଣନ୍ତୁ କଣ କହୁଛି ଅଧ୍ୟୟନ

ବ୍ୟୁରୋ: ଶରୀରକୁ ସୁସ୍ଥ ରଖିବାକୁ ଛୋଟରୁ ବଡ ସମସ୍ତେ ଏବେ ସତର୍କ । କିଏ ଜିମ୍ ଗଲାଣି ତ କିଏ ହେଲଦି ଖାଇଲାଣି । କିଏ ଓଜନ ବଢାଇବାକୁ ଖାଉଛି ପ୍ରୋଟିନ୍ ତ କିଏ କମାଇବାକୁ କରୁଛି କସରତ । ଏହାରି ଭିତରେ କିନ୍ତୁ ଡାଏଟ୍ ହେଉଛି ସବୁଠୁ ଗୁରୁତ୍ୱପୂଣ୍ଣ ର୍ା ଖାଦ୍ୟପେୟ ଠିକ୍ ରଖିଲେ ଶରୀର ସୁସ୍ଥ…

The Dirty Picture-2: ୧୫ବର୍ଷ ପରେ ଏକତାଙ୍କ ସିକ୍ୱେଲ ପ୍ଲାନିଂ

ମୁମ୍ବାଇ: ୨୦୧୧ର ମ୍ୟୁଜିକାଲ ଡ୍ରାମା ଫିଲ୍ମ ଦ ଡାଟି ର୍ପିକ୍ସଚର୍ସର ଆସିବ ସିକ୍ୱେଲ । ଦୀର୍ଘ ୧୫ ବର୍ଷ ପରେ ପ୍ରଡ୍ୟୁସର ଏକତା କପୁର ଫିଲ୍ମର ସେକେଣ୍ଡ ପାର୍ଟ ଆଣିବାର ପ୍ଲାନ୍ କରୁଛନ୍ତି । ଏମିତିକି ଏହି ପ୍ରୋଜେକ୍ଟରେ କାମ ଆରମ୍ଭ କରିଥିବା କହିଛନ୍ତି ନିଜେ ଏକତା । ତେବେ ଫିଲ୍ମରେ କିଏ କିଏ…

ନଭେମ୍ବର ୫ରେ ‘ରାମାୟଣ-୧’ ରିଲିଜ୍‌, ଦଶହରାରୁ ଆରମ୍ଭ ଟିକେଟ୍ ବୁକିଂ

ମୁମ୍ବାଇ: ନବରାତ୍ରୀ ଆରମ୍ଭରୁ ଫିଲ୍ମ ପ୍ରେମୀଙ୍କ ପାଇଁ ଖୁସି ଖବର । ନଭେମ୍ବର ୫ରେ ରିଲିଜ୍ ହେବ ବିଶାଳ ପୌରାଣିକ ଚଳଚ୍ଚିତ୍ର ରାମାୟଣ-୧ା ନିତେଶ ତିୱାରୀଙ୍କ ନିର୍ଦ୍ଦେଶିତ ଅପକମିଂ ମଚ୍ ଆବେଟେଡ୍ ଏହି ଫିଲ୍ମର ଟିକେଟ୍ ବୁକିଂ ଦଶହରାରୁ ଆରମ୍ଭ ହୋଇଯିବ । ଭାରତର ଅନ୍ୟତମ ସର୍ବାଧିକ ଶ୍ରଦ୍ଧେୟ…

Saudi Airport Blast Update: ତୀର୍ଥଯାତ୍ରା ହେଲା ଶେଷ ଯାତ୍ରା

() ରିୟାଦ୍ଧ: ଆଉ କିଛି ସମୟ ପରେ ଫ୍ଲାଇଟ୍‌ରେ ବସିଥାନ୍ତେ ଆଉ ଯାଇଥାନ୍ତେ ଉମ୍ରାହ । ହେଲେ ବିଧିର ବିଧାନ ଥିଲା କିଛି ଅଲଗା । ଶନିବାର ରିୟାଦ୍ଧର କିଙ୍ଗ ଖାଲିଦ୍ ଅନ୍ତର୍ଜାତୀୟ ବିମାନବନ୍ଦରରେ ମିଜାଇଲ ମାଡରେ ସବୁକିଛି ଛାରଖାର । କିଏ ଘରକୁ ଯାଇଥାନ୍ତେ ତ କିଏ ଫେରିଥାନ୍ତେ । ଆଉ ପୁଣି କିଛି…