Latest Odisha News

BREAKING NEWS

ସୁସ୍ଥ ଶରୀର ଲାଗି ନିୟମିତ ଖାଆନ୍ତୁ ସାଲାଡ୍

ଭୁବନେଶ୍ୱର: ନିୟମିତ ଭାବେ କାକୁଡି, ଟମାଟୋ ସାଲାଡ଼ ଖାଇଲେ ତାହା ଶରୀରର ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଥାଏ।
ଯୁବ ପିଢ଼ି ପ୍ରତିଦିନ ସାଲାଡ଼ ଖାଇବା ଖୁବ ହିତକାରୀ ।

ରାତ୍ରୀ ଭୋଜନ ପରିବର୍ତ୍ତେ ଦିନ ଭୋଜନ ସମୟରେ ସାଲାଡ଼ ଖାଇବା ଦରକାର ! ବିଶେଷଜ୍ଞ ଙ୍କ ମତରେ ଦିନ ସମୟ ରେ ଅଧିକ ଖାଦ୍ୟ ଖାଇ ହୋଇଥାଏ.. ଏଣୁ ଭୋଜନ ପୂର୍ବରୁ ସାଲାଡ଼ ଖାଇଲେ ତାହା ଅଧିକ ଭୋଜନ କୁ ନିୟନ୍ତ୍ରଣ କରେ ।

ସାଲାଡ଼ରେ ଲେମ୍ବୁ ରସ ଓ ଲୁଣ ମିଶେଇପାରିବେ । ଏବର ଷ୍ଟାଇଲିଶ ସାଲାଡ଼ରେ ଟମାଟୋ ରସ ମାୟୋନେଜ ବ୍ୟବହାର କରାଯାଉଛି । ତାହା ସ୍ୱାସ୍ଥ୍ୟ ପାଇଁ ହାନିକାରକ ।

ଫ୍ରିଜରେ ରଖି ପରେ ସାଲାଡ଼ ଖାଇଲେ ତାହା ପେଟ ସମସ୍ୟା କରିଥାଏ । ସନ୍ଧ୍ୟା ସମୟରେ ହିଁ ଫଳ ସାଲାଡ଼ ଖାଇବା ହିତକାରୀ । ମଧ୍ୟାହ୍ନ କିମ୍ବା ରାତି ଭୋଜନ ସମୟରେ ଫଳ ସାଲାଡ଼ ଖାଇଲେ ତାହା ଭଲ ଭାବେ ହଜମ ହୋଇନଥାଏ ।

Leave A Reply

Your email address will not be published.