Latest Odisha News

BREAKING NEWS

ବଜେଟର ଭାଷଣରେ କଶ୍ମୀର କବିତା

ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବଜେଟ ଅଭିଭାଷଣରେ କଶ୍ମୀରର ଏକ କବିତା ଗାଇଥିଲେ । ଏହି କବିତା ଏତେ ସୁନ୍ଦର ଥିଲା ଯେ, ସଂସଦ କରତାଳିରେ କମ୍ପି ଉଠିଥିଲା ।

 

 

ଏହି କବିତା ପଢ଼ିବା ପରେ ସେ ଏହାର ହିନ୍ଦୀ ଅର୍ଥ ମଧ୍ୟ ବୁଝାଇଥିଲେ ।

ଏଥିରେ ଉଲ୍ଲେଖ ଥିଲା- ହମରା ବତନ ଖିଲତା ହୁଆ ଶାଲୀମାର ଜୈସା, ହମରା ବତନ ଡଲ ଝିଲ ମେଁ ଖିଲତା ହୁଆ କମଲ ଜୈସା, ନୌଯବାନ କେ ଗର୍ମ ଖୁନ ଜୈସା, ମେରା ବତନ, ତେରା ବତନ, ହମରା ବତନ, ଦୁନିୟା କା ସବସେ ପ୍ୟାରା ହୈ ।

Leave A Reply

Your email address will not be published.