Latest Odisha News

BREAKING NEWS

ଲିିଙ୍ଗିପୁର ଏସବିଆଇ ଏଟିଏମ୍ ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ୍, ୨ଅଭିଯୁକ୍ତ ଗିରଫ

ଭୁବନେଶ୍ୱର : ଭୁବନେଶ୍ୱର ନିକଟସ୍ଥ ଶିଶୁପାଳଗଡ ଲିଙ୍ଗିପୁର ଏଟିଏମ୍ ଲୁଟ ଘଟଣାରେ ପର୍ଦ୍ଦାଫାସ ।ଏହି ଲୁଟ ଘଟଣାରେ ବଙ୍ଗଳାଦେଶ ଲିଙ୍କ ଥିବା ସନ୍ଦେହ କରାଯାଉଛି । ଦୁଇ ଜଣ ଲୁଟେରାଙ୍କୁ ଧରିଛି କମିଶନରେଟ ପୋଲିସ ସ୍ପେଶାଲ ସ୍କାର୍ଡ ।ଅଭିଯୁକ୍ତ ଦୁଇ ଜଣ ହେଉଛନ୍ତି ବାଲାଂଦେଶର ଖୋକନ ମୁଲ୍ଲା ଏବଂ ମିରାଜୁନ ମେହବାନ ମୁଲ୍ଲା ।ଓଡିଶା ସମେତ ରାଜସ୍ଥାନ , ତେଲେଙ୍ଗାନା, ଆଦି ରାଜ୍ୟରେ ଏହି ଲୁଟାରେ ମାନେ ବଡ ବଡ ଲୁଟରେ ସାମିଲ ଅଛନ୍ତି । ଏମାନଙ୍କ ସହ ଆଉ ୪ ଜଣ ବାଂଲେଦେଶୀ ମଧ୍ୟ ସାମିଲ ଅଛନ୍ତି।

ଚନା ଅନୁସାରେ ଗତ ୫ ତାରିଖରେ ଶିଶୁପାଳଗଡ ଲିଙ୍ଗିପୁର ହାଉସିଂବୋର୍ଡ ଛକରେ ଥିବା ଏସିବିଆଇ ଏଟିଏମ୍ ଦୁର୍ବୃତ୍ତ ମାନେ ଲୁଟ କରିନେଇଥିଲେ । ଦୟାନଦୀ କୂଳରୁ ଏହି ଭଙ୍ଗା ଏଟିଏମ ଉଦ୍ଧାର ହୋଇଥିଲା । ଏହି ଘଟଣାର ଛାନଭିନ ଜାରି ରଖିଥିଲା ପୋଲିସ ।ଆଜି ଦୁଇଜଣ ଅଭିଯୁକ୍ତ ଧରାପଡିଛନ୍ତି ବୋଲି ସୂଚନା ମିଳିଛି ।

Leave A Reply

Your email address will not be published.