Latest Odisha News

BREAKING NEWS

ଆଡଭାନ୍ସ ବୁକିଂରେ ତାହ୍ନାଜୀକୁ ପଛରେ ପକାଇଲା ବାଗୀ-୩

ମୁମ୍ବାଇ: ବଲିଉଡର ସଫଳ ଫିଲ୍ମ ଭାବେ ପରିଗଣିତ ତାହ୍ନାଜୀ: ଦି ଅନସଙ୍ଗ ୱାରିୟରକୁ ଆଡଭାନ୍ସ ବୁକିଂରେ ପଛରେ ପକାଇଛି ବାଗୀ-୩ । ବକ୍ସ ଅଫିସ ରିପୋର୍ଟ ଅନୁସାରେ ଟାଇଗର ଶ୍ରଫ ଓ ଶ୍ରଦ୍ଧା କାପୁର ଅଭିନୀତ ଫିଲ୍ମ ୫.୫୦ କୋଟି ଟଙ୍କା କେବଳ ଆଡଭାନ୍ସ ବୁକିଂରେ ଆୟ କରିଛି । ତାହ୍ନାଜୀ ଫିଲ୍ମ ୫.୧୮ କୋଟି ଏ ବାବଦକୁ ଆୟ କରିଥିଲେ ।

କରୋନା ଭାଇରସର ପ୍ରଭାବ କିନ୍ତୁ ବାଗୀ-୩ରେ ପଡିବ ବୋଲି ଟ୍ରେଡ ସମୀକକ୍ଷ ମାନେ କହିଛନ୍ତି । ମଲ୍ଟିପ୍ଲେକ୍ସରେ ଏହାର ବିଗନେଶ ୩୦ରୁ ୩୫ ପ୍ରତିଶତ କମ୍ ରହିବ । ଟାଇଗର ଓ ଶ୍ରଦ୍ଧାଙ୍କ ଏହି ବହୁ ପ୍ରତୀକ୍ଷୀତ ଫିଲ୍ମ ବିଶେଷ ନିରାଶ କରିବ ନାହିଁ ବୋଲି ସମୀକ୍ଷକମାନେ କହିଛନ୍ତି ।

Leave A Reply

Your email address will not be published.