ଭୁବନେଶ୍ୱର: ଆସନ୍ତାକାଲି ଓଡ଼ିଆଙ୍କ ଗଣପର୍ବ ରଜ । ତେବେ କରୋନା ପାଇଁ ଚଳିତ ବର୍ଷ ରଜ ଫିକା ପଡିଛି । ଚାରିଆଡେ ଲକଡାଉନ କଟକଣା ଲାଗୁ କରାଯାଇଛି । ଏଥିସହ ସଟଡାଉନ୍ ବି ହୋଇଛି । ତେବେ ରଜ ଯେପରି ଫିକା ନପଡିବ ସେଥିପାଇଁ ଆରମ୍ଭ ହୋଇଛି ଅନ୍ଲାଇନ୍ ପାନ ବ୍ୟବସାୟ ।
ଏଥର ରଜରେ ଅନ୍ଲାଇନ୍ରେ ପାନ ପାଇପାରିବେ ଗ୍ରାହକ । ୪ ଘଂଟା ଭିତରେ ଘରେ ଆସି ପହଂଚିଯିବ ଆପଣଙ୍କ ମନ ପସନ୍ଦର ପାନ । ରଜରେ ଘରେ ବସି ଉପହାର.କମ୍ ଜାରିଆରେ କଟକ ଓ ଭୁବନେଶ୍ୱରରେ ଲୋକେ ପାଇଯିବେ ମିଠା ପାନ । ବିିଭିନ୍ନ ପ୍ରକାର ଫ୍ଲେଭରର ପାନ ଏହି ଅନ୍ଲାଇନ୍ରେ ଉପଲବ୍ଧ ରହିଛି । ଅଲଫାନସୋ ମିଠା ପାନ, ଷ୍ଟ୍ରବେରୀ ପାନ, ଦିଲଖୁସ ପାନ ମିଳିବ । ତେବେ ହୋମ ଡେଲିଭରି ପାଇଁ ଅଧିକ ୯୯ ଟଙ୍କା ଦେବାକୁ ପଡିବ।
BREAKING NEWS
- CJP Protest: ‘ତ୍ରିରଙ୍ଗା ଉଡ଼ାଇବା କ’ଣ ଭୁଲ୍?’ ଦୁଇ ନେତା ଜେଲ୍ ଯିବା ପରେ ସରକାରଙ୍କ ଉପରେ ବର୍ଷିଲେ ଅଭିଜିତ ଦୀପକେ…
- ୨୦୨୭ ଉତ୍ତର ପ୍ରଦେଶ ନିର୍ବାଚନ ପୂର୍ବରୁ ସପାକୁ ବଡ଼ ଝଟକା: ବିଜେପିରେ ସାମିଲ ହେଲେ ୩ ବିଦ୍ରୋହୀ ବିଧାୟକ
- କଟକଣା ସତ୍ତ୍ୱେ ଜନ୍ତର-ମନ୍ତରରେ ପ୍ରବେଶ ଉଦ୍ୟମ; ଗିରଫ ହେଲେ CJPର ୩ ନେତା
- ଛାତ୍ର ସଂସଦ ନିର୍ବାଚନକୁ ନେଇ ପ୍ରିନ୍ସିପାଲଙ୍କୁ ହତ୍ୟା ଧମକ, ସିଦ୍ଧାର୍ଥ ଡିଗ୍ରୀ କଲେଜ ଫାଟକରେ ଲାଗିଲା ଧମକପୂର୍ଣ୍ଣ ପୋଷ୍ଟର
- ଭୋଜି ଖାଇ ଫେରୁଥିଲେ, ଅଧା ବାଟରେ ଓଲଟିଲା ଡଙ୍ଗା: ଚାଲିଗଲା ୧୪ ଜୀବନ
- ପୂଜାକୁ ପାଣିଚିଆ କରିଦେବକି ବର୍ଷା! ବଙ୍ଗୋପସାଗରରେ ଲଘୁଚାପ ସମ୍ଭାବନା, ରାଜ୍ୟରେ ୪ ଦିନ ବର୍ଷା ଆଲର୍ଟ
- ଏକାଧିକ ଗାଡି ଉପରେ ମାଡ଼ିଗଲା ସ୍କୋର୍ପିଓ: ଜଣେ ମୃତ, ୪ରୁ ଅଧିକ ଗୁରୁତର
- ଶିକ୍ଷା କ୍ଷେତ୍ରରେ ବଡ଼ ପଦକ୍ଷେପ: ଏଣିକି ନବମ ଓ ଦଶମ ଶ୍ରେଣୀ ପିଲା ପାଇବେ ମାଗଣା ବହି
- ସାଉଦି ତୈଳ ସଂସ୍ଥା ଉପରେ ମିଶାଇଲ ଆଟାକ୍: ଜଳିଗଲା ‘ଆରାମକୋ’ର ମୁଖ୍ୟ କାର୍ଯ୍ୟାଳୟ, ବିଶ୍ୱ ବଜାରରେ ବଢ଼ିପାରେ ତେଲ ଦର!
- ୧୦ ସେକେଣ୍ଡର ଭିଡିଓ ବଢ଼ାଇଲା ରାଜନୈତିକ ଉଷ୍ଣତା: ରାହୁଲ-ଶିବକୁମାରଙ୍କ ଭିଡିଓକୁ ନେଇ କଂଗ୍ରେସ-ବିଜେପି ମୁହାଁମୁହିଁ

Comments are closed.