Latest Odisha News

BREAKING NEWS

Browsing Category

ସହର

City

୧୩ଟି ବୁଥରେ ପୁନଃ ମତଦାନ ପ୍ରସ୍ତାବ : ରାଜ୍ୟ ନିର୍ବାଚନ କମିସନ

ଭୁବନେଶ୍ୱର: ରବିବାର ୨୯ ଜିଲ୍ଲାର ୬୩ ବ୍ଲକର ୧୭୧ ଜିଲ୍ଲା ପରିଷଦ ଆସନ ପାଇଁ ହେବ ନିର୍ବାଚନ । ଏଥିଲାଗି ୬୭୯ ଜଣ ପ୍ରାର୍ଥୀ ଅଛନ୍ତି। ଏନେଇ ରାଜ୍ୟ ନିର୍ବାଚନ କମିସନଙ୍କ ସଚିବ ରବୀନ୍ଦ୍ର ନାଥ ସାହୁ ସୂଚନା ଦେଇଛନ୍ତି । ସେ କହିଛନ୍ତି, ରାଜ୍ୟର ୧୮ ହଜାର ୪୯୫ ୱାର୍ଡରେ ନିର୍ବାଚନ ହେଉଛି ।…

ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ

ଭୁବନେଶ୍ୱର :ବାଲ୍ୟ ବିବାହକୁ ଅଟକାଇଲା ପ୍ରଶାସନ । ଖଣ୍ଡଗିରି ନିକଟ ଡୁମୁଡୁମାରେ ଏକ ବାଲ୍ୟ ବିବାହ ଚାଲିଥିବା ବେଳେ ପୋଲିସ ପ୍ରଶାସନ ଅଟକାଇଛି । ପୋଲିସ , ଚାଇଲ୍ଡ ଲାଇନ ଓ ସିଡିପିଓ ସନ୍ଧ୍ୟାରାଣୀ ଦେବୀ ସୂଚନା ପାଇ ମିଳିତ ଭାବେ ଚଢାଉ କରି ବାଲ୍ୟ ବିବାହକୁ ଅଟକାଇଥିଲେ । ଉଦ୍ଧାର…

ନବରଙ୍ଗପୁର ପୋଲିସ ଗାଡି ଦୁର୍ଘଟଣା: ମୃତ ପୋଲିସ କର୍ମଚାରୀଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଶୋକ

ନବରଙ୍ଗପୁର: ନବରଙ୍ଗପୁରରେ ପୋଲିସ ଗାଡି ଓଲିଟିବା ଘଟଣା । ଏହି ଘଟଣାରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ନିର୍ବାଚନ ଡ୍ୟୁଟିରେ ଯାଉଥିବା ପୋଲିସ ବସ୍ ଦୁର୍ଘଟଣାରେ ପୋଲିସ କର୍ମଚାରୀଙ୍କ ମୃତ୍ୟୁ ବିଷୟରେ ଜାଣି ସେ ଦୁଃଖିତ ଥିବା ଟ୍ବିଟ୍ କରି ଜଣାଇଛନ୍ତି । ଦୁଃଖଦ…

ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ,ଡାକ୍ତରଖାନାରେ ଭର୍ତି

ନୂଆପଡା : ମୁର୍ମୂଷ ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର । ନୂଆପଡା ଜିଲ୍ଲା ଖଡିଆଳ ବ୍ଲକରେ ହାତ ଗୋଡ ବନ୍ଧା ଅବସ୍ଥାରେ ସରପଞ୍ଚ ପ୍ରାର୍ଥୀ ଉଦ୍ଧାର ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ ଖଡିଆଳ ଡାକ୍ତରଖାନାରେ ଭର୍ତି କରାଯାଇଛି । ଗୁରୁତର ସରପଞ୍ଚ ପ୍ରାର୍ଥୀ ହେଲେ ସୁନାରିସିକୁଆଁ ଗାଁର…

ପୁଣି ବିବାଦରେ କେନ୍ଦ୍ରମନ୍ତ୍ରୀ ଟୁଡୁ , ନିର୍ବାଚନୀ ପ୍ରଚାର ସଭାରେ କହିଲେ ଖରାପ ଭାଷା

ମୟୂରଭଞ୍ଜ : ପୁଣି ବିବାଦକୁ ଆସିଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ । ନିର୍ବାଚନୀ ପ୍ରଚାରରେ ଉଚ୍ଚାରଣ ଆଚ୍ଚରଣ ଭୁଲିଗଲେ କେନ୍ଦ୍ରମନ୍ତ୍ରୀ ବିଶେଶ୍ୱର ଟୁଡୁ ।କହିଲେ ଅଭଦ୍ର ଭାଷା । ମନ୍ତ୍ରୀ ନିର୍ବାଚନୀ ପ୍ରଚାର ସମୟରେ ଏପରି ଭାଷା କହିଛନ୍ତି ଯାହା ଆପଣ ଶୁଣି ପାରିବେନି । ମୟୂରଭଞ୍ଜ ଉଦଳା…

ଆଜି ଶ୍ରୀଜିଉଙ୍କୁ ଦର୍ଶନ କରିବେ ରାଷ୍ଟ୍ରପତି, ୨ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

ପୁରୀ: ଆଜି ଓଡ଼ିଶା ଗସ୍ତରେ ଆସି ପୁରୀ ଯିବେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅପରାହ୍ଣ ୨ଟା ୪୫ ମିନିଟରେ ସେ ପହଞ୍ଚିବେ । ତାଙ୍କୁ ବିମାନବନ୍ଦରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱାଗତ କରିବେ । ଏହାପରେ ସେ ଯିବେ ପୁରୀ । ଅପରାହ୍ଣ ୩ଟା ୫୦…

ମୁଖ୍ୟମନ୍ତ୍ରୀ ସୁସ୍ଥ ଥିବା ଜାଣି ଆମେ ଆନନ୍ଦିତ କିନ୍ତୁ ଗୁଜବ ପଛର ରହସ୍ୟ କ’ଣ?

ଭୁବନେଶ୍ୱର: କିଛି ଦିନର ଅଜ୍ଞାତବାସ ପରେ ମୁଖ୍ୟମନ୍ତ୍ରୀ ଆଜି ପଦାକୁ ଆସିଲେ, ଲିଙ୍ଗରାଜଙ୍କୁ ଦର୍ଶନ କଲେ ଓ ଗଣମାଧ୍ୟମ ସାମ୍ନାରେ ନିଜେ ସୁସ୍ଥ ଅଛନ୍ତି ବୋଲି କହିଲେ । ସେ ସୁସ୍ଥ ଅଛନ୍ତି ଜାଣି ଆମେ ଖୁସି ଏବଂ ସୁସ୍ଥ ରହନ୍ତୁ ବୋଲି ଆମର ଲିଙ୍ଗରାଜଙ୍କ ପାଖରେ ପ୍ରାର୍ଥନା । କିନ୍ତୁ ନିଜେ…

[ଦେଖନ୍ତୁ ଭିଡିଓ] ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ ମତଦାନ ଶେଷ

ରାୟଗଡା: ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ଦ୍ବିତୀୟ ପର୍ଯ୍ୟାୟ । ରାୟଗଡା ଜିଲ୍ଲାର ଦୁଇଟି ବ୍ଲକରେ ନିର୍ବାଚନ ଅନୁଷ୍ଠିତ ହୋଇଛି । ୩୮୭ ଟି ବୁଥରେ ଭୋଟର ନିଜର ମତଦାନ କରିଛନ୍ତି । ଅତି ସମ୍ବେଦନଶୀଳ ବୁଥ ନଥିବା ସତ୍ତ୍ୱେ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା ।।  ଡ୍ରୋନ…

ଆସନ୍ତା ତିନି ଦିନ ଧରି ଭିଜେଇବ ବର୍ଷା

ଭୁବନେଶ୍ୱର: ଆସନ୍ତା ୩ ଦିନ ଧରି ରାଜ୍ୟର କେତେକ ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି । ଏନେଇ ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି । ଆଗାମୀ ୨୪ ଘଣ୍ଟା ମଧ୍ୟରେ କନ୍ଧମାଳ, ଢେଙ୍କାନାଳ, ନୟାଗଡ଼, ଗଜପତି, କଟକ, ଗଞ୍ଜାମ ଜିଲ୍ଲାର କେତେକ ସ୍ଥାନରେ ହାଲୁକା ବର୍ଷା…

[ଭିଡିଓ] କୁକୁର ବଞ୍ଚାଇଲା ମାଛର ଜୀବନ ,ଭାଇରାଲ ହେଲା ଭିଡିଓ

ଭୁବନେଶ୍ୱର : ସତରେ କୁକୁର ବିଶ୍ୱସ୍ତ । ଏହାର ଜ୍ୱଳନ୍ତ ଉଦାହରଣ ହେଉଛି ଭାଇରାଲ ହେଉଥିବା ଏହି ଭିଡିଓ । ଜଣେ ବ୍ୟକ୍ତିଙ୍କ ଘରେ ଜିଅନ୍ତା ମାଛଟି ଟବ୍ ବାହାରେ ପଡିଯାଇଥିଲା ।ଏହି ସମୟରେ ଘରେ ଥିବା ପୋଷା ବିରାଡି ଆସି ମାଛକୁ ଖାଇବା ପାଇଁ ଗୋଡ ମାରି ଦେଖିୁଥିବା ବେଳେ , ହଠାତ୍ ସେହି ସମୟରେ…