Latest Odisha News

BREAKING NEWS

Browsing Category

ସହର

City

ରାଜଧାନୀରେ ପୁଣି ମାତିଲେ ଆପାର୍ଟମେଣ୍ଟ ଲୁଟାରା, ୨ଟି ଫ୍ଲାଟ୍ ରୁ ଲୁଟି ନେଲେ

ଭୁବନେଶ୍ବର: ପୁଣି ରାଜଧାନୀରେ ମାତିଲେ ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ । ପାହାଳସ୍ଥିତ ଅଂଚଳରେ ଥିବା ମେଟ୍ରୋ ସାଟେଲାଇଟ ସିଟି ଆପାର୍ଟମେଣ୍ଟରୁ କଲେ ଲୁଟ୍ । ସିସିଟିଭି କ୍ୟାମେରାରେ ଲୁଟ୍ ର ଦୃଶ୍ୟ କଏଦ୍ ହୋଇଛି । ଗତକାଲି ବିଳମ୍ବିତ ରାତିରେ ୭ ରୁ ଅଧିକ ଲୁଟେରା ଆସି ଏହି ଆପାଟମେଣ୍ଟର…

ରାଜଧାନୀରେ ପୁଣି କଳା କାଚ ଧରପଗଡ, ନିୟମ ନମାନିଲେ ଦେବାକୁ ପଡ଼ିବ ମୋଟା ଅଙ୍କର ଜରିମାନା

ଭୁବନେଶ୍ବର: ରାଜଧାନୀକୁ ପୁଣି ଫେରିଲା କଳା କାଚ ଚେକିଂ ଅଭିଯାନ । ଆଜି ରାଜଧାନୀର ବିଭିନ୍ନ ସ୍ଥାନରେ କମିଶନରେଟ୍ ପୋଲିସ ପକ୍ଷରୁ ଚେକିଂକୁ କଡ଼ାକଡ଼ି କରାଯାଇଛି । ଟ୍ରାଫିକ ପୋଲିସ ଓ ଆରଟିଓ ପକ୍ଷରୁ ହେଲା ଜଏଣ୍ଟ ରେଡ୍ । ଗାଡ଼ି ଅଟକାଇ କଳା ଜରି ବାହାର କଲେ ପୋଲିସ ବାବୁ । ପୋଲିସ…

ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ଯୁବ ବିଜେଡି ସଭାପତି

ନୂଆପଡା: ବିଜେଡି ଛାଡିଲେ ନୂଆପଡା ଜିଲ୍ଲା ବିଜୁ ଜନତା ଦଳର ସଭାପତି ହରିଶ୍ଚନ୍ଦ୍ର ପଣ୍ଡା । ସେ ନିଜ ପଦ ଓ ବିଜେଡିର ପ୍ରାଥମିକ ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କ ଇସ୍ତଫାପତ୍ର ଦଳର ସୁପ୍ରିମୋ ନବାନ ପଟ୍ଟନାୟକଙ୍କ ନିକଟକୁ ପଠାଇ ଦେଇଛନ୍ତି । ଏନେଇ ନିଜେ ହରିଶ୍ଚନ୍ଦ୍ର ସୋସିଆଲ…

ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମହିଳାଙ୍କ ମୃତଦେହ ଉଦ୍ଧାର

ଭୁବନେଶ୍ୱର: ଭୁବନେଶ୍ୱର ବଡ଼ଗଡ଼ ଥାନା ଅଧୀନ ଏକ ହଷ୍ଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଯୁବତୀଙ୍କ ମୃତଦେହ ଉଦ୍ଧାର । ମୃତ ଯୁବତୀ ଜଣକ ହେଉଛନ୍ତି ପୁରୀ ଜିଲ୍ଲା ଜଗଦଳପୁରର ୨୧ ବର୍ଷୀୟା ସରୋଜିନୀ ସୁନ୍ଦରାୟ । ଖବର ପାଇ ପୁଲିସ ମୃତଦେହ ଉଦ୍ଧାର କରିଛି । ଖବର ମୁତାବକ, ସରୋଜିନୀ କିଛି ଦିନ…

ସୋ-କଜ୍ ନୋଟିସର ଉତ୍ତର ଦେଲେ ସୁର, କହିଲେ ମୁଁ ଗୋଟା ପଣେ କଂଗ୍ରେସର

ଭୁବନେଶ୍ଵର: ମୁଁ ଗୋଟା ପଣେ କଂଗ୍ରେସର, ମଲା ପର୍ଯ୍ୟନ୍ତ ବି କଂଗ୍ରେସରେ ରହିବି । କଂଗ୍ରେସ ତରଫରୁ ଜାରି ହୋଇଥିବା କାରଣ ଦର୍ଶାଅ ନୋଟିସର ଉତ୍ତର ରଖିଛନ୍ତି ବିଧାୟକ ସୁର ରାଉତରାୟ । ସୁର କହିଛନ୍ତି ଯେ, ମୁଁ କୌଣସି ଦଳ ପାଇଁ ପ୍ରଚାର କରିନାହିଁ । କୌଣସି ଦଳର ରାଲି କିମ୍ବା ସଭାକୁ ମଧ୍ୟ…

ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ

ଭୁବନେଶ୍ଵର: ବିଜେଡି ଛାଡିଲେ ବରଗଡ ପୂର୍ବତନ ସାଂସଦ ପ୍ରଭାସ ସିଂ । ଦଳର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲେ ପ୍ରଭାସ । ପୂର୍ବତନ ସାଂସଦ ତଥା ବରଗଡ଼ ଜିଲ୍ଲା ବିଜେଡି ସଭାପତି ପ୍ରଭାସ ସିଂ ନବୀନ ନିବାସ ଆସି ନିଜର ଇସ୍ତଫା ପତ୍ର ପ୍ରଦାନ କରିଛନ୍ତି । ୨୦୧୪ରୁ ୧୯ ପର୍ଯ୍ୟନ୍ତ ବରଗଡ଼ ସାଂସଦ…

ଆଉ ଦୁଇ ଦିନ କାଳବୈଶାଖୀ, ଏହି ସବୁ ଜିଲ୍ଲାକୁ ସତର୍କ ସୂଚନା

ଭୁବନେଶ୍ବର: ଗତ କିଛି ଦିନର ଅସହ୍ୟ ଗରମ ଓ ଗୁଳୁଗୁଳିରୁ ରାଜ୍ୟବାସୀଙ୍କୁ ମିଳିଲା ଆଶ୍ବସ୍ତି । ରବିବାର ରାଜ୍ୟର ଅନେକ ସ୍ଥାନରେ କାଳବୈଶାଖୀ ଜନିତ ବର୍ଷା ସହ ଘଡ଼ଘଡ଼ି ଓ ବଜ୍ରପାତ ମଧ୍ୟ ହୋଇଛି । ଉପକୂଳବର୍ତ୍ତୀ ଜିଲାଗୁଡିକରେ କଳାବୈଶାଖୀ ଜନିତ ଝଡ଼ବର୍ଷା ସାଙ୍ଗକୁ ବଜ୍ରପାତ ଏବଂ କୁଆପଥର ବର୍ଷା…

କଂଗ୍ରେସର ନ୍ୟାୟପତ୍ର ନିଷ୍ପେସିତ ଜନତାଙ୍କ ସ୍ୱର: ବବିତା ଶର୍ମା

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଭାରତ ଯୋଡ଼ୋ ନ୍ୟାୟ ଯାତ୍ରା ସମୟରେ ଜନସାଧାରଣଙ୍କ ସହିତ ତାଙ୍କର ଭାବ ବିନିମୟକୁ ଆଧାର କରି ଭାରତୀୟ ଜାତୀୟ କଂଗ୍ରେସ ତା’ର ନିର୍ବାଚନୀ ଇସ୍ତାହାର ପ୍ରସ୍ତୁତ କରିଛି । ବିଶେଷ କରି ଯୁବ ନ୍ୟାୟ, ନାରୀ ନ୍ୟାୟ, କୃଷକ ନ୍ୟାୟ, ଶ୍ରମିକ ନ୍ୟାୟ ଓ ଭାଗିଦାରୀ ନ୍ୟାୟ…

ଓଡ଼ିଶା ଅଗ୍ନିଶମ ବିଭାଗ ଉଦ୍ଧାର କାର୍ଯ୍ୟରେ ଆଉ ଦୁଇ ପାଦ ଆଗକୁ ବଢ଼ିବ, ଆପଣେଇବ ବୈଷୟିକ ଜ୍ଞାନକୌଶଳ

ଭୁବନେଶ୍ୱର: ଓଡ଼ିଶାର ଅଗ୍ନିଶମ ବିଭାଗ ଏବେ ନୂତନ ଓ ଉନ୍ନତ ବୈଷୟିକ ଜ୍ଞାନକୌଶଳକୁ ଆପଣାଉଛି । ଯାହା ଦ୍ୱାରା ଉଦ୍ଧାର କାର୍ଯ୍ୟ ବେଶ୍‌ ସହାୟକ ହେବ । ନିକଟରେ ଅଗ୍ନିଶମ ବିଭାଗରେ କୁକୁର ସାମିଲ ହେବ ବୋଲି ନିଷ୍ପତ୍ତି ନିଆଯାଇଥିଲା । ବର୍ତମାନ ରୋବଟ୍‌ ଏବଂ ସର୍ଚ୍ଚ କ୍ୟାମେରା ସାମିଲ…

ବିଜେଡିରେ ସାମିଲ ହେଲେ ଗଣେଶ୍ୱର ବେହେରା

ଭୁବନେଶ୍ଵର: ବିଜେଡିରେ ସାମିଲ୍‌ ହେଲେ ବରିଷ୍ଠ ନେତା ଗଣେଶ୍ୱର ବେହେରା । ଶଙ୍ଖ ଭବନକୁ ଆସି ଦଳୀୟ ସମର୍ଥକଙ୍କ ସହ ବିଜେଡିରେ ମିଶିଲେ ଗଣେଶ୍ୱର । ନିକଟରେ କଂଗ୍ରେସରୁ ଇସ୍ତଫା ଦେଇଥିଲେ ପୂର୍ବତନ ବିଧାୟକ ଗଣେଶ୍ୱର ବେହେରା । କଂଗ୍ରେସର ଜଣେ ଟାଣୁଆ ନେତା ଭାବେ ବେଶ୍ ଜଣାଶୁଣା ଥିଲେ…