Latest Odisha News

BREAKING NEWS

Browsing Category

ସହର

City

ସମ୍ବଲପୁର କୁଚିଣ୍ଡାର ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ

ସମ୍ବଲପୁର: ସମ୍ବଲପୁର କୁଚିଣ୍ଡାସ୍ଥିତ ଏକ ଘରୋଇ ସ୍କୁଲରେ ଦଶମ ଶ୍ରେଣୀ ଛାତ୍ରଙ୍କୁ ରାଗିଂ ଅଭିଯୋଗ । ଛାତ୍ରଙ୍କୁ ଉଲଗ୍ନ କରି ଚପଲରେ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ଶାସନ ଥାନା ଅନ୍ତର୍ଗତ ଶାସନଠାରେ ଥିବା ଏକ ଘରୋଇ ସ୍କୁଲ୍‌ରେ ଜଣେ ଦଶମ ଶ୍ରେଣୀ ଛାତ୍ରଙ୍କୁ ମାଡ଼ ମାରିବା ଘଟଣାରେ…

ଜଳଛତ୍ରରେ କୀଟନାଶକ ବିଷ ମିଶାଇଦେଲେ ଦୁର୍ବୃତ୍ତ , ୩ ଗୁରୁତର, ପୋଲିସର ଛାନଭିନ ଜାରି

ମାଲାକାନଗିର : ମାଲାକାନଗିରି ଜିଲ୍ଲାରେ ଅଘଟଣ । ଜଳଛତ୍ରର ବିଶାକ୍ତ ପାଣି ପିଇ ୩ ଜଣ ଗୁରୁତର ହୋଇପଡିଛନ୍ତି । ବିଷି ମିଶା ପାଣି ପିଇ ଦୁଇ ପୁଅ ଓ ଜଣେ ଝିଅ ଗୁରୁତର ହୋଇପଡିଛନ୍ତି । ପିଲାମାନେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବେଳେ ଗୁରୁତର ଅବସ୍ଥାରେ ସେମାନଙ୍କୁ ମାଲକାନଗିରି ମେଡିକାଲରେ…

ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣା: ମହୁଲଡ଼ିହା ଥାନା ASI ନିଲମ୍ବିତ

ମୟୂରଭଞ୍ଜ: ମଣିଷଙ୍କୁ ପଶୁ ଇଂଜେକ୍ସନ୍ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ । ମୟୂରଭଞ୍ଜ ଜିଲ୍ଲା ଆରକ୍ଷୀ ଅଧୀକ୍ଷକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଥିବା ଜଣାଯାଇଛି । କ୍ୱାକ ବିଶ୍ବନାଥ ବେହେରାଙ୍କୁ ଲୋକେ ଜିମା ଦେବା ପରେ ପୁଲିସ ଛାଡ଼ିଦେଇଥିବା ଅଭିଯୋଗ ଆସିବାପରେ ମହୁଲଡ଼ିହା ଥାନା ଏଏସଆଇ…

ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର , ଲିଟର ପିଛା ୨ଟଙ୍କା ବୃଦ୍ଧି

 ଭୁବନେଶ୍ୱର : ଆଜିଠୁ ଲାଗୁ ହେଲା ଓମଫେଡ କ୍ଷୀରର ବର୍ଦ୍ଧିତ ଦର । ଓମଫେଡ କ୍ଷୀରର ଦର ବଢିଛି । ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି କମ୍ପାନୀ । ଚାଷୀଙ୍କ ଲାଭକୁ ଦୃଷ୍ଟିରେ ରଖି ଏଭଳି ନିଷ୍ପତ୍ତି ନିଆଯାଇଛି । ଓମଫେଡ ଗୋଲ୍ଡ ମୂଲ୍ୟ ୫ମିଲି ଲିଟିର ପ୍ରତି ୨୪ ଟଙ୍କା ଏବଂ ଓମଫେଡ ପ୍ରିମିୟମ…

ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ:ମାଲକାନଗିରିରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା

ଭୁବନେଶ୍ୱର: ମାଲକାନଗିରି ଜିଲ୍ଲା ଗସ୍ତ କରୁଛନ୍ତି କେନ୍ଦ୍ରମନ୍ତ୍ରୀ । ଆଜି ଆସିବେ ରେଳମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । ସଂଧ୍ୟାରେ କୋରାପୁଟରେ ପହଂଚିବା ପରେ କରିବେ ରାତ୍ରି ଯାପନ । ଶୁକ୍ରବାର ସକାଳେ ମାଲକାନଗିରି ଜିଲ୍ଲାରେ ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର କରିବେ ସମୀକ୍ଷା । ସେପଟେ,…

କଟକ ଚଣ୍ଡୀ ମନ୍ଦିରରେ ୫- ଟି ସଚିବ: ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା

କଟକ  : କଟକ ଚଣ୍ଡି ମନ୍ଦିର ବୁଲି ଦେଖିଲେ ୫-ଟି ସଚିବ ଭିକେ ପାଣ୍ଡିଆନ । ଆଜି ସକାଳୁ ପହଂଚି ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ସମୀକ୍ଷା କରିଛନ୍ତି । ଏହି ସମୟରେ ଜିଲ୍ଲାପାଳଙ୍କ ସହ କଟକ ଡିସିପି ଓ ମହାନଗର ନିଗମ କମିଶନ ଉପସ୍ଥିତ ଥିଲେ । ମାଆ କଟକ ଚଣ୍ଡିଙ୍କ ଦର୍ଶନ କରିବା ପରେ ମନ୍ଦିରର…

ଦେଶର ଶ୍ରେଷ୍ଠ ହସ୍ପିଟାଲ୍ ତାଲିକାରେ କିମ୍‍ସ

ଭୁବନେଶ୍ୱର: କିମ୍‍ସ ଭାରତର ଶ୍ରେଷ୍ଠ ହସ୍‍ପିଟାଲ୍‍ ମଧ୍ୟରେ ସ୍ଥାନ ପାଇବାର ଗୌରବ ଅର୍ଜନ କରିଛି । ନିକଟରେ ବହୁଳ ପ୍ରସାରିତ ଇଂରାଜୀ ପତ୍ରିକା ଆଉଟ୍‍ଲୁକ୍‍ ଓ ଏନ୍‍ଇବି ରିସର୍ଚ୍ଚ ଦ୍ୱାରା ଦେଶର ବିଭିନ୍ନ ଖ୍ୟାତି ସମ୍ପନ୍ନ ହସ୍‍ପିଟାଲକୁ ନେଇ ଏକ ରାଙ୍କିଂ ପ୍ରସ୍ତୁତ କରାଯାଇଥିଲା। ଏଥିରେ…

ପୁରୁଣା ପେନସନ ଆନ୍ଦୋଳନର ପ୍ରଚାର ଓ ପ୍ରସାର ନିମନ୍ତେ ବିଜୟ ମଲ୍ଲ ରାଜ୍ୟ ଆବାହକ ଭାବେ ନିଯୁକ୍ତ

ଭୁବନେଶ୍ୱର : ବିଜୟ ମଲ୍ଲ ହେଲେ ଏନଏମଓପିଏସର ରାଜ୍ୟ ଆବାହକ । ପୁରୁଣା ପେନସନ ଯୋଜନା ପାଇଁ ଜାତୀୟ ଆନ୍ଦୋଳନ ତରଫରୁ ଓଡିଶାରେ ପୁରୁଣା ପେନସନ ଆନ୍ଦୋଳନର ପ୍ରଚାର ଓ ପ୍ରସାର କରିବା ପାଇଁ ବିଜୟ ମଲ୍ଲଙ୍କୁ ରାଜ୍ୟ ଆବାହକ ଭାବେ ନିଯୁକ୍ତ କରାଯାଇଛି । ସେହପରି ଇଫତେଖାର ଅହମ୍ମଦଙ୍କୁ ରାଜ୍ୟ…

ମାଟିରେ ମିଶିଲା ବର୍ଷ ବର୍ଷର ପୁରୁଣା ମାଆ ତାରିଣୀ ମନ୍ଦିର: ରାସ୍ତା ପ୍ରଶସ୍ତ କରିବାକୁ ଭାଙ୍ଗିଲା ବିଏମସି

ଭୁବନେଶ୍ୱର : ମାଟିରେ ମିଶିଗଲା ବର୍ଷ ବର୍ଷର ପୁରୁଣା ମନ୍ଦିର। ଭୁବନେଶ୍ୱରର ସୌନ୍ଦର୍ଯ୍ୟକରଣ ପାଇଁ ଉଚ୍ଛେଦ ହୋଇଛି ମାଆ ତାରିଣୀଙ୍କ ମନ୍ଦିର। ହଜାର ହଜାର ଶ୍ରଦ୍ଧାଳୁଙ୍କ ଆସ୍ଥା ଆଉ ବିଶ୍ୱାସ ବି ହାର୍ ମାନିଗଲା ନିୟମ ଆଗରେ ।  ସ୍ମାର୍ଟ ସିଟି ପ୍ରକଳ୍ପ ପାଇଁ ରାସ୍ତା ପ୍ରଶସ୍ତ ପାଇଁ ଉଚ୍ଛେଦ…

୨୪ ଘଣ୍ଟା ମଧ୍ୟରେ କାଳବୈଶାଖୀ ସମ୍ଭାବନା ,୧୩ ଜିଲ୍ଲାରେ ୟେଲୋଓ୍ଵାର୍ଣ୍ଣିଂ ଜାରି

ଭୁବନେଶ୍ୱର : ଗରମରୁ ମିଳିବ ଆଶ୍ୱସ୍ତି । ଆସନ୍ତା ୨୪ ଘଣ୍ଟା ଭିତରେ କିଛି ଜିଲ୍ଲାରେ କାଳ ବୈଶୀଖୀ ସହ ବର୍ଷା ହେବାର ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ ବିଭାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ସମ୍ବଲପୁର,ସୁନ୍ଦରଗଡ, ଦେଓଗଡ,ଅନୁଗଳ , ଢେଙ୍କାନାଳ, କେନ୍ଦୁଝର,…