Latest Odisha News

BREAKING NEWS

Browsing Category

ସହର

City

କିଟ୍ ବିଶ୍ୱବିଦ୍ୟାଳୟର ୧୮ତମ ପ୍ରତିଷ୍ଠା ଦିବସ ପାଳିତ

ଭୁବନେଶ୍ୱର : କିଟ୍ ବିଶ୍ୱବିଦ୍ୟାଳୟର ୧୮ ତମ ପ୍ରତିଷ୍ଠା ଦିବସ ପାଳିତ ହୋଇଯାଇଛି । ବୁଧବାର କିଟ୍ ବିଶ୍ୱବିଦ୍ୟାଳୟର ପ୍ରତିଷ୍ଠା ଦିବସରେ ବକ୍ତୃତା ପ୍ରଦାନ କରି ଶ୍ରୀ ପାରାଜୁଲି କହିଲେ ବିଗତ ୫୦ ବର୍ଷ ମଧ୍ୟରେ ଖାଦ୍ୟ ସୁରକ୍ଷା ଦିଗରେ ଭାରତ ଉଲ୍ଲେଖନୀୟ ଅଗ୍ରଗତି କରିଛି । ଦିନେ ଖାଦ୍ୟ ପାଇଁ…

ଗିରଫ ହେଲେ ଏଏସପି ତ୍ରିନାଥ ମିଶ୍ର, ପତ୍ନୀଙ୍କ ନାଁରେ ମାମଲା ରୁଜୁ

ଭୁବନେଶ୍ୱର: ବନ୍ଧା ହେଲେ ପୋଲିସ କମ୍ୟୁନିକେସନର ଅତିରିକ୍ତ ଏସପି ତ୍ରିନାଥ ମିଶ୍ର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ତାଙ୍କୁ ଗିରଫ କରିଛି ଭିଜିଲାନ୍ସ । ଏହା ସହିତ ତାଙ୍କ ପତ୍ନୀଙ୍କ ନାଁରେ ମଧ୍ୟ ମାମଲା ରୁଜୁ କରିଛି ଭିଜିଲାନ୍ସ । ଭିଜିଲାନ୍ସ ସୂଚନା ଅନୁସାରେ, ତ୍ରିନାଥ…

ପରଲୋକରେ ବିଶିଷ୍ଟ କବି ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଭୁବନେଶ୍ୱର : ପରଲୋକରେ ବିଶିଷ୍ଟ କବି ସମାଲୋଚକ ତଥା ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ । ଏକାଧାରରେ ସେ ଜଣେ କବି ଲେଖକ ଓ ସମୀକ୍ଷକ ଥିଲେ । ମୃତ୍ୟୁ ବେଳକୁ ତାଙ୍କୁ ୬୮ ବର୍ଷ ବୟସ ହୋଇଥିଲା । ଏକ ଘରୋଇ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଯାଇଛି । ମୃତ୍ୟୁ…

ଶେଷ ହେଲା ପ୍ରଥମ ପର୍ଯ୍ୟାୟ ଭୋଟ୍ ଗ୍ରହଣ, ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ

ଭୁବନେଶ୍ୱର: ରାଜ୍ୟରେ ସରିଲା ପ୍ରଥମ ପର୍ଯ୍ୟାୟ ନିର୍ବାଚନ । କଡ଼ା ସୁରକ୍ଷା ବ୍ୟବସ୍ଥା ମଧ୍ୟରେ ଶେଷ ହେଲା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଦିନ ୧ଟା ସୁଦ୍ଧା ୬୦ ପ୍ରତିଶତ ମତଦାନ ସରିଛି । ଏ ନେଇ ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ପ୍ରଥମ…

ରାଜ୍ୟରେ ୨୩ ଜଣ ପ୍ରାର୍ଥଙ୍କ ମୃତ୍ୟୁ

ଭୁବନେଶ୍ୱର: ରାଜ୍ୟରେ ପଞ୍ଚାୟତ ନିର୍ବାଚନ ସମୟରେ ୨୩ ଜଣଙ୍କ ମୃତ୍ୟୁ ହୋଇଛି । ଏନେଇ ବୁଧବାର ରାଜ୍ୟ ନିର୍ବାଚନ କମିଶନ ସୂଚନା ଦେଇଛନ୍ତି । ସୂଚନା ଅନୁସାରେ ରାଜ୍ୟରେ ନାମାଙ୍କନ ଦାଖଲରୁ ମତଦାନ ପର୍ଯ୍ୟନ୍ତ ୨୩ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହୋଇଥିବା ବେଳେ ଏହି ୨୩ଟି ପଦବୀ ପାଇଁ ମତଦାନ ସ୍ଥଗିତ…

ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ କମିଶନ ଆଗରେ ଫେରାଦ ହେଲା ବିଜେଡି

ଭୁବନେଶ୍ୱର : ବିଜେପି ବିରୋଧରେ ବିଭିନ୍ନ ଅଭିଯୋଗ ନେଇ ରାଜ୍ୟ ନିର୍ବାଚନ ଆଗରେ ଫେରାଦ ହେଲା ବିଜେଡି । ବିଜେପି କର୍ମୀ ଓ ନେତା ମାନେ ବିଜେଡି ନେତା ଓ କର୍ମୀ ମାନଙ୍କୁ ନିର୍ବାଚନ ମଇଦାନରେ ମରଣାତ୍ମକ ଆକ୍ରମଣ କରୁଛନ୍ତି । ଅନେକ ସ୍ଥାନରେ ବିଜେଡି ନେତା ମାନଙ୍କୁ ଧମକ ମଧ୍ୟ ଦିଆଯାଉଛିା…

ସରପଞ୍ଚ ପ୍ରାର୍ଥୀଙ୍କ ମୃତ୍ୟୁ , ସ୍ଥଗିତ ହେଲା ନିର୍ବାଚନ

ନବରଙ୍ଗପୁର : ନିର୍ବାଚନ ସଂଗ୍ରାମ ପୂର୍ବରୁ ଜୀବନ ସଂଗ୍ରାମରେ ହାରିଗଲେ ସରପଞ୍ଚ ପ୍ରାର୍ଥୀ । ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ବି . ମାଳିଗୁଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଭାଗିରଥୀ ଅମନାତ୍ୟଙ୍କ ମୃତ୍ୟୁ ହୋଇଯାଇଛି । ଗତ କିଛି ଦିନ ଧରି ସେ ଅସୁସ୍ଥ ହୋଇପଡିଥିଲେ । ରାତିରେ ଦେହ…

ପଞ୍ଚାୟତ ନିର୍ବାଚନ : ସରିଲା ପ୍ରଥମ ପର୍ଯ୍ୟାୟ ମତଦାନ

ଭୁବନେଶ୍ୱର : ପଞ୍ଚାୟତ ନିର୍ବାଚନ ପାଇଁ ସରିଲା ପ୍ରଥମ ପଯ୍ୟାୟ ମତଦାନ ।  ରାଜ୍ୟରେ ୩୦ ଟି ଜିଲ୍ଲାରେ ୭୧ ଟି ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ଶେଷ ହେଲା ମତଦାନ । ସକାଳ ୭ ଟାରୁ ଦିନ ୧ ଟାଏ ଯାଏ ମତଦାନ ଚାଲିଥିଲା । ଭୋଟର ମାନେ ଆସି ନିଜେ ନିଜେ ମନସ୍ଥ କରିଥିବା ପ୍ରାର୍ଥୀଙ୍କୁ ଭୋଟ ଦେଇଛନ୍ତି…

ଫରେଷ୍ଟ ଗାର୍ଡଙ୍କ ସାହସକୁ ସଲାମ, ଜୀବନକୁ ବାଜି ଲଗାଇ ଦନ୍ତା ସହ ମୁହାଁମୁହିଁ

ସମ୍ବଲପୁର : ଫରେଷ୍ଟ ଗାର୍ଡଙ୍କ ଦୁଃସାହସ। ଗାଁର ଲୋକଙ୍କୁ ରକ୍ଷା କରିବାକୁ ଯାଇ ଦନ୍ତା ସହିତ ମୁହାଁମୁହିଁ। ନିଜ ଜୀବନକୁ ବାଜି ଲଗାଇ ହାତରେ ମଶାଲ ଧରି ଜଙ୍ଗଲୀ ଦନ୍ତା ସହିତ ମୁକାବିଲା କରୁଛନ୍ତି ଫରେଷ୍ଟ ଗାର୍ଡ ଜଣକ। ଆଉ ଏହି ଭିଡ଼ିଓ ଏବେ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି।ଫରେଷ୍ଟ…

ସାଲେପୁରରେ ସମିତିସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ, ଦିଲ୍ଲୀପଙ୍କ ପତ୍ନୀ ଗୁରୁତର

ସାଲେପୁର : ସାଲେପୁରରେ ସମିତି ସଭ୍ୟ ପ୍ରାର୍ଥୀଙ୍କ ଘରକୁ ବୋମାମାଡ । ବ୍ଲକର ପୂର୍ବତନ ଉପାଧ୍ୟକ୍ଷ ତଥା ପ୍ରାର୍ଥୀ ଦିଲ୍ଲୀପ କୁମାର ଦାସଙ୍କ ଘରକୁ ବୋମାମାଡ ହୋଇଛି ।ତାଙ୍କ ଶିଶୁଆ ସ୍ଥିତ ବାସ ଭବନକୁ ବୋମାମାଡ ହୋଇଛି ।ବୋମାମାଡରେ ଦିଲ୍ଲୀପଙ୍କ ପତ୍ନୀ ନିରୁପମା ଆହତ ହୋଇଛନ୍ତି ।ଗତକାଲି…