Latest Odisha News

BREAKING NEWS

ବାଲୁକା ଚିତ୍ରକଳାରେ ମହାସପ୍ତମୀ

ପୁରୀ : ଆଜି ଶାରଦୀୟ ଦୁର୍ଗା ପୂଜାର ମହା ସପ୍ତମୀ । ପ୍ରତେକ ପୂଜା ମଣ୍ଡପ ଏଥିପାଇଁ ଚଳ ଚଞ୍ଚଳ। ଏହି ପବିତ୍ର ଦିବସରେ ବିଶିଷ୍ଟ ବାଲୁକା ଚିତ୍ରଶିଳ୍ପୀ ସୁଦର୍ଶନ ପଟ୍ଟନାୟକ ଏକ ସୁନ୍ଦର ବାଲୁକା ଚିତ୍ରକଳା କରି ସମସ୍ତଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ପୁରୀ ବେଳାଭୂମିରେ ଏହି ଆକର୍ଷଣୀୟ ବାଲୁକା ଚିତ୍ରକଳାଟିକୁ କରାଯାଇ ଥିବା ବେଳେ ଏଥିରେ ଛୋଟ ଛୋଟ ଶଙ୍ଖ ଓ ଶାମୁକା ବ୍ୟବହାର ହୋଇଛି। ଦେବୀ ଦୁର୍ଗା ଙ୍କ ମୁଖ ମଣ୍ଡଳ କୁ ବାଲୁକା ଚିତ୍ରକଳା ରେ କରାଯାଇ ଥିବା ବେଳେ ଯାହାକି ବେଶ ଆକର୍ଷଣୀୟ ହୋଇଛି।

Leave A Reply

Your email address will not be published.