Latest Odisha News

BREAKING NEWS

ପୌର ଭୋଟ ଗଣତି: ବହୁ ଆସନରେ ବିଜେଡ଼ି ଆଗରେ

ଭୁବନେଶ୍ୱର: ରାଜ୍ୟରେ ପୌର ନିର୍ବାଚନ ପାଇଁ ମତଦାନ ସରିଥିବା ବେଳେ ଆଜି ସକାଳ ୮ଟାରୁ ଭୋଟ୍ ଗଣତି ଆରମ୍ଭ ହୋଇଛି । ପ୍ରଥମ ରାଉଣ୍ଡ ସୁଦ୍ଧା ବିଜେଡି  ଆଗୁଆ ଅଛି ।

କେଉଁ ଆସନରେ କିଏ ଆଗୁଆ ଅଛି : 

ଅନୁଗୁଳ- ପୌରାଧ୍ୟକ୍ଷ:-

ଅନୁଗୁଳ ମ୍ୟୁନିସିପାଲିଟି ୨ ନମ୍ବର ୱାର୍ଡରେ ବିଜେଡି ବିଜୟୀ ହୋଇଛି । ବିଜେଡି ପ୍ରାର୍ଥୀ ଉଷାରାଣୀ ସାମଲ ୯୧୮ ଭୋଟରେ ବିଜୟୀ

ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୧ରେ ବିଜେଡି ବିଜୟୀ ।

ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୨ରେ ବିଜେଡି ବିଜୟୀ ।

ଅନୁଗୁଳ ମ୍ୟୁନିସିପାଲିଟିରେ ଓ୍ବାର୍ଡ-୩ରେ ବିଜେଡି ବିଜୟୀ ।

 

ବଲାଙ୍ଗିର ଜିଲ୍ଲା- ପୌରାଧ୍ୟକ୍ଷ:
ବଲାଙ୍ଗୀର ମ୍ୟୁନିସିପାଲିଟିରେ ବିଜେଡିର ଲିକା ସାହୁ ଆଗୁଆ
ତୁଷୁରା ଏନଏସିରେ ବିଜେଡିର ଅଜୟ ଜୟୱାଲ ଆଗୁଆ
କଣ୍ଟାବାଂଜିରେ ବିଜେଡିର ବିନୟ ବିଭାର ଆଗୁଆ

ବାଲେଶ୍ୱର-ପୌରାଧ୍ୟକ୍ଷ:
ବାଲେଶ୍ୱର ମ୍ୟୁନିସିପାଲିଟିରେ ବିଜେଡିର ସବିତା ସାହୁ ଆଗୁଆ

ବରଗଡ଼-ପୌରାଧ୍ୟକ୍ଷ:-
ବରଗଡ଼ ମ୍ୟୁନିସିପାଲିଟିରେ ବିଜେଡିର କଳ୍ପନା ମାଝୀ ଆଗୁଆ
ବିଜେପୁରରେ ବିଜେଡିର ସୀତା ବାରିକ ଆଗୁଆ
ପଦମପୁରରେ ବିଜେଡିର ସାବିତ୍ରୀ ବାଗ ଆଗୁଆ

ନୟାଗଡ଼- ପୌରାଧ୍ୟକ୍ଷ:-
ନୟାଗଡ଼ ମ୍ୟୁନିସିପାଲିଟିରେ ବିଜେଡିର ନିରୂପମା ଖଟେଇ ଆଗୁଆ

ଦେବଗଡ଼ – ପୌରାଧ୍ୟକ୍ଷ:-
ଦେବଗଡ଼ରେ ବିଜେଡିର ଶାନ୍ତିମଞ୍ଜରୀ ଦେଇ ଆଗୁଆ

ଯାଜପୁର- ପୌରାଧ୍ୟକ୍ଷ:-
ଯାଜପୁର ବ୍ୟାସନଗର ମ୍ୟୁନିସିପାଲିଟିର ୧ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ବିଜେଡି ପ୍ରାର୍ଥୀ ବିଜୟ କୁମାର ଜେନା ବିଜୟୀ ହୋଇଛନ୍ତି । କଂଗ୍ରେସ ପ୍ରାର୍ଥୀଙ୍କୁ ୨୧୫ ଭୋଟରେ ହରାଇଲେ ।

କଟକ- ପୌରାଧ୍ୟକ୍ଷ:-
ଆଠଗଡ଼ରେ ବିଜେଡିର ସସ୍ମିତା ରାଉତ ଆଗୁଆ
ବାଙ୍କୀରେ ବିଜେଡିର ମାଣିକ ସାହୁ ଆଗୁଆ

କେନ୍ଦ୍ରାପଡ଼ା – ପୌରାଧ୍ୟକ୍ଷ:-
୫ ନମ୍ବର ୱାର୍ଡରେ ବିଜେଡି ପ୍ରାର୍ଥୀ ନିରାକାର ସ୍ବାଇଁ ବିଜୟୀ ।

୮ ନମ୍ବର ୱାର୍ଡରେବିଜେଡିର ସ୍ମୃତିପ୍ରଜ୍ଞା ଶତପଥୀ ବିଜୟୀ ।

୬ ନମ୍ବର ୱାର୍ଡରେ ବିଜେଡିର ପ୍ରଦୀପ ଜେନା ବିଜୟୀ ।

କେନ୍ଦ୍ରାପଡ଼ା ମ୍ୟୁନିସିପାଲିଟିରେ ୧ ନମ୍ବର ୱାର୍ଡରେ ବିଜେଡିର ପୁଷ୍ପଲତା ବେହେରା ବିଜୟୀ ।

ଖୋର୍ଦ୍ଧା – ପୌରାଧ୍ୟକ୍ଷ:-
ବାଲୁଗାଁରେ ବିଜେଡିର ସୁକାନ୍ତି ପାଇକରାୟ ଆଗୁଆ ଅଛନ୍ତି ।

ମୟୂରଭଞ୍ଜ- ପୌରାଧ୍ୟକ୍ଷ:-
ରାଇରଙ୍ଗପୁରରେ ବିଜେଡିର ଅଭିଷେକ ପଟ୍ଟନାୟକ ଆଗୁଆ ଅଛନ୍ତି ।

ସୁନ୍ଦରଗଡ଼- ପୌରାଧ୍ୟକ୍ଷ:-
ବୀରମିତ୍ରପୁରରେ ବିଜେଡିର ସନ୍ଦୀପ ମିଶ୍ର ଆଗୁଆ ଅଛନ୍ତି

 

 

 

Leave A Reply

Your email address will not be published.