Latest Odisha News

BREAKING NEWS

କଲର ଟ୍ୟୁନରେ ଆଉ ଶୁଭିବନି ଅମିତାଭଙ୍କ କଣ୍ଠସ୍ବର, ଜାନୁଆରୀ ୧୬ରୁ ନୂଆ ହେଲୋ ଟ୍ୟୁନ୍ 

ନୂଆଦିଲ୍ଲୀ : ଆସନ୍ତାକାଲିଠାରୁ କରୋନା କଲର ଟ୍ୟୁନରେ ଆଉ ଶୁଣାଯିବନି ବିଗ ବି ଅମିତାଭ ବଚ୍ଚନଙ୍କ କଣ୍ଠସ୍ବର । କଲର ଟ୍ୟୁନକୁ ଶୁଣି ଅନେକାଂଶରେ ଜନସାଧାରଣ ବିରକ୍ତି ପ୍ରକାଶ କରିଥିଲେ । 

ଅକ୍ଟୋବର ୨୦୨୦ରୁ ମେଗାଷ୍ଟାର ଅମିତାଭ ବଚ୍ଚନଙ୍କ କଣ୍ଠରୁ ଶୁଣାଯାଉଥିବା କଲର ଟ୍ୟୁନରେ ବ୍ୟତିବ୍ୟସ୍ତ ହୋଇପଡିଥିଲେ ଜନସାଧାରଣ । ଏହାକୁ ତୁରନ୍ତ ହଟାଇବାକୁ ଦିଲ୍ଲୀ ହାଇକୋର୍ଟରେ ଏକ ଯାଚିକା ରୁଜୁ କରାଯାଇଥିଲେ ।

Leave A Reply

Your email address will not be published.