Latest Odisha News

BREAKING NEWS

ଲାଞ୍ଚ ମାମଲା: ବାଲିଅନ୍ତା ତହସିଲଦାରଙ୍କୁ ମିଳିଲା ଜାମିନ

ଭୁବନେଶ୍ୱର: ଖୋର୍ଦ୍ଧା ବାଲିଅନ୍ତା ତହସିଲଦାର ରଶ୍ମିରେଖା ପ୍ରଧାନଙ୍କୁ ମିଳିଲା ଜାମିନ । ଏଥିସହ ତାଙ୍କ ଡାଟା ଏଣ୍ଟ୍ରି ଅପରେଟରଙ୍କୁ ମଧ୍ୟ ଜାମିନ ମିଳିଛି । ହାଇକୋର୍ଟ ଏ ଦୁହିଁଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ।

ନିମ୍ନ ଅଦାଲତ ସର୍ତ୍ତ ନିର୍ଦ୍ଧାରଣ କରିବାକୁ କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ଜୁନ୍ ୪ରେ ଏକ ଜମିଜମା ମାମଲାରେ ୧ଲକ୍ଷ ୨୦ ହଜାର ଟଙ୍କା ଲାଂଚ ନେବା ଘଟଣାରେ ଉଭୟଙ୍କୁ ଭିଜିଲାନ୍ସ ଗିରଫ କରିଥିଲା ।

Leave A Reply

Your email address will not be published.