Latest Odisha News

BREAKING NEWS

ଲକ୍ଷ୍ନୌରେ କାଫେ ମାଲିକ ମୃତ୍ୟୁ ମାମଲା, ଇନଫ୍ଲୁଏନ୍ସର ଶ୍ରଦ୍ଧା ଦୁବେଙ୍କୁ ଖୋଜୁଛି ପୋଲିସ

ଲକ୍ଷ୍ନୌ: କାଫେ ମାଲିକ ଶିବ ଶର୍ମା ମୃତ୍ୟୁ ମାମଲା । ପୋଲିସର ରାଡାରରେ ଇନଫ୍ଲୁଏନ୍ସର ଶ୍ରଦ୍ଧା ଦୁବେ । ଶିବ ଶର୍ମାଙ୍କ ମୃତ୍ୟୁ ପରେ ଶ୍ରଦ୍ଧା ନେପାଳ ସୀମା ଆଡକୁ ପଳାଇଥିବା ସନ୍ଦେହ କରୁଛି ପୋଲିସ । ଶ୍ରଦ୍ଧାଙ୍କୁ ଖୋଜିବାକୁ ୬ଟି ପୋଲିସ ଟିମ୍ ନିୟୋଜିତ ହୋଇଥିବା ବେଳେ ଶ୍ରଦ୍ଧାଙ୍କ…

ଓଡିଶା ଟେନିସ୍ ଆସୋସିଆନ ଆୟୋଜିତ ଟୁର୍ଣ୍ଣାମେଂଟ ଉଦଯାପିତ

ଭୁବନେଶ୍ୱର: ଭୁବନେଶ୍ୱର ଓଡିଶା ଟେନିସ୍ ଆସୋସିଆନ ଦ୍ୱାରା ଆୟୋଜିତ ITF MT200 ଟେନିସ ଟୁର୍ଣ୍ଣାମେଂଟ ସଫଳତାର ସହ ସମାପନ ହୋଇଛି । ଓଟିଏ ଟେନିସ କମ୍ପେ୍ଲକ୍ସରେ ବୟସ୍କ ତଥା ଅଭିଜ୍ଞ ଟେନିସ୍ ଖେଳାଳିଙ୍କ ଉତ୍ସାହଜନକ ଅଂଶଗ୍ରହଣ ଏବଂ ବିଭିନ୍ନ ବୟସ ବର୍ଗରେ ପ୍ରତିଯୋଗିତା ଦେଖିବାକୁ ମିଳିଥିଲା…

Hero Asian Champions Trophy: ପଂଜାବର ହକି ଐତିହ୍ୟ ପ୍ରଦର୍ଶନର ସ୍ୱତନ୍ତ୍ର ଅବସର

ନୂଆଦିଲ୍ଲୀ: ୨୦୨୩ ଚେନ୍ନାଇ ପରେ ଦ୍ୱିତୀୟ ଥର ପାଇଁ ପୁରୁଷ ବର୍ଗର ହିରୋ ଏସିଆନ ଚାମ୍ପିଅନ୍ସ ଟ୍ରଫି ଆୟୋଜନ କରିବାକୁ ଯାଉଛି ଭାରତ । ଏହି ଟୁର୍ଣ୍ଣାମେଂଟ୍ ମାଧ୍ୟମରେ ପଂଜାବକୁ ଅନ୍ତର୍ଜାତୀୟ ହକିର ପ୍ରତ୍ତ୍ୟାବର୍ତ୍ତନ ଘଟିବ । ପଂଜାବ ଅନେକ ଧୁରନ୍ଦର ହକି ଖେଳାଳି ଦେଶକୁ ଦେଇଥିବା ନଜିର…

ପାଣିରୁ ଫ୍ଲୋରାଇଡ ଦୂର କରିବ ପଣସ ଚୋପା, ରାଉରକେଲା NIT ଟିମ୍‌ଙ୍କ ନୂଆ ଗବେଷଣା

ରାଉରକେଲା: ପାଣିରୁ ୯୦ ପ୍ରତିଶତରୁ ଅଧିକ ଫ୍ଲୋରାଇଡ ଅପସାରଣ ପାଇଁ ରାଉରକେଲା ଏନଆଇଟିର ଏକ ଟିମ୍ ପଣସ ଚୋପା ଆଧାରିତ ଏକ ଟେକନୋଲୋଜୀ ବିକଶିତ କରିଛନ୍ତି । ପେଟେଂଟ ହୋଇଥିବା ପ୍ରଯୁକ୍ତିବିଦ୍ୟା କୃଷି ଆବର୍ଜନାକୁ ଏକ କମ୍ ମୂଲ୍ୟର ଜଳ ବିଶୋଧକରେ ପରିଣତ କରେ । ଗବେଷକ ମାନେ ବାସ୍ତବ-ବିଶ୍ୱ…

Influencer’s Nightmare Experience: ପହଂଚିଲା ଦାମୀ ପାର୍ସଲ, ଛାଡିଲେ ଘର

ମଦୁରାଇ: ଏବେ ଘରେ ଘରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର । କଂଟେଂଟ କ୍ରିଏଟ୍ କରି ଲୋକଙ୍କୁ ଏଂଟରଟେନ୍ କରୁଛନ୍ତି ଛୋଟରୁ ବଡ । କେବେ ଫଲୋୟର ବଢୁଛନ୍ତି ତ କେବେ ପୁଣି ହେବାକୁ ପଡୁଛି ନିରାଶ । ତେବେ ଜଣେ କଂଟେଂଟ କ୍ରିଏଟର ହେବା କେତେ ଭଲ କେତେ ଖରାପ, ତାର ପ୍ରମାଣ ମିଳିଛି ତାମିଲନାଡୁ ମଦୁରାଇର…

ବିଜେଡିର ଜନସମ୍ପର୍କ ପଦଯାତ୍ରା, ଲୋକଙ୍କ ସହ ରହି ଅପାରଗ ସରକାରର ମୁଖା ଖୋଲିବାକୁ ନବୀନଙ୍କ ଆହ୍ୱାନ

ଭୁବନେଶ୍ୱର : ଭୁବନେଶ୍ୱର ମଧ୍ୟ ନିର୍ବାଚନ ମଣ୍ଡଳୀରେ ବୁଧବାର ବିଜେଡି କରିଛି ଶକ୍ତି ପ୍ରଦର୍ଶନ । ବିଜୁ ଜନତା ଦଳର ଜନ ସମ୍ପର୍କ ପଦଯାତ୍ରା ଅନୁଷ୍ଠିତ ହୋଇଯାଇଛି। ବିଜେଡି ସରକାରରେ ବିକାଶ ଥିଲା ମୁଖ୍ୟ ଏଜେଣ୍ଡା, ହେଲେ ଡବଲ ଇଞ୍ଜିନ ସରକାର ପାଇଁ ତାଙ୍କ ଦଳର ବିକାଶ ମୁଖ୍ୟ ଏଜେଣ୍ଡା ବୋଲି…

୧୧ ବର୍ଷୀୟ ନିତ୍ୟା ତମନ୍ନାଙ୍କ ଜଳ ସଂରକ୍ଷଣ କ୍ୟାମ୍ପେନ୍, ତିଆରି କଲେ ପ୍ଲାଷ୍ଟିକ୍-ଫ୍ରି ଫିଲଟର

ନ୍ୟୁ ଜର୍ସି: ୧୧ ବର୍ଷୀୟ ନିତ୍ୟାଙ୍କ ନୂଆ କାରନାମା । ଏମିତି ଏକ ଫିଲଟର ବା ୱାଟର ପ୍ୟୁରିଫାଏର ତିଆରି କରିଛନ୍ତି ନିତ୍ୟା ଯାହା ପାଣିରେ ଥିବା ଲିଡ୍ ଅଂଶକୁ ସମ୍ପୂଣ୍ଣ ର୍ ଶେଷ କରିଦେବ । ଯାହାକୁ ଆମେ ପ୍ରତିଦିନ ଦୈନନ୍ଦିନ ସମୟରେ ଅଣଦେଖା କରିଦେଉ, ୯ ବର୍ଷ ବୟସରୁ ହିଁ ନିଜ ଘରେ ସେ…

ନୂଆ IPL ପୂର୍ବରୁ ମାଷ୍ଟରଷ୍ଟ୍ରୋକ୍, ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ

ନୂଆଦିଲ୍ଲୀ: ଖେଳପ୍ରେମୀଙ୍କ ପାଇଁ ଖୁସି ଖବର । ନୂଆ ଆଇପିଏଲ ସିଜନ୍ ପୂର୍ବରୁ ଦିଲ୍ଲୀ କ୍ୟାପିଟାଲ୍ସରେ ଯୁବରାଜ ସିଂହଙ୍କ ଏଂଟ୍ରି । କୋଚିଂ ଷ୍ଟାଫ୍ରେ ଯୋଗଦେଲେ ଯୁବରାଜ । କ୍ୟାରିୟରରେ ପ୍ରଥମ ଥର ପାଇଁ ଆନୁଷ୍ଠାନିକ ଭାବେ ପ୍ରଶିକ୍ଷକ ଭୂମିକା ନେଇଛନ୍ତି ୟୁଭି । ୧୧ ବର୍ଷ ପରେ ଏହି…

Smartphone Scrolling: ଅଧ୍ୟୟନରୁ ଲୁକ୍କାୟିତ ସମସ୍ୟା

ବ୍ୟୁରୋ: ସ୍ମାର୍ଟଫୋନ୍ ଅଧିକ ବ୍ୟବହାର କରୁଛନ୍ତି କି? ଆପଣଙ୍କ ମସ୍କିଷ୍କ ଓ ଶରୀରକୁ ହୋଇପାରେ ବିରାଟ କ୍ଷତି । ଫୋନ ଧରି ଅତ୍ୟଧିକ ସ୍କ୍ରଲିଂ କରିବାଦ୍ୱାରା ଦୁର୍ବଳ ସ୍ମୃତିଶକ୍ତି, ଧ୍ୟାନ ହ୍ରାସ, ନିଦ ବ୍ୟାଘାତ ଓ ସମ୍ଭାବ୍ୟ ସନ୍ତୁଳନ ସମସ୍ୟା ଦେଖାଦେବ ବୋଲି ବୈଜ୍ଞାନିକ ଚେତାବନୀ ଦେଇଛନ୍ତି…

Sona Mohapatra To Rahul: ଗଣତନ୍ତ୍ରରେ ସଂସ୍କାର ପୂର୍ବରୁ ହିମାଚଳ ସ୍ଥିତି ସୁଧାରନ୍ତୁ

ନୂଆଦିଲ୍ଲୀ: ପୁଣି ଚର୍ଚ୍ଚାରେ ସିଙ୍ଗର ସୋନା ମହାପାତ୍ର । ଏଥର କିନ୍ତୁ ତାଙ୍କ ଗୀତ ପାଇଁ ନୁହେଁ ବରଂ ରାଜନୈତିକ ବକ୍ତବ୍ୟ ପାଇଁ ଶିରୋନାମାରେ ସୋନା । ରାହୁଲ କହୁଛନ୍ତି, ଗଣତନ୍ତ୍ରକୁ ସୁଧାରିବାକୁ ପଡିବ । ତେଣୁ ତାଙ୍କୁ ଟାର୍ଗେଟ କରି ସୋନା କହିଛନ୍ତି ଗଣତନ୍ତ୍ରକୁ ସଜାଡିବା ପୂର୍ବରୁ…